1980 ର ଚଉଠି ରାତି ପୂର୍ବରୁ ଦୁଲହନକୁ ତା’ର ସାଙ୍ଗ କୁହେ, “ଚିଲେଇବୁନି..ସେ ଯାହା କରିବେ କରିବାକୁ ଦବୁ, 2021ର ଚଉଠି ରାତି ପୂର୍ବରୁ ଦୁଲହନକୁ ତା’ର ସାଙ୍ଗ କୁହେ…(Odia Hasakatha)

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ମଣିଷ କେବଳ ଟଙ୍କା ଅର୍ଜନ କରିବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । ଲୋକ ମାନେ ନିଜ ବ୍ୟସ୍ତ ବହୁଳ ଜୀବନରେ ହାରାସ ହୋଇ ରହୁଛନ୍ତି । କୁହାଯାଏ ହସ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଯଦି ବନ୍ଧୁଗଣ ଆପଣ ଖୁସିରେ ରହିବେ ତା ହେଲେ ଆପଣ ଦିନର ସମସ୍ତ କାମ ଅତି ଭଲ ଭାବରେ କରିପାରିବେ । ତେବେ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଦିନେ ସ୍ତ୍ରୀ ନିଜ ଘରେ ରହି ଟିଭି ଦେଖୁଥିଲା ସେହି ସମୟରେ ସ୍ଵାମୀ ଗୋଟେ ପାପର ନେଇ ତା ପାଖକୁ ଆସିଲା ।

ସ୍ଵାମୀ ବହୁତ ସାହାସ କରି ସ୍ତ୍ରୀକୁ କହିଲା- ଆଜି ଗୋଟେ ଖବର କାଗଜରେ ଜଣେ ଲେଖକ ଲେଖିଛି ସ୍ଵାମୀ ମାନଙ୍କୁ ବି କହିବାର ହକ୍ ଅଛି ।

ସ୍ତ୍ରୀ ହସି ହସି କହିଲା- ସେ ବିଚରା ବି କେବଳ ଏହି କଥାକୁ ଲେଖି ପାରିଲା ନିଜ ସ୍ତ୍ରୀକୁ କିଛି କହିପାରିଲା ନାହିଁ ।

୨. ପୁଅ ଘର ବାଲା- ଆମ ପୁଅର କୌଣସି ପ୍ରକାରର ଅଭାବ ନାହିଁ ହେଲେ ହସିବା ବେଳେ ତାର ଦନ୍ତ ପାଇଁ ସେ ଟିକେ ଅଜବ ଦେଖାଯାଏ ।

ଝିଅ ବାଲା ଘର- କିଛି ଅସୁବିଧା ନାହିଁ, ବିବାହ ପରେ ଆମ ଝିଅ ତାକୁ ହସିବାକୁ ଦେଲେ ସିନା ସେ ହସିବ ।

୩. ଶାଶୁ ନବବଧୂକୁ କହିଲା…

ଶାଶୁ- ମୋର ସମ୍ପୂର୍ଣ୍ଣ ଭରସା ଅଛି ଯେ, ତମେ ରୋଷେଇ ଘର ବହୁତ ଭଲ ଭାବରେ ସମ୍ଭାଳି ନେବ ।

ବୋହୁ ରୋଷେଇ ଘରକୁ ଗଲା ଓ କିଛି ଭାଙ୍ଗିବାର ଶବ୍ଦ ଶୁଭିଲା ।

ଶାଶୁ- କଣ ଭାଙ୍ଗି ଦେଲୁ, ବୋହୁ- ଭରସା

୪. ଗୋଟେ ଝିଅ ଡାକ୍ତର ପାଖକୁ ଗଲା…

ଡାକ୍ତର- କଣ ରୋଗ ହେଇଛି ତମକୁ ?

ଝିଅ- ମୋର ହାର୍ଟ ଅପରେସନ ହୋଇଛି, ସେବେଠାରୁ ମୋତେ କୌଣସି ପୁଅ ଭଲ ଲାଗୁ ନାହାନ୍ତି ।

ଡାକ୍ତର- ତା ହେଲେ କଣ ଭଲ ଲାଗୁଛି ?

ଝିଅ- ମୋତେ କେବଳ ଝିଅ ମାନେ ପସନ୍ଦ ଆସୁଛନ୍ତି ।

ଡାକ୍ତର- ଆଛା ତା ହେଲେ ତମ ଦେହରେ ଗୋଟେ ପୁଅର ହାର୍ଟ ଲଗା ଯାଇଛି । ଝିଅ ବେହୋସ

୫. ପପୁ ନିଜ ଶଶୁର ଘରକୁ ଗୁରୁଜୀଙ୍କ ପ୍ରବଚନ ଶୁଣିବାକୁ ଗଲା

ଗୁରୁଜୀ- ଯେଉଁ ମାନେ ସ୍ଵର୍ଗ ଯିବାକୁ ଚାହୁଁ ଛନ୍ତି ସେମାନେ ନିଜ ହାତ ଉଠାଅ ।

ପପୁର ସ୍ତ୍ରୀ ଓ ଶାଶୁ ନିଜ ହାତ ଉଠାଇଲେ ।

ଗୁରୁଜୀ ପପୁକୁ ପଚାରିଲେ- ତମେ କଣ ସ୍ଵର୍ଗ ଯିବାକୁ ଚାହୁଁନ ?

ପପୁ- ଏ ଦୁଇଜଣ ଚାଲିଗଲେ ଏ ଜାଗା ସ୍ଵର୍ଗ ହୋଇଯିବ ।

ଗୁରୁଜୀ ନିଜ ଚେଲା ମାନଙ୍କୁ କହିଲେ- ଏହି ଜ୍ଞାନୀ ପୁରୁଷକୁ ଆମ ଟିମରେ ସାମିଲ କର ।

୬. ୮୦ ବର୍ଷର ଜଣେ ବୁଢା ୧୮ ବର୍ଷର ଝିଅ ସହ ବିବାହ କରିଲା ।

ଜଣେ ବ୍ୟକ୍ତି ଝିଅକୁ ପଚାରିଲା- ଏ ବୁଢାର ଆପଣ କଣ ଦେଖି ବିବାହ କରିଲେ ?

ଝିଅ ଟିକେ ହସିକି କହିଲା- ପ୍ରଥମରେ ହେଉଛି ତାଙ୍କର ଇନକମ ଓ ଦ୍ଵିତୀୟରେ ହେଉଛି ତାଙ୍କର ଦିନ କମ

7. 1980

ଚଉଠି ରାତି ପୂର୍ବରୁ ବୋହୁ କୁ ତା’ର ସାଙ୍ଗ କୁହେ

ଚି-ଲ୍ଲେ-ଇବୁ ନାହିଁ….ସିଏ ଯାହା କରିବାକୁ ଚାହିଁବ ତା’କୁ କରିବାକୁ ଦେବୁ

2020

ଚଉଠି ରାତି ପୂର୍ବରୁ ବୋହୁ କୁ ତା’ର ସାଙ୍ଗ କୁହେ

ଜୋର-ଜୋର ରେ ଚି-ଲ୍ଲେ-ଇ-ବୁ….ଯେମିତି କି ତାକୁ ଲାଗିବ ସେ ହିଁ ଓପେନିଂ ବ୍ଯାଟ୍ସମ୍ୟାନ ଅଟେ

Leave a Reply

Your email address will not be published. Required fields are marked *