ବାହାଘର ପରେ ଶାଶୁଘରେ ପ୍ରଥମ ଥର ପାଇଁ ଘାସ କାଟିଲେ Pragyan ଙ୍କ ସ୍ତ୍ରୀ Sunanda, କହିଲେ କିଛି ଏମିତି ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ଯୁଗ ହେଉଛି ସ୍ମାର୍ଟ ଯୁଗ ସୋସିଆଲ ମିଡ଼ିଆ ର ଯୁଗ ଏଠି ସବୁ କାମ ଏହି ସୋସିଆଲ ମିଡ଼ିଆ ରେ ହୋଇଯାଏ । ଏଠାରେ ଅନେକ ଆପ ଅଛି ଯାହା ଦ୍ୱାରା ଲୋକ ମାନେ ନିଜର ସମୟ ଅତିବାହିତ କରୁଛନ୍ତି ନିଜର ମନୋରଞ୍ଜନ ମଧ୍ୟ କରୁଛନ୍ତି । ତେବେ ସେହି ଭଳି ଏକ ଆପ ଅଛି ଯେଉଁଥିରେ ଅଧିକାଂଶ ଲୋକ ନିଜର ପ୍ରତିଭା ଦେଖାଇ ଲୋକ ମାନଙ୍କ ର ମନୋରଞ୍ଜନ କରୁଥାନ୍ତି ତେବେ ସେହି ଆପ ହେଉଛି ୟୁଟିୟୁବ ।

ଏହି ଆପ ରେ ଲୋକମାନେ କେବଳ ନିଜର ମନୋରଞ୍ଜନ କିମ୍ବା ଟାଇମ ପାସ ନୁହେଁ ବରଂ ଭିଡିଓ ବନେଇ ପଇସା ମଧ୍ୟ ରୋଜଗାର କରି ପାରୁଛନ୍ତି । ତେବେ ସେହିଭଳି ଜଣେ ମହିଳା ନିଜର ଏକ ଭିଡିଓ ରେ ଆମେରିକା ରେ ମଜଦୁର ମାନେ କେତେ ଟଙ୍କା ରୋଜଗାର କରନ୍ତି ସେହି ବିଷୟରେ ଆଲୋଚନା କରି ନେବା ତେବେ ବନ୍ଧୁଗଣ ୟୁଟିୟୁବ ରେ ଅଧିକାଂଶ ଲୋକ ବ୍ଲଗ ଭିଡିଓ ବନାଉ ଛନ୍ତି ।

ଅର୍ଥାତ ନିଜର ନୀତିଦିନ ଜୀଵନ ରେ କଣ ସବୁ ଘଟୁଛି ଏବଂ ସେମାନେ କଣ ସବୁ କାର୍ଯ୍ୟ କରୁଛନ୍ତି କେଉଁଆଡ଼େ ବୁଲିବାକୁ ଯାଉଛନ୍ତି କିମ୍ବା କିଛି ନୂଆ ଜିନିଷ ଜାଣିଛନ୍ତି ସେ ସମ୍ପର୍କରେ ସେ ଭିଡିଲ ବନାଇଥାନ୍ତି ଏବଂ ଲୋକମାନେ ମଧ୍ୟ ସେହି ଭିଡିଓ ଗୁଡିକ କୁ ବହୁତ ଭଲ ପାଇବା ଦେଇଥାନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି । ଆପଣ ମାନେ ତ ଜାଣିଥିବେ ଯେ ହାତକୁ ଦି ହାତ ହୋଇଛନ୍ତି ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ ।

ଦର୍ଶକ ଙ୍କୁ ନିଜ କମେଡି ଦ୍ବାରା ହସାଇ ହସାଇ ବେଦମ କରୁଥିବା ପ୍ରଜ୍ଞା ବିବାହ କରିଛନ୍ତି । ଗତ ଜାନୁଆରୀ ରେ ଅଭିନେତ୍ରୀ ସୁନନ୍ଦାଙ୍କୁ ଜୀବନସାଥୀ କରିଛନ୍ତି ପ୍ରଜ୍ଞା । ତେବେ ରାଜକନିକା ରାଜବାଟୀ ସମ୍ମୁଖ ମେଲଣ ପଡିଆରେ ବର ବେଶରେ ପ୍ରଜ୍ଞା ପହଞ୍ଚିଥିଲେ । ସେଠାରେ ବୈଦିକ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ କିଛି ଦିନ ତଳେ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା । କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ପ୍ରଜ୍ଞା ଭଦ୍ରକ ଧୁଷୁରୀ ଅଞ୍ଚଳର ବଳରାମ ପରିଡାଙ୍କ ଝିଅ ସୁନନ୍ଦାଙ୍କୁ ବିବାହ କରିଥିଲେ ।

କୋଭିଡ କଟକଣା ପାଇଁ ଏହି ହାଇପ୍ରୋଫାଇଲ ବିବାହକୁ ଅଳ୍ପ ଲୋକଙ୍କ ମଧ୍ୟରେ ସୀମିତ କରାଯାଇଥିଲା । ତେବେ କରୋନା କଟକଣାରେ ଏହି ବିବାହ ଉତ୍ସବରେ ଅଭିନେତା ଶଙ୍କରଙ୍କ ସମେତ ସୀମିତ ଶୁଭେଚ୍ଛୁ ଓ ଗ୍ରାମବାସୀ ସାମିଲ ହୋଇଥିଲେ । ତେବେ ଅଭିନେତ୍ରୀ ସୁନନ୍ଦା ଶାଶୂଘର କୁ ଯାଇ ବେଶ ଖୁସି ଥିବାର ନଜର ଆସୁଛନ୍ତି । ସେ କିଛି ଭିଡିଓ ଏବଂ ଫଟୋ ମଧ୍ୟ ସୋସିଆଲ ମିଡିଆ ରେ ଅପଲୋଡ଼ କରିଛନ୍ତି ।

ତେବେ ଅମ୍ଳାନ ନାମକ ୟୁଟିୟୁବ ଚ୍ୟାନେଲ ରେ ସୁନନ୍ଦା ଓଡ଼ିଆ ଖାଦ୍ୟ ଭାତ ଡାଲି, ଶାଗ, ଆଦି ବହୁତ ଖୁସିରେ ଖାଉଥିବା ବେଳେ ନିଜ ଶାଶୂ ଙ୍କ ସହ ମଧ୍ୟ ଖୁବ ଖୁସି ଥିବାର ନଜର ଆସିଥିଲେ । ତେବେ ସେ ଘାସ କାଟିବାର ମଧ୍ୟ ନଜର ଆସିଥିଲେ । ତେବେ ତାଙ୍କୁ ଏହା କଣ ପାଇଁ କରୁଛ ପଚାରିବାରୁ ସେ ଉତ୍ତରରେ କହିଥିଲେ କି ତାଙ୍କୁ ଗାର୍ଡେନ ସବୁ ପରିଷ୍କାର ପରିଛନ୍ନ ରଖିବା ପାଇଁ ଭଲ ଲାଗେ । ତେବେ ସେ ଏହି କାମ ପ୍ରଥମ ଥର କରୁଛନ୍ତି ବୋଲି ମଧ୍ୟ କହୁଥିଲେ ।

ତେବେ ସୁନନ୍ଦା ମଧ୍ୟ ଜଣେ ନିପୁଣ କଳାକାର ଅଟନ୍ତି । ସେ ନିଜ ଅଭିନୟ ମାଧ୍ୟମରେ ଦର୍ଶକ ଙ୍କ ହୃଦୟ କୁ ଛୁଇଁ ପାରିଛନ୍ତି ଏବଂ ଆଜି ସେ ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କୁ ବିବାହ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *