ଗୋଟିଏ ଚାଲାଖ ଭିଣେଇ ଶାଳି ସାହିତ ପ୍ରେମଭରା କଥା ହେଉଥିଲା, ରୋମାଣ୍ଟିକ ହେଇ ପଚାରିଲା- ଆଛା କହିଲୁ, ରାତି ଓ ଚଉଠି ରାତି ଭିତରେ ଫରକ କଣ ? ଶାଳି କହିଲା….(Odia Jokes)

ବନ୍ଧୁଗଣ ଏହି ବ୍ୟସ୍ତ ବହୁଳ ଜୀବନରେ ଦୁନିଆର ସମସ୍ତ ମଣିଷ ଚିନ୍ତାରେ ରହୁଛନ୍ତି । ଲୋକ ମାନେ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ଖୁସି କଣ ଭୁଲି ଯାଇଛନ୍ତି । ବନ୍ଧୁଗଣ କଥାରେ ଅଛି ହସ ଦେହ ପାଇଁ ବହୁତ ଭଲ ଡାକ୍ତର ବି କୁହନ୍ତି ମନ ଖୁସି ରହିଲେ ଆପଣ ଆଜୀବନ ସୁସ୍ଥ ରହିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ନିଜ ହସ ରୋକିପାରିବେନି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

୧. ମୁକେଶ ଅମବାନୀଙ୍କର ସବୁଦିନର କମାଇ ହେଉଛି ୩୦୦ କୋଟି ଟଙ୍କା ।

ନିଜ ଝିଅ ଇଶାର ବାହାଘରରେ ଖର୍ଚ୍ଚ କରିଲେ ମାତ୍ର ୭୦୦ କୋଟି ଟଙ୍କା । ଅର୍ଥାତ ୩ ଦିନର କମାଇ ବି ଖର୍ଚ୍ଚ କରିଲେ ନାହିଁ ।

ମୁକେଶ ଅମବାନୀ ଠାରୁ ଭଲ ତ ଆମେ ମାନେ କମ ସେ କମ ଆମେ ଆମ ପୁରା ଜୀବନର କମାଇ ଆମ ଝିଅର ବିବାହ ପାଇଁ ଖର୍ଚ୍ଚ କରିଥାଉ ।

୨. ମୋର ଜଣେ ପଡୋଶୀ ଅଛନ୍ତି ଯାହାଙ୍କର ନାମ ହେଉଛି ଭଗବାନ ଆଉ ତାଙ୍କ ଝିଅର ନାମ ହେଉଛି ଭକ୍ତି ।

ମା ସବୁବେଳେ କୁହେ-ପୁଅ ଭଗବାନଙ୍କ ଭକ୍ତି ଉପରେ ମନ ଲଗା ।

ଏବେ ମୁଁ ମାକୁ କେମିତି ବୁଝେଇବି ଯେ, ମୁଁ ଭକ୍ତିରେ ମନ ଲଗାଇ ସାରିଛି ହେଲେ ଭଗବାନ ମାନୁ ନାହାନ୍ତି ।

୩. ଦୁଇଟି ଛୁଆର ମା ତୃତୀୟ ବିବାହ କରୁଥିଲା ଫେରା ନେବା ସମୟରେ ଗୋଟେ ଛୁଆ କାନ୍ଦିବାକୁ ଲାଗିଲା । ମାର ଜବାବ ଶୁଣି ବର ବେହୋସ ହେଇଗଲା…

ମା କହିଲା-ଚୁପ ହେଇଯା । ନହଲେ ଆର ଥର ମୋ ବାହାଘରକୁ ଆଣିବି ନାହିଁ ।

୪. ପପୁ ନିଜ ସ୍ତ୍ରୀକୁ କହିଲା- ଆଛା କହିଲ ବିଦାଇ ସମୟରେ ତମେ ଝିଅ ମାନେ ଏତେ କାନ୍ଦ କାହିଁକି ?

ସ୍ତ୍ରୀ- ପାଗଳ, ଯଦି ତୋତେ ଜଣା ପଡିବ କେହି ଗୋଟେ ତୋତେ ତୋ ଘରୁ ଦୂରକୁ ନେଇ ବାସନ ମଜେଇବ ତା ହେଲେ ତୁ କଣ ଖୁସିରେ ନାଚିବୁ ।

୫. ଝିଅ- ମୋତେ ଗୀତ ଗାଇବାକୁ ବହୁତ ଭଲ ଲାଗେ ।

ପୁଅ- ତା ହେଲେ ତମେ ବୋଧେ ଗାୟିକା ।

ଝିଅ- ନାହିଁ ମୁଁ କେବଳ ବାଥୃମ ସିଙ୍ଗର ଅଟେ ।

ପୁଅ- ଆଛା ତା ହେଲେ ଆମକୁ ବି କେବେ ଡାକ ତମେ ଗୀତ ଲାଇଭ ଶୁଣିବାର ଇଛା ଅଛି ।

୬. ସ୍ଵାମୀ-  ତମର ସବୁଦିନର ନୂଆ ନୂଆ ଡିମାଣ୍ଡ ପାଇଁ ମୁଁ କେବେ ଆତ୍ମହତ୍ୟା କରିଦେବି ।

ସ୍ତ୍ରୀ- ତମେ ବି ନା ମୋତେ କନ୍ଦେଇବା ପରେ ଖୁସି ହେବ । ଆଛା ହେଉ ଯାଅ ମୋ ପାଇଁ ଗୋଟେ ଧଳା ଶାଢୀ ନେଇ ଆସ ତମ ଏକାଦଶ କ୍ରିୟାରେ ପିନ୍ଧିବାର ଇଛା ଅଛି ।

୭. ଗୋଟିଏ ଚାଲାଖ ଭିଣେଇ ଶାଳି ସହିତ ପ୍ରେମଭରା କଥା ହେଉଥିଲା

ଭିଣେଇ ରୋମାଣ୍ଟିକ ହେଇ ଶାଳୀକୁ ପଚାରିଲା …

ଭିଣେଇ – ଆଛା କହିଲୁ, ରାତି ଓ ଚଉଠି ରାତି ଭିତରେ ଫରକ କଣ ?

ଶାଳି – ଚଉଠି ରାତିରେ ଆମେ କେବଳ ସ୍ଵାମୀ ସହିତ ଶୋଇ ପାରିବା

ଯେତେବେଲେକି ବାକି ସବୁ ରାତିରେ ଏମିତି କୌଣସି ପ୍ରତିବନ୍ଧକ ନାହିଁ ।

ଭିଣେଇ ଏ ପର୍ଯ୍ୟନ୍ତ କୋମାରେ !

Leave a Reply

Your email address will not be published. Required fields are marked *