ଲୁଚି ରହି ଆତ୍ମଗୋପନ କରିଥିଲେ ଆତଙ୍କବାଦୀ, ଗୋଡେଇ ଗୋଡେଇ ଏନକାଉଣ୍ଟର କରିଲେ ସୁରକ୍ଷାକର୍ମୀ…

ଆତଙ୍କବାଦୀଙ୍କୁ ଗୋଡେଇ ଗୋଡେଇ କଲେ ଏନକାଉଣ୍ଟର ! ୭୦ ଘଣ୍ଟା ଜାରୀ ରହିଥିଲା ସର୍ଚ ଅପେରେସନ ! ଖବର ମୁତାବିକ ଆତଙ୍କବାଦୀ ମାନେ ଲୁଚି ରହିଥିଲେ । ହେଲେ ସୁରକ୍ଷାକର୍ମୀ ମାନେ ତାଙ୍କୁ ଖୋଜି ଖୋଜି ଏନକାଉଣ୍ଟର କରିଲେ । ଜମ୍ମୁକାଶ୍ମୀର ବାରିମୂଳା ଜିଲ୍ଲାରେ ଜଣେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ଆତଙ୍କବାଦୀ ହେଲେ ନିହତ । ଗତ କାଲି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରର ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଯାଇଛନ୍ତି ବୋଲି ସୂଚନା ମିଳିଛି ।

ତେବେ ସେଠାରେ ୨ ଜଣ ଆତଙ୍କବାଦୀ ନିହତ ହୋଇସାରିଲା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ସର୍ଚ ଅପେରେସନ ଜାରୀ ରହିଛି । ହେଲେ ସେଠାରେ ଭାରତୀୟ ସେନା ଓ ଜମ୍ମୁକାଶ୍ମୀର ମିଳିତ ଟିମ ପକ୍ଷରୁ ସର୍ଚ ଅପେରେସନ ଜାରୀ ରହିଛି । ଗତ ଶନିବାର ଦିନ ସୁରକ୍ଷାକର୍ମୀ ମାନେ ଏନକାଉଣ୍ଟର ଆରମ୍ଭ କରିଦେଇଥିଲେ । ଆଖି ପିଛୁଲାକେ କରୁଥିଲେ ଗୁଳି ବର୍ଷା । ଯାହା ସବୁ ଦେଖି ଆତଙ୍କବାଦୀଙ୍କ ମଧ୍ୟରେ ନିଜ ଜୀବନକୁ ନେଇ ଏକ ଆତଙ୍କ ଘେରି ରହିଥିଲା ।

ଏହାପରେ ନିଜର ପ୍ରାଣର ସୁରକ୍ଷା କରିବାକୁ ଯାଇ ଆତଙ୍କବାଦୀ ସେହି ସ୍ଥାନରୁ ଚାଲିଯିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । ତେବେ ଆତଙ୍କବାଦୀ ଓ ଭାରତୀୟ ସେନା ଉଭୟଙ୍କ ମଧ୍ୟରେ ପ୍ରଥମେ ଗୁଳି ବିନିମୟ କାର୍ଯ୍ୟ ଚାଲୁ ରହିଥିଲା । ଏହାପରେ ପରେ ସୁରକ୍ଷାକର୍ମୀ ୨ ଜଣ ଆତଙ୍କବାଦୀଙ୍କୁ ଘେରି ଯାଇଥିଲେ । ଏହାପରେ ୨ ଆତଙ୍କବାଦୀ ମଧ୍ୟରୁ ଜଣେ ଆତଙ୍କବାଦୀଙ୍କୁ ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିଲେ । ଏହାରି ମଧ୍ୟରେ ସେଥିରୁ ଆଉ ଜଣେ ଆତଙ୍କବାଦୀ ଲୁଚି ପଳାଇ ଯିବାକୁ ମଧ୍ୟ ଚେଷ୍ଟା କରିଥିଲା ।

ହେଲେ ସେହି ଆତଙ୍କବାଦୀକୁ ଏବେ ପର୍ଯ୍ୟନ୍ତ ମଧ୍ୟ ସେନା ବାହିନୀ ମାନେ ଖୋଜିବାରେ ଲାଗିଥିଲେ । ପରେ କେତେ ସମୟର ଖୋଜାଖୋଜି ପରେ ସେହି ଆତଙ୍କବାଦୀକୁ ମଧ୍ୟ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ଆଗରେ ନିହତ ହେବାକୁ ପଡିଥିଲା । ଏହାପରେ ଆତ୍ମଗୋପନ କରିଥିବା ଅନ୍ୟ ଆତଙ୍କବାଦୀଙ୍କୁ ଧରିବା ପାଇଁ ମଧ୍ୟ ଡୋର୍ନ ସର୍ଭିଲେନ୍ସ କରାଯାଉଛି ।

ଯେଉଁ କାରଣରୁ ସେହି ଅଞ୍ଚଳର ଆତଙ୍କବାଦୀଙ୍କର ଆତଙ୍କ ଧୀରେ ଧୀରେ କମିବାରେ ଲାଗିଛି । ହେଲେ ସୁରକ୍ଷାକର୍ମୀ ସେହିପରି ସେଠାରେ ପ୍ରହରୀ ଦେଇ ରହିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *