ବନ୍ଧୁଗଣ ଏହି ଦୁନିଆରେ ଥିବା ପ୍ରତ୍ୟକ ମଣିଷ କେବେ ନା କେବେ କାହାକୁ ନିଶ୍ଚୟ ପ୍ରେମ କରିଥିବେ । ପ୍ରେମ ହେଉଛି ଏକ ପବିତ୍ର ବନ୍ଧନ ପ୍ରେମରେ କେବଳ ଦୁଇଟି ଶରୀର ନୁହେଁ ଦୁଇଟି ପରିବାର ଯୋଡି ହୋଇଯାନ୍ତି । ତେବେ ବନ୍ଧୁଗଣ ଅନେକ ଲୋକ ନିଜ ପ୍ରେମରେ ସଫଳ ହୋଇଥାନ୍ତି ତ ଅନେକ ଲୋକ ନିଜ ପ୍ରେମକୁ ପାଇ ପାରି ନଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ଲଭରଙ୍କ ନାମ ବିଷୟରେ କହିବାକୁ ଯାଉଛୁ ।
କିଛି ସ୍ଟେପ ରହିଛି ଓ ସେହି ସ୍ଟେପ ଆଧାରରେ ଆପଣଙ୍କ ଲଭର ନାମ କଣ ଆମେ କହିବୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆପଣ ମାନେ ଏହି ଫଟୋରେ ଦେଖି ପାରୁଥିବେ A-Z ଯାଏଁ ଲେଖା ଯାଇଛି ଆଉ ସବୁ ଅକ୍ଷର ସାମ୍ନାରେ କିଛି ନମ୍ବର ବି ଲେଖା ଯାଇଛି । ଆପଣଙ୍କ ଲଭରର ନାମ ଅନୁସାରେ ଯେଉଁ ନମ୍ବର ଅଛି ଆପଣ ତାକୁ ମନେ ରଖନ୍ତୁ ।
ଆପଣ ଯେଉଁ ନମ୍ବରକୁ ବାଛି ଥିଲେ ସେହି ନମ୍ବରରେ ୨୦ ମିଶାନ୍ତୁ । ଉଦାହରଣ ସ୍ୱରୂପ ଆପଣ N ନମ୍ବର ତଥା ୨ ବାଛି ଥିଲେ ତେବେ ୨ ସହ ୨୦ ମିଶାନ୍ତୁ ୨୨ ହେବ । ତେଣୁ ଆପଣଙ୍କ ଉତ୍ତର ଯାହା ବି ଆସିଲା ତାକୁ ମନେ ରଖନ୍ତୁ । ଏହା ପରେ ଯାହା ବି ଉତ୍ତର ଆସିଛି ସେଥିରେ ୧ ଫେଡି ଦିଅନ୍ତୁ । ଥର ଆପଣଙ୍କ ଉତ୍ତର ଆସିଛି ସେଥିରୁ ୧ ଫେଡି ଦେଲେ ହେବ ୨୧ ।
ଆପଣଙ୍କ ଉତ୍ତର ଯେତିକି ଆସିବ ସେଥିରେ ୩ ଗୁଣନ କରିଦିଅନ୍ତୁ । ଥର ୨୧ ସହ ୩ ଗୁଣିବେ ତା ହେଲେ ଉତ୍ତର ହେବ ୬୩ ତେବେ ଆପଣଙ୍କ ଉତ୍ତର କେତେ ହେଉଛି ମନେ ରଖନ୍ତୁ । ସେଥିରେ ଯାହା ବି ଉତ୍ତର ଆସିଲା ପୁଣି ୨ ଗୁଣନ କରନ୍ତୁ । ଥର ୬୩ ଉତ୍ତର ଆସିଥିଲା ସେଥିରେ ୨ ଗୁଗଣ କଲେ ହେବ ୧୨୬ ତେବେ ଆପଣଙ୍କ ଉତ୍ତର କେତେ ହେଉଛି ଦେଖନ୍ତୁ ।
ତେବେ ଆପଣଙ୍କ ଉତ୍ତର ଯେତିକି ବି ଭାରିଛି ସେଥିରୁ ଜାଣନ୍ତୁ ଆପଣଙ୍କ ଲଭରଙ୍କ ନାମ । ଏହି ଫଟୋରେ ଆପଣ ନିଜ ଉତ୍ତର ମିଶାନ୍ତୁ ଓ ନିଜ ଲଭରର ନାମ ବିଷୟରେ ଜାଣନ୍ତୁ, ଧନ୍ୟବାଦ ।