ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ Mamata Banarje ଆହତ ! ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି !

ମମତା ବାନାର୍ଜୀ ଆହତ ! ଖବର ମୁତାବିକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଭାବରେ ଆଘାତ ଲାଗିଛି । ତେଣୁ ତାଙ୍କୁ ମେଡିକାଲରେ ମଧ୍ୟ ଭର୍ତ୍ତି କରାଯାଇଛି । କଲିକତାର ଏସଏସକେଏମ ମେଡିକାଲରେ ମମତା ବାନାର୍ଜୀ ବର୍ତ୍ତମାନ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ତେବେ ମମତା ବାନାର୍ଜୀଙ୍କ ଏକ୍ସରେ ଫୋଟ ପୋଷ୍ଟ କରି ତୃଣମୃଳ କଙ୍ଗ୍ରେଶ ଏ ନେଇ ସୂଚନା ଦେଇଛନ୍ତି ।

ଯେଉଁ ଫୋଟରୁ ସ୍ପଷ୍ଠ ଭାବେ ଜଣା ପଡୁଛି । ଯେ ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଭାବରେ ଆଘାତ ଲାଗିଛି । ତେବେ ବର୍ତ୍ତମାନର ବଡ ଖବର ଅନୁଯାଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଭାବରେ ଆଘାତ ଲାଗିଛି । ତେଣୁ ସେ ବର୍ତ୍ତମାନ ଅସୁସ୍ଥ ଅଛି । ମମତା ବାନାର୍ଜୀ କିଭଳି ଭାବରେ ଆହତ ହୋଇଛନ୍ତି ତାହା ଯଦିଓ ବର୍ତ୍ତମାନ ସମୟରେ କିଛି ସ୍ପଷ୍ଠ ହୋଇପାରିନାହିଁ ।

ତେବେ ସେ ଘରେ ପଡିଯିବା କାରଣରୁ ଏଭଳି ଭାବେ ତାଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ସେ ଅସୁସ୍ଥ ହୋଇ ପଡିଥିଲେ ବୋଲି ଯାହା ଜାତୀୟ ଗଣ ମାଧ୍ୟମରୁ ସୂଚନା ମିଳିପାରିଛି । ଏ ନେଇ ତୃଣମୂଳ କଙ୍ଗ୍ରେଶର ଆନୁଷ୍ଠାନିକ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦିଆଯାଇଛି । ମମତା ବାନାର୍ଜୀ ଆହତ ଥିବା 3 ଟି ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ବୋଲି ଜଣା ଯାଇଛି ।

ଏଥିସହ ମମତା ବାନାର୍ଜୀ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ  ବୋଲି ତାଙ୍କ ପାଇଁ ପ୍ରାଥନା କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ତେବେ ସେ ବର୍ତ୍ତମାନ କଲିକତାର ଏସଏସକେଏମ ମେଡିକାଲରେ ରହି ଚିକିତ୍ସିତ ହେଉଛନ୍ତି । ସେ ଘରେ ପଡିଯିବା କାରଣରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତେଣୁ ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ତାଙ୍କୁ ମେଡିକାଲକୁ ଅଣା ଯାଇ ସେଠାରେ ତାଙ୍କର ଚିକିତ୍ସା କାର୍ଯ୍ୟ ଜାରୀ ରଖାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଆମେ ମଧ୍ୟ ଭଗବାନଙ୍କ ନିକଟରେ ପ୍ରାଥନା କରିବୁ । ତେବେ ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *