ବନ୍ଧୁଗଣ ଏହି ଦୁନିଆରେ ଥିବା ପ୍ରତ୍ୟକ ମହିଳାଙ୍କର ପିରିୟଡ୍ସ ହୋଇଥାଏ ଏହା ହେଉଛି ଏକ ସାଧାରଣ କଥା । ତେବେ ୧୪-୧୫ ରୁ ପିରିୟଡ୍ସ ବନ୍ଦ ହେବା ପର୍ଯ୍ୟନ୍ତ ମୋସ୍ଟ କମନ ହରମୋନ ପ୍ରବ୍ଲେମକୁ କୁହନ୍ତି Polycystic ovary syndrome (PCOS) । ଏଥିରେ ପ୍ରତ୍ୟକ ମାସ ମହିଳାଙ୍କ ଦୁଇ ସାଇଡରେ ଦୁଇଟି ଓଭାରି ଥାଏ ତେବେ ବାମ ପଟରୁ ନହଲେ ଡାହାଣ ପଟ ଓଭାରିରୁ ଗୋଟେ ଗୋଟେ ଅଣ୍ଡା ରିଲିଜ ହୁଏ ।
ଆଉ ଏହାର ୧୫ ଦିନ ପରେ ମହିଳାଙ୍କର ପିରିୟଡ୍ସ ହୁଏ । ଯେହେତୁ ହରମୋନ ପ୍ରବ୍ଲେମ ଥାଏ ତେଣୁ ଅଣ୍ଡାଟି ଠିକ ଭାବରେ ଓଭାରିରୁ ବାହାରି ନଥାଏ ତେଣୁ ସେଥିପାଇଁ ମେନ୍ସସେନ୍ସଟି ବି ଠିକ ହୁଏ ନି । ଯେହେତୁ ଅଣ୍ଡାଟି ରିଲିଜ ହୋଇନି ତେଣୁ ଫୋଲିକାଲଟି ଫାଟି ନଥାଏ ତେଣୁ ଏହା ଶିଷ୍ଟ ଭଳି ତିଆରି ହୋଇଯାଏ ।
ଅଧିକ ମାସ ପର୍ଯ୍ୟନ୍ତ ଏହା ରହିଲେ ଗୋଟେ ଶିଷ୍ଟ ଏ ମାସରେ ତିଆରି ହେଲା ଆଉ ଗୋଟେ ଶିଷ୍ଟ ଆଉ ଗୋଟେ ମାସରେ ତିଆରି ହେଲା ତ ଆମେ ଯଦି ଅଲ୍ଟ୍ରାସାଉଣ୍ଡ କରିବା ତା ହେଲେ ଜାଣି ପାରିବା ବଡ ବଡ ଶିଷ୍ଟ ଗୁଡିକ ପାଣି ଜମିକି ହୋଇଯାଇଥାଏ । ତେଣୁ ବନ୍ଧୁଗଣ ଏହାକୁ କୁହନ୍ତି Polycystic ovary syndrome (PCOS) । ଏହି ସମସ୍ୟାଟି ଆଗକୁ ବଢିବ ଓ ଏହା ହେବାର ଜେନେଟିକ କାରଣ ଥାଏ ।
ଅଧିକାଂଶ ପରିବାରରେ ଥିବା ଅତ୍ୟଧିକ ମହିଳାଙ୍କ ମଧ୍ୟରେ ଏହା ଦେଖା ଦେଇଥାଏ । ଦ୍ଵିତୀୟରେ ହେଉଛି ଲାଇଫ ଷ୍ଟାଇଲ । ଅଧିକ ଡେରିରେ ଖାଦ୍ୟ ଖାଇବା ଓ ଠିକ ଖାଦ୍ୟ ନ ଖାଇବା । ଅଧିକ ଡେରିରେ ଶୋଇବା ଓ କମ ଶୋଇବା ଆଦି କାରଣ ପାଇଁ ଏହି ସମସ୍ୟାଟି ଦେଖା ଦେଉଛି । ବନ୍ଧୁଗଣ ଏହି ସମସ୍ୟା ହେଲେ ସାଧାରଣ ମହିଳାଙ୍କ କେସ ଝଡି ଥାଏ, ଅଜାଗାରେ କେସ ଉଠି ଥାଏ ହେଲେ ମହିଳା ମାନେ କସମେଟିକର ବ୍ୟବହାର କରି ଏସବୁକୁ ଦୂର କରିଥାନ୍ତି ।
କିନ୍ତୁ ଯଦି ଆପଣ ହରୋମାନ ପ୍ରବ୍ଲେମର ଚିକିତ୍ସା କରିବେ ଓ ନିଜ ଲାଇଫ ଷ୍ଟାଇଲ ଠିକ କରିବେ ତା ହେଲେ ଏହି ସମସ୍ୟା ମ୍ୟାନେଜ ହେଇପାରିବ । ଏହି ସମସ୍ୟାରେ ଆମେ ଦୁଇ ପ୍ରକାରର ଲକ୍ଷଣ ଦେଖୁ ଗୋଟେ ଗାଇନିଙ୍ଗ ପ୍ରବ୍ଲେମ ଆଉ ଗୋଟେ ସ୍କିନ ରିଲେଟେଡ଼ ପ୍ରବ୍ଲେମ । ଗାଇନିଙ୍ଗ ପ୍ରବ୍ଲେମରେ ପିରିୟଡ୍ସ ଠିକ ସମୟରେ ହେବ ନାହିଁ । ପିରିୟଡ୍ସ ସମୟରେ ଅତ୍ୟଧିକ ରକ୍ତସ୍ରାବ ହେବ କେତେକ ମହିଳାଙ୍କୁ ମାସକୁ ଦୁଇ ଥର ପିରିୟଡ୍ସ ହେବ । କମ ବର୍ଷର ଝିଅ ମାନଙ୍କ ବେକ ଚରମ ଗୁଡିକ ବହୁତ ମୋଟା ହୋଇଯାଇଥାଏ ।
ଏହା ସହିତ ବେକ ଚରମ କଳା ହୋଇଯାଇଥାଏ । ଅଦରକାରୀ କେସ ଶରୀରରେ ଉଠିବ ଆଉ ମୁଣ୍ଡ ଛୁଟି ଝଡିବ । ବନ୍ଧୁଗଣ ଆପଣ ମାନେ ପ୍ରଥମେ ନିଜ ଲାଇଫ ଷ୍ଟାଇଲକୁ ଠିକ କରନ୍ତୁ । ମଇଦା ଓ ତେଲ ମସଲା ଜାତୀୟ ଖାଦ୍ୟ ଖାନ୍ତୁ ନାହିଁ । ଠିକ ସମୟରେ ସୋଇବେ ଆଉ ଠିକ ସମୟରେ ଉଠିବେ । ଲାଇଫ ଷ୍ଟାଇଲ ବଦଳାଇ ଦେଖନ୍ତୁ ଯଦି ସମସ୍ୟା ଦୂର ନ ହେବ ତା ହେଲେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।