‘ନାରୀ ଯେତିକି ପ୍ରେସର ନେଇପାରିବ ,ପୁରୁଷ ମାନେ ସେତିକି ପ୍ରେସର ନେଇପାରିବେନି, ଆମେ ପୁରୁଷଙ୍କ ସୁଖର କାରଣ ଆମେ ଯଦି…’: Liza

ଦର୍ଶକ ବନ୍ଧୁ ଗତ ପହଡଦିନ ବା ମାର୍ଚ୍ଚ 8 ତାରିଖରେ ଥିଲା ବିଶ୍ଵ ମହିଳା ଦିବସ । ତେବେ ଏହି ଦିନରେ ଆମେ ମାନେ ନିଜ ମାଆ, ଭଉଣୀ, ସ୍ତ୍ରୀ ଘରର ସମସ୍ତ ମହିଳା ମାନଙ୍କୁ ଖୁସିରେ ରଖିବା ଉଚିତ । ଏହି ଦିନଟି ମହିଳା ମାନଙ୍କ ପାଇଁ ଏକ ବଡ ଦିନ । ତେବେ ଯଦି ମହିଳା ମାନଙ୍କର କଥା ଉଠିଛି ତା ହେଲେ ଆମ ଓଡିଶାରେ ଜଣେ ଏପରି ମହିଳା ଅଛନ୍ତି ଯିଏ ସବୁବେଳେ କୁହନ୍ତି ମହିଳା ହିଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଆଉ କିଛି ମିଳୁ କି ନ ମିଳୁ ହେଲେ ମହିଳା ମାନଙ୍କୁ ସମ୍ମାନ ମିଳୁ ।

ତେବେ ଏହି ମହିଳା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଲିଜା । ଦର୍ଶକ ବନ୍ଧୁ ଲିଜା ଏମିତି ଅନେକ ଥର ନିଜର ଭୁଲ ବୟାନ ପାଇଁ ବିବାଦ ଘେରରେ ରହି ଆସିଛନ୍ତି । ଆଉ ବିଶ୍ଵ ମହିଳା ଦିବସରେ ଲିଜା ଗଣମାଧ୍ୟମ ସାମ୍ନାକୁ ଆସି ନିଜର ମତ ରଖିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଲିଜା ଗଣମାଧ୍ୟମ ଆଗରେ କହିଛନ୍ତି-‘ମାର୍ଚ୍ଚ 8 ତାରିଖରେ ଥିଲା ବିଶ୍ଵ ମହିଳା ଦିବସ ଏହି ଦିନଟି କେବଳ ମହିଳା ମାନଙ୍କ ପାଇଁ ତେଣୁ ସବୁ ମହିଳା ମାନଙ୍କୁ ମୋ ତରଫରୁ ହାପି ୱୋମେନ୍ସ ଡେ । ଆପଣ ମାନେ ଭାରତର ଅନେକ ରାଜ୍ୟ ଦେଖନ୍ତୁ ଓଡିଶା ହେଉ କି ସାଉଥ ସବୁଥିରେ ମହିଳା ମାନେ ଆଗରେ ରହି କାମ କରିଥାନ୍ତି । ହରିୟଣାର ମହିଳା ମାନେ ବହୁତ ଶକ୍ତିଶାଳୀ ଥାନ୍ତି ।

ସେମାନେ ଘର ବାହାର ସବୁ କାମ କରନ୍ତି । ଆଉ ଆଜି ଯଦି ଆଇନ କାନୁନ ଦେଖିବା ତା ହେଲେ ମହିଳା ମାନଙ୍କ ପାଇଁ ଆଇନ କାନୁନ ବହୁତ କଠୋର ରହିଛି । କାରଣ ଆମେ ବାୟୋଲୋଜିକାଲ ପ୍ରେସର ଅଧିକ ନେଇ ପାରିବୁ ଗୋଟେ ପୁରୁଷ କେବେ ସେତିକି ପ୍ରେସର ନେଇ ପାରିବ ନାହିଁ ।

କିଛି ଦିନ ପୂର୍ବରୁ କୁହା ଯାଉଥିଲା ପୁରୁଷ ମାନଙ୍କ ଭିତରେ ବହୁତ ସହନ ଶକ୍ତି ରହିଛି ସେଥିପାଇଁ ମୋତେ ଡକା ଯାଇଥିଲା ହେଲେ ଏଇଟା ଆଜ୍ଞା ବହୁତ ଭୁଲ କଥା । ସବୁ ସୁଖ, ସବୁ ଭଲ ପାଇବା, ସବୁ ମନୋରଞ୍ଜନ ସବୁ କିଛି ନାରୀ ଭିତରେ ଭରି ରହିଛି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *