ଝିଅଟିର ଟି ଶର୍ଟ ରେ ଲେଖା ହୋଇଥିଲା-Amul- The Taste of India, ତା’କୁ ଦେଖି ସାନ୍ତା ବହୁତ ପ୍ରଭାବିତ ହେଲା ଓ ନିଜ ପ୍ୟାଣ୍ଟ ରେ ଲେଖିଦେଲା…(Odia Jokes)

ବନ୍ଧୁଗଣ ଦୁନିଆରେ ଥିବା ପ୍ରତ୍ୟକ ମଣିଷଙ୍କ ମୁଣ୍ଡରେ କିଛି ନା କିଛି ଚିନ୍ତା ନିଶ୍ଚୟ ରହିଥାଏ । କାହାକୁ ଟଙ୍କା ଅର୍ଜନ କରିବାର ଚିନ୍ତା ତ କାହାକୁ ବାହା ହେବାର । ତେବେ ବନ୍ଧୁଗଣ ମଣିଷ ମାନେ ଏତେ ଚିନ୍ତାରେ ରହୁଛନ୍ତି ଯେ, ତାଙ୍କ ମୁହଁରୁ ହସ କୁଆଡେ ହଜି ଯାଇଛି । ଆପଣ ମାନଙ୍କ ଏହି ଚିନ୍ତାପୂର୍ଣ୍ଣ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ମୁଁ ତ ଆଜି ବହୁତ ଚିନ୍ତାରେ ଅଛି ସକାଳୁ ଫୋନ ଉପରେ ଫୋନ ଆସୁଛି ।

ସବୁ କହୁଛନ୍ତି ‘ମୋତେ ଦରକାର, ଆଉ ମୋତେ ବି ଦରକାର’ ।

ମୁଁ ତ କେବଳ ଲେଖିଥିଲି- ସ୍ତ୍ରୀର ଆବାଜ କମ କରିବାର ରିମୋର୍ଟ କେବଳ ଏଇଠି ମିଳୁଛି

ମୁଁ ଟିଭି ଲେଖିବା ଜାଗାରେ ବିବି ଲେଖି ଦେଲି ।

ଏଥିରେ ମୋର କଣ ଭୁଲ ଅଛି ।

୨. ଜଣେ କଞ୍ଜୁସ ମଣିଷ ନିଜ ଘର ଛାତରୁ ତଳେ ପଡିଗଲା

ତଳେ ପଡିବା ସମୟରେ ସେ ନିଜ ସ୍ତ୍ରୀକୁ ରୋଷେଇ କରୁଥିବାର ଦେଖିଦେଲା

ତାର ସ୍ତ୍ରୀ ରୋଷେଇ କରୁଥିଲା

ସେ ଚିତ୍କାର କରି କହିଲା-‘ମୋ ପାଇଁ ଖାଇବା ବନେଇବ ନାହିଁ’

୩. ପୁଅ- ଆଜି ଯାହା ମୁଁ କରିଛି ତାହା ଶୁଣିଲେ ତମ ଛାତି ଗର୍ବରେ ଫୁଲିଯିବ ।

ଝିଅ- ମୋତେ ଆଉ ଅଧିକ ଛାତି ଫୁଲେଇବାର ନାହିଁ

ପ୍ରଥମରୁ ହିଁ ୩୨ରୁ ୩୬ ହେଇଛି ତମ ପାଇଁ ଏବେ ଆଉ ବଢେଇବା ଦରକାର ନାହିଁ

୪. ଯାତ୍ରୀ ଟ୍ରେନରୁ ଓଲହାଇଲା ସେ ସନ୍ତାକୁ ପଚାରିଲା- ଭାଇ ଏଇଟା କେଉଁ ଷ୍ଟେସନ ?

ସନ୍ତା ହସିଲା ବହୁତ ଜୋର ଜୋରରେ ହସିଲା

ବହୁତ ସମୟ ହସିବା ପରେ ବହୁତ କଷ୍ଟରେ ନିଜକୁ କଣ୍ଟ୍ରୋଲ କରି କହିଲା ଆରେ ପାଗଳ ଏଇଟା ପା ହେଉଛି ରେଲୱେ ଷ୍ଟେସନ

୫. ୮-୯ ଜଣ ଲୋକ ଜୁଆ ଖେଳୁ ଥିଲେ ସେହି ସମୟରେ ପୋଲିସ ସେଠାରେ ଚଢାଉ କରିଲା

ଜଣେ ଜୁଆଡ଼ି ଦଉଡିକି ପୋଲିସ ଗାଡିରେ ବସିଗଲା

ଏହା ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇ ପଚାରିଲା- ତୁ ନିଜେ ନିଜେ କାହିଁକି ଗାଡିରେ ବସିଲୁ ?

ଜୁଆଡ଼ି- ପୂର୍ବ ଥର ମୋତେ ସିଟ ମିଳି ନଥିଲା ରାସ୍ତା ସାରା ମୁଁ ଛିଡା ହେଇ ଯାଇଥିଲି ସେଥିପାଇଁ !!

୬. ସ୍ତ୍ରୀ ଶୋଇଥିଲା, ତାର ପାଦ ପାଖରେ ଗୋଟେ ନାଗୁଣୀ ବସି ଥିଲା

ସ୍ଵାମୀ ଧୀରେ କହିଲା- ଚୋଟ ମାରିଦେ ତାକୁ ନାଗୁଣୀ

ନାଗୁଣୀ- ଚାଲ ବେ, ଗୁରୁ ମା ଅଟନ୍ତି ସେ ଆମର ମୁଁ ଚରଣ ସ୍ପର୍ଶ କରିବାକୁ ଆସିଛି !!

୭. ଝିଅଟି ର ଟି ଶର୍ଟ ରେ ଲେଖା ହୋଇଥିଲା

Amul- The Taste of India

ତା’କୁ ଦେଖି ସାନ୍ତା ବହୁତ ପ୍ରଭାବିତ ହେଲା

ଓ ନିଜ ପ୍ୟାଣ୍ଟ ରେ ଲେଖିଦେଲା

କୁରକୁରେ – ତେଢା ହେ ପର ମେରା ହେ !!!

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *