ବନ୍ଧୁଗଣ ଆପଣ ମାନଙ୍କ ମନ ଖୁସି ପାଇଁ ଆଜି ଆମେ କିଛି ଓଡିଆ ଜୋକ୍ସ ନେଇ ଆସିଛୁ । ଆପଣ ଯେତେ ଚିନ୍ତାରେ ଆଉ ଯେତେ ଦୁଃଖରେ ଥାନ୍ତୁ ନା କାହିଁକି ଯଦି ଆପଣ ଆମର ଏହି ଓଡିଆ ଜୋକ୍ସ ପଧିବେ ଆପଣ ନିଜ ହସକୁ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆମ ଓଡିଆ ଜୋକ୍ସ ବିଷୟାରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ମଜାଦାର ଜୋକ୍ସ ବିଷୟରେ ।
୧. ପପୁ- ଦୁନିଆର ସବୁଠାରୁ ବଡ ପର୍ବର ନାମ କଣ ?
ଚିଣ୍ଟୁ- ଦୀପାବଳି ।
ପପୁ- କେମିତି ?
ଚିଣ୍ଟୁ- କାରଣ ସପ୍ତାହକୁ ଦୁଇ ତିନି ଥର ପାଳନ କରିବାକୁ ପଡିଥାଏ ।
୨. ଏକ ବିବାହରେ ଜଣେ ଲୋକ ୭-୮ଟି ଗୋଲାପଜାମୁ ନେଲା ଆଉ ଟିକେ ଟିକେ ଚାଖି ପ୍ଳେଟରେ ରଖୁଥିଲା ।
କେହି ଜଣେ କହିଲା ଭାଇ ମିଠା ଅଛି ନା ନାହିଁ ଚେକ୍ କରୁଛ କି ?
ବ୍ୟକ୍ତି- ନାହିଁ ନାହିଁ ଆହୁରି ସବୁ ଆଇଟମ ନେବି ତ କାଳେ ଏହି ଗୋଲାପଜାମୁ କେଉଁଠି ଲୁଚିଯିବ ସେଥିପାଇଁ ଏମିତି କରିଲି ।
ଏବେ ଏହି ଗୋଲାପଜାମୁ ମୋ ଆଖି ସାମ୍ନାରେ ରହିବ ।
ପରେ ଜଣା ପଡିଲା ସେ ବ୍ୟକ୍ତି ଇଞ୍ଜିନିୟର ଥିଲା ।
୩. ସ୍ତ୍ରୀ ଏକ ସପ୍ତାହ ହେବ କୁକୁର କିଣିବା ପାଇଁ ଜିଦି କରୁଥିଲା…
ସ୍ଵାମୀ ରାଗି ଯାଇ କହିଲା- ମୁଁ ବୁଝି ପାରୁନି ତମେ କୁକୁର କାହିଁକି କିଣିବାକୁ ଚାହୁଁଛ ?
ସ୍ତ୍ରୀ- କାରଣ ଯେତେବେଳେ ତମେ ଅଫିସ ଯାଉଛ କେହି ତ ଥିବା ଦରକାର ଘରେ ଯିଏ ମୋ ପଛରେ ଲାଞ୍ଜ ହଲେଇ ଆସିବ ।
୪. ଝିଅ ପୁଅକୁ ସତ କଥା କହୁଥିଲା…
ଝିଅ- ତମ ପୂର୍ବରୁ ମୋର ଗୋଟେ ବୟଫ୍ରେଣ୍ଡ ଥିଲା ।
ପୁଅ- କିଛି ଅସୁବିଧା ନାହିଁ ମୋର ଦୁଇ ଭାଇଙ୍କ ଭିତରୁ ମୁଁ ସବୁଠୁ ସାନ ପୁଅ ।
ଝିଅ- ତା ହେଲେ ?
ପୁଅ- ସେକେଣ୍ଡହ୍ୟାଣ୍ଡ ଜିନିଷ ବ୍ୟବହାର କରିବାର ଅଭ୍ୟାସ ହୋଇଯାଇଛି ।
୫. ମାଲିକ- ଟିକେ ଦେଖିଲୁ ରେ କେତେ ସମୟ ହେଲାଣି ?
ଚାକର- କ୍ଷମା କର ମାଲିକ ମୋତେ ସମୟ ଦେଖିବା ଆସେ ନାହିଁ ।
ମାଲିକ- ଆଛା ଠିକ ଅଛି ମୋତେ ଦେଖିକି କାହା ବଡ କଣ୍ଟା କେଉଁଠି ଅଛି ଆଉ ଛୋଟ କଣ୍ଟା କେଉଁଠି ଅଛି
ଚାକର- ଦୁଇଟି କଣ୍ଟା ଘଣ୍ଟା ଭିତରେ ଅଛି ମାଲିକେ ।
୬. ସ୍ଵାମୀ- ତୁମେ ମୋ ସହ ଚାକର ଭଳି ବ୍ୟବହାର କରିବା ଛାଡି ଦିଅ ନହଲେ ?
ସ୍ତ୍ରୀ- ନହେଲ କଣ କରିବ ?
ସ୍ଵାମୀ- ମୁଁ ଦୁଇ ଚାରିଟା ଘର ଧରି ଦେବି… ସେମିତିରେ ପଡୋଶୀ ମହିଳା ମୋ କାମ ଦେଖି ବହୁତ ଖୁସି ଅଛି ।
ସ୍ତ୍ରୀ- ଆଜି ଠାରୁ ତମେ ଘର ଭିତରେ କାମ କରିବ ।
୭. ପପୁ ଆଉ ତାର ଗାର୍ଲଫ୍ରେଣ୍ଡ ଏକା ସହ ଶୋଇଥିଲେ…
ପପୁ ନିଜ ଗାର୍ଲଫ୍ରେଣ୍ଡକୁ ଲଗାତାର ଚାହୁଁ ଥିଲା । ପପୁର ଗାର୍ଲଫ୍ରେଣ୍ଡ ବହୁତ ରୋମାଣ୍ଟିକ ମୁଡରେ ଥିଲା ।
ଗାର୍ଲଫ୍ରେଣ୍ଡ ପପୁକୁ କହିଲା- କଣ ଇଛା ଅଛି ଜାନୁ ?
ପପୁ ଦୁଇଟି ଚାପୁଡା ମାରିଲା ଆଉ କହିଲା- ତମେ ମୋର ସାର୍ଟ କାହିଁକି ପିନ୍ଧିଛ ?
୮. ଶାଶୁ ନିଜର 3 ଜ୍ଵାଇଁଙ୍କର ଭଲ ପାଇବା ଦେଖିବା ପାଇଁ
ନଈକୁ ଡେଇଁ ପଡିଲା
ଗୋଟିଏ ଜ୍ଵାଇଁ ତାକୁ ବଞ୍ଚେଇଲା ତ
ଶାଶୁ ତାକୁ ମାରୁତି କାର ଦେଲା
ତା ପର ଦିନ ଶାଶୁ ପୁଣି ନଈକୁ ଡେଇଁ ପଡିଲା
ପୁଣି ଆଉ ଜଣେ ଜ୍ଵାଇଁ ତାକୁ ବଞ୍ଚେଇଲା ତ
ଶାଶ ତାକୁ ବାଇକ ଦେଲା
ତୃତୀୟ ଦିନ ଶାଶୁ ପୁଣି ନଈକୁ ଡେଇଁ ପଡିଲା
ତୃତୀୟ ଜ୍ଵାଇଁ ଭାବିଲା ଏବେ ତ ଖାଲି ସାଇକେଲ ହିଁ ବଞ୍ଚିଛି, ଛାଡ କାହିଁକି ବଞ୍ଚେଇବି !!
ଶାଶୁ ବୁଡି କି ମ-ରି-ଗ-ଲା
କିନ୍ତୁ ଚତୁର୍ଥ ଦିନ ଜ୍ଵାଇଁ କୁ BMW କାର ମିଳିଲା
ପଚାର କେମିତି ?
ଶଶୁର ଦେଲା !!
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।