ପ୍ରଥମ ଥର ପାଇଁ ଦେଖନ୍ତୁ Ollywood ର ଲୋକପ୍ରିୟ ସିଙ୍ଗର Namita Agrawal ଙ୍କ 2 ପୁଅଙ୍କୁ, ଆଗରୁ କେବେ ବି ଦେଖି ନଥିବେ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟିକା ମାନଙ୍କୁ ବେସ ଭଲ ଜାଣିଥିବେ । ବନ୍ଧୁଗଣ ଏହି ଗାୟିକା ମାନେ ନିଜ ଗୀତ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି ।


ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଗାୟିକାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଗାୟିକା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ନମୀତା ଅଗ୍ରୱାଲ । ଆପଣ ମାନେ ସମସ୍ତେ ନମୀତାଙ୍କ ଅନେକ ଭଜନ ଶୁଣିଥିବେ । ଭଜନ ସହିତ ସେ ଆଲବମ ଗୀତ ବି ଗାଇଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ନମୀତାଙ୍କ କାରିୟର ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ତା ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ନମୀତା ଅଗ୍ରୱାଲ ନିଜ କାରିୟରର ଆରମ୍ଭ ୧୯୯୨ ମସିହାରେ ଅଝଟିଆ କାଳିଆରୁ କରିଥିଲେ । ନମୀତା ନିଜର ସୁନ୍ଦର କଣ୍ଠ ପାଇଁ ଆଜି ଓଡିଶାର ଜଣେ ଲୋକପ୍ରିୟ ଗାୟିକା ହୋଇପାରିଛନ୍ତି ।

ବନ୍ଧୁଗଣ ନମୀତା ନିଜ କାରିୟରରେ ଅନେକ ସୁପର ହିଟ ଭଜନ ଗୀତ ଗାଇଛନ୍ତି । ତାଙ୍କ ସୁନ୍ଦର କଣ୍ଠକୁ ଶୁଣିବା ପାଇଁ ଲୋକମାନେ ବେସ ଅଧିକ ପସନ୍ଦ ମଧ୍ୟ କରନ୍ତି ।ବନ୍ଧୁଗଣ ନମୀତା ଅଗ୍ରୱାଲ ୧୯୯୨ ମସିହାରେ ମ୍ୟୁଜିକ କମ୍ପାନୀର ଫାଉଣ୍ଡର ସୀତାରାମ ଅଗ୍ରୱାଲଙ୍କ ସହ ବିବାହ କରିଥିଲେ । ଏହା ପରେ ନମୀତା ଓ ସୀତାରାମଙ୍କର ଦୁଇଟି ଯାଁଳା ଛୁଆ ଜନ୍ମ ନେଇଥିଲେ । ତାଙ୍କର ଦୁଇ ପୁଅଙ୍କ ନାମ ହେଉଛି ସିଦ୍ଧାର୍ଥ ଓ ସାର୍ଥକ ।

ବନ୍ଧୁଗଣ ସିଦ୍ଧାର୍ଥଙ୍କୁ ଏବେ ୨୭ ବର୍ଷ ହୋଇଥିବା ବେଳେ ସାର୍ଥକଙ୍କ ବୟସ ମଧ୍ୟ ୨୭ ବର୍ଷ । ଏବେ ସିଦ୍ଧାର୍ଥ ଓ ସାର୍ଥକଙ୍କର ପାଠ ପଢା ଶେଷ ହୋଇଯାଇଛି । ଉଭୟ ସିଦ୍ଧାର୍ଥ ଓ ସାର୍ଥକ ନିଜ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି । ଏ ପର୍ଯ୍ୟନ୍ତ ସିଦ୍ଧାର୍ଥ ଓ ସାର୍ଥକଙ୍କ ବିବାହ ହୋଇ ନାହିଁ । ବନ୍ଧୁଗଣ ନମୀତା ନିଜ ଦୁଇ ପୁଅଙ୍କୁ ବହୁତ ଅଧିକ ଭଲ ପାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଗାୟିକା ନମୀତା ଅଗ୍ରୱାଲ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *