ଗୋଟିଏ ସ୍ତ୍ରୀଲୋକ ନିଜ ପଡୋଶିକୁ କହୁଥିଲା, ଜାଣିଛୁ ୨୦ ବର୍ଷ ପର୍ଯ୍ୟନ୍ତ ମୋର କୌଣସି ପିଲା ହେଉ ନଥିଲା, ପଡୋଶୀ- ସେଉଠୁ ତୁ କଣ କଲୁ ? ସ୍ତ୍ରୀ ଲୋକ- ଏହା ପରେ ମୁଁ…(Odia Jokes)

ବନ୍ଧୁଗଣ ଏହି ଦୁନିଆରେ ଏବେ ସମସ୍ତ ଲୋକ ନିଜ ନିଜ କାମରେ ବ୍ୟସ୍ତ ରହୁଛନ୍ତି । ଲୋକ ମାନେ ହସ ଆଉ ମନୋରଞ୍ଜନ କଣ ଭୁଲି ଗଲେଣି । ଡାକ୍ତର ବି କହିଛନ୍ତି ହସ ଦେହ ପାଇଁ ବହୁତ ଭଲ ଯଦି ଆପଣ ଖୁସିର ସହ ସବୁ କାମ କରିବେ ତା ହେଲେ ଆପଣ ସୁସ୍ଥ ରହିବେ । ତେଣୁ ବନ୍ଧୁଗଣ ଆପଣ ମାନଙ୍କ ଏହି ବ୍ୟସ୍ତ ବହୁଳ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ ।

ଆପଣ ମାନେ ଏହି ମଜାଦାର ଓଡିଆ ଜୋକ୍ସ ପଢିଲେ ନିଜ ହସ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

୧. ଗୋଟେ ବୁଢୀର ଜ୍ଵାଇଁ ବହୁତ କଳା ଥିଲା

ଶାଶୁ- ଜ୍ଵାଇଁ ବାବୁ ଆପଣ ଗୋଟେ ମାସ ଏଇଠି ରହି କ୍ଷୀର, ଦହି ସବୁ ଖାଅ ମଉଜ କର । ଆରମରେ ରୁହ ।

ଜ୍ଵାଇଁ- ଆରେ ବାଃ ଆଜି ତ ତମ ପ୍ରେମ ଖାଲି ଉଛୁଲୁଛି ।

ଶାଶୁ- ପ୍ରେମ ନା ଆଉ କଣ, ଆମ ଗାଈର ଛୁଆ ମରିଯାଇଛି ସେ ତୋତେ ଦେଖିଲେ ଟିକେ କ୍ଷୀର ତ ଦେବ ।

୨. ଦିନେ ଶୋନୁ ନିଜ ସ୍ତ୍ରୀକୁ ମେଳା ବୁଲେଇବା ପାଇଁ ନେଇଗଲା…ମେଳାରେ ଜଣେ ଚିତ୍ରକାର ତା ପାଖକୁ ଆସି କହିଲା…

ଚିତ୍ରକାର- ସାର, ମ୍ୟାଡମଙ୍କର ଏକ ଚିତ୍ର ବନାନ୍ତୁ ମୁଁ ଏମିତି ଚିତ୍ର ବନେଇବି କହି ଉଠିବ ।

ଶୋନୁ- ନାହିଁ ବନେଇବାର, ପ୍ରଥମରୁ ହିଁ ସେ ଏତେ କଥା କହୁଛି ଯଦି ଫଟୋ ବି କହିବ ତା ହେଲେ ମୁଁ କୁଆଡେ ଯିବା ପାଇଁ ରାସ୍ତା ପାଇବିନି ।

୩. ଜଣେ ବ୍ୟକ୍ତି ପାର୍ଲରର ସ୍ଵାଗତ କକ୍ଷରେ ବସି ଥିଲା…

ପଛରୁ ଜଣେ ମହିଳା ଆସିଲା ବ୍ୟକ୍ତିର କାନ୍ଧକୁ ଚିପି କହିଲା- ଆସ ଯିବା ।

ବ୍ୟକ୍ତି ଜଣକ ଝାଳନାଳ ହେଇ କହଲା- ମୁଁ ବିବାହିତା ଆଉ ଏହି ପାର୍ଲରରେ ମୋ ସ୍ତ୍ରୀ ଅଛି ।

ମହିଳା- ଏବେ ଠିକ ସେ ଦେଖ ମୁଁ ହିଁ ତୋ ସ୍ତ୍ରୀ ।

୪. ଗୋଟେ ମଦୁଆ ବାରରେ ମଦ ପିଇବା ପରେ ଚିତ୍କାର କରିବା ଆରମ୍ଭ କରିଲା- ଏହି ବାରରେ ବସିଥିବା ଅଧା ଲୋକ ହାରାମି ଅଟନ୍ତି ।

ଗୋଟେ ଶକ୍ତିଶାଳୀ ଲୋକ ମଦୁଆର ବେକକୁ ଧରି କହିଲା- ନିଜ ଶବ୍ଦ ନେଇଯାଅ ନହଲେ…

ମଦୁଆ- ଠିକ ଅଛି ଏହି ବାରରେ ବସିଥିବା ଅଧା ଲୋକ ହାରାମି ନୁହନ୍ତି ।

୫. ସ୍ତ୍ରୀ ନିଜ ମଦୁଆ ସ୍ଵାମୀକୁ ସୁଧାରୀବା ପାଇଁ ରାତିରେ ଏକ କଳା କପଡା ପିନ୍ଧି ଛିଡା ହେଇଗଲା…

ସ୍ଵାମୀ- କିଏ ତମେ ?

ସ୍ତ୍ରୀ- ଡାହାଣୀ

ସ୍ଵାମୀ- ଆରେ ବାଃ ହାତ ମିଶାଅ, ମୁଁ ତମ ଭଉଣୀର ସ୍ଵାମୀ ।

୬. ଗୋଟେ ପୁରୁଣା ଖତରା ଗାଡିର ନିଲାମି ହେଉଥିଲା…ବୋଲି ଲାଗୁଥିଲା-୧୫ ଲକ୍ଷ…୨୦ ଲକ୍ଷ… ୪୦ ଲକ୍ଷ…

ପପୁ- ଆରେ ଏ ଖତରା ଗାଡିରେ ଏମିତି କଣ ଅଛି ଯେ, ସବୁ ଏତେ ଟଙ୍କା ଦେଇ କିଣିବାକୁ ଚାହୁଁ ଛନ୍ତି ?

ବ୍ୟକ୍ତି- ଏହି କାରରେ ୨୩ ଥର ଦୁର୍ଘଟଣା ହୋଇ ସାରିଛି ଆଉ ସବୁ ଦୁର୍ଘଟଣାରେ କେବଳ ସ୍ତ୍ରୀ ମରୁଛି ।

୭. ଗୋଟିଏ ସ୍ତ୍ରୀଲୋକ ନିଜର ପଡୋଶିକୁ କହୁଥିଲା

ସ୍ତ୍ରୀ ଲୋକ : ତୁ ଜାଣିଛୁ

୨୦ ବର୍ଷ ପର୍ଯ୍ୟନ୍ତ ମୋର କୌଣସି ପିଲା ହେଉ ନଥିଲା

ପଡୋଶୀ ଆଶ୍ଚର୍ଯ୍ୟରେ : ସେଉଠୁ ତୁ କଣ କଲୁ ?

ସ୍ତ୍ରୀ ଲୋକ : ଏହା ପରେ ମୁଁ ଯେତେବେଳ ୨୧ ବର୍ଷର ହେଲି

ତେବେ ମୋର ବାହାଘର କରିଦେଲେ

ପୁଣି ଯାଇ ମୁନା ଜନ୍ମ ହେଲା

ପଡୋଶୀ ଠିଆ ଠିଆ ବେହୋସ !!.

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆପଣଙ୍କୁ ଏହି ଜୋକ୍ସ ଗୁଡିକ କେମିତି ଲାଗିଲା କମେନ୍ଟ କରନ୍ତୁ । ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଫଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *