ଗୋଟିଏ କୁଆଁରୀ ଝିଅ ପ୍ରେଗନେଣ୍ଟ ହେଇଗଲା ତ ତାର ସାଙ୍ଗ ତାକୁ ପଚାରିଲା, “ଏ ପିଲା କାହାର?” ଝିଅଟି ଜବାବ ଦେଲା…(Odia Jokes)

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସୁଛୁ । କଥାରେ ଅଛି ମଣିଷକୁ ସବୁବେଳେ ଖୁସିରେ ରହିବା ଦରକାର କାରଣ ବନ୍ଧୁଗଣ ଆଜିର ଜୀବନ କାଲିକୁ ନାହିଁ । ହେଲେ ମଣିଷ ନିଜ ସମସ୍ତ ସମସ୍ୟା ଭିତରେ ରହିଥାଏ ଆଉ ଚିନ୍ତାରେ ଦିନ କାଟେ । ଏହା ଦ୍ଵାରା ଶରୀର ଅସୁସ୍ଥ ହେବା ସହ ମନ ଦୁର୍ବଳ ହୋଇଥାଏ । ଯଦି ଆପଣ ଖୁସିର ସହ ସମସ୍ତ କାମ କରିବେ ତା ହେଲେ ଆପଣଙ୍କ ମନ ମଝବୁତ ରହିବ ଆଉ ଶରୀର ମଧ୍ୟ ସୁସ୍ଥ ରହିବ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏପରି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ମାତ୍ରେ ଆପଣ ବହୁତ ହସିବେ ।

୧. ମୁଁ କାଲି ପଡୋଶୀ ଯୁବକର ବିବାହକୁ ଯାଇଥିଲି…

ସେଠାରେ ଡିଜେ ବାଲା ଗୋଟେ ଗୀତ ଲଗାଇଲା-‘ଯାହାକୁ ଡ୍ୟାନ୍ସ କରେଇବାର ନାହିଁ ସେ ସାଇଡରେ ଯାଇ ଗାଈ ଚରାନ୍ତୁ’ ।

ଏହି ଗୀତ ଶୁଣିବା ପରେ କିଛି ଲୋକ ନିଜ ସ୍ତ୍ରୀ ମାନଙ୍କୁ ଖାଦ୍ୟ ଖୁଆଇବାକୁ ଲାଗିଲେ ।

୨. ସ୍ତ୍ରୀ ରାତି ୨ଟାରେ ସ୍ଵାମୀର ନିଦ ଭାଙ୍ଗି ପଚାରିଲା…

ସ୍ତ୍ରୀ- କହିଲ ୨୦୦୩ ମସିହାରେ ୱାଲ୍ଡ କପ୍ରେ ସଚିନ ପାକିସ୍ତାନ ବିରୋଧରେ କେତେ ସ୍କୋର କରିଥିଲା ?

ସ୍ଵାମୀ-୯୮ ହେଲେ କାହିଁକି ପଚାରୁଛ ?

ସ୍ତ୍ରୀ- ଏବେ କହିଲ ମୋ ଜନ୍ମ ଦିନ କେବେ ଅଛି ?

ସବୁ କିଛି ଶାନ୍ତ ପଡିଗଲା…

୩. ସ୍ଵାମୀ- ତମେ ବହୁତ ସୁନ୍ଦର ବହୁତ ପତଳା ବି ଲାଗୁଛ…

ସ୍ତ୍ରୀ- ଆଇ ଲଭ ୟୁ ଡାର୍ଲିଙ୍ଗ ।

‘ବନ୍ଧୁଗଣ ଉପରେ ଲେଖା ହୋଇଥିବା ମନ୍ତ୍ରକୁ ସବୁଦିନ ଜପ କରିଲେ ପରିବାରରେ ସୁଖର ବାତାବରଣ ରହିଥାଏ । ଆଉ ଏହି ମିଛ କଥା କହିଲେ ପାପ ବି ଲାଗି ନଥାଏ ।

୪. ସନ୍ତା ନିଜ ସ୍ତ୍ରୀକୁ ବିବାହ ବାର୍ଷିକରେ ପଚାରିଲା…

ସନ୍ତା- ଆମ ବିବାହକୁ ପାଞ୍ଚ ବର୍ଷ ହେଇଗଲା ତମକୁ ପ୍ରେମ କରିବାରେ ସବୁଠାରୁ ଅଧିକ ମଜା କେଉଁ ଦିନରେ ଆସିଥିଲା ?

ସ୍ତ୍ରୀ ଲାଜ କରି- ସେହିଦିନ ଯେଉଁ ଦିନ ଆପଣ ଲୁଧିଆନା ଯାଇଥିଲ ।

୫. ସ୍ଵାମୀ- କଣ ହେଉଛି ଏ ଘର ବାହାରେ ତେ ଭିଡ କାହିଁକି ଜମିଛି ?

ସ୍ତ୍ରୀ- କିଛି ନାହିଁ, ମୁଁ ପଡୋଶୀ ମାନଙ୍କୁ କହିଲି ଆମ ଜ୍ଵାଇଁ ଆସୁଛି ମୁମ୍ବାଇରୁ…

ସ୍ଵାମୀ- ତା ହେଲେ ଏଥିପାଇଁ ଏତେ ଭିଡ କାହିଁକି ?

ସ୍ତ୍ରୀ- ଆରେ ଡାର୍ଲିଙ୍ଗ ମୁଁ ଇଂରାଜୀ ସିଖୁଛି ନା ସେଥିପାଇଁ ଏ କଥା ମୁଁ ଇଂରାଜୀରେ କହିଲି ।

ସ୍ଵାମୀ- କଣ କହିଲ ଇଂରାଜୀରେ ?

ସ୍ତ୍ରୀ- ମୁଁ କହିଲି ଆଜି ଆମ ଘରକୁ Sunny Leone ଆସୁଛନ୍ତି ।

ସ୍ଵାମୀ- ହେ ଭଗବାନ ସେଇଟା Sunny Leone ନୁହେଁ Son-in-Law ଅଟେ ।

୬. ୮-୯ ଜଣ ଲୋକ ଜୁଆ ଖେଳୁଥିଲେ ସେହି ସମୟରେ ପୋଲିସ ଆସିଗଲା…

ଜଣେ ଜୁଆଡ଼ି ଦଉଡି ଯାଇ ପୋଲିସ ଗାଡିରେ ବସି ପଡିଲା ।

ପୋଲିସ- ତୁ ନିଜେ ଆସି କାହିଁକି ବସି ପଡିଲୁ ?

ଜୁଆରୀ- ଶେଷ ଥର ଯେତେବେଳେ ଧରା ପଡିଥିଲି ମୋତେ ସିଟ ମିଳି ନଥିଲା ରାସ୍ତା ସାରା ଛିଡା ହେଇ ଯାଇଥିଲି । ତେଣୁ ଏଥର ମୁଁ ଶାନ୍ତିରେ ଯିବି ।

୭. ଗୋଟିଏ କୁଆଁରୀ ଝିଅ ର ପ୍ରେଗନେଣ୍ଟ ହେଇଗଲା ତ

ତାର ସାଙ୍ଗ ତାକୁ ପଚାରିଲା,

“ଏ ପିଲା କାହାର?”

ଝିଅଟି ଜବାବ ଦେଲା – “ଟିକେ ଟିକେ ରିଚାର୍ଜ କରୁଥିଲି

ଜଣା ନାହିଁ କିଏ ଲାଇଫ ଟାଇମ ଭାଉଚର ପକେଇଦେଲା”

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆପଣଙ୍କୁ ଏହି ଜୋକ୍ସ ଗୁଡିକ କେମିତି ଲାଗିଲା କମେନ୍ଟ କରନ୍ତୁ । ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଫଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *