ଆସିଲା ସାଙ୍ଘାତିକ ତଥ୍ୟ ! 2 ଜଣ ସରକାରୀ ଅଫିସର ନେଇଛନ୍ତି ନବଙ୍କ ଜୀବନ, ହେଲେ ବଳି ପଡିଛି Gopal

ସାମ୍ନା ଆସିଲା ନବ ଦାସଙ୍କ ହତୟଆକାଣ୍ଡର ମୁଖ୍ୟ ଖଳନାୟକ । କିଏ ସେ ରଚି ଥିଲା ଚ-କ୍ରା-ନ୍ତ କିଏ କରିଥିଲା ଷ-ଡ-ଯ-ଅନ୍ତ୍ର । କିଏ ସେହି ଦୁଇ ଅଣ ଓଡିଆ ଅଫିସର, କିଏ ସେହି ଆଇ ଏ ଏସ, କିଏ ସେହି ଆଇ ପି ଏସ । ଗୋପାଳ ଦାସକୁ ମୋହରା କରି ଖସିଯିବାକୁ କିଏ କରୁଛି ଯୋଜନା । ହଁ ଦର୍ଶକ ବନ୍ଧୁ ନବ ଦାସ ହତୟଆକାଣ୍ଡର ଗୁମର ଏବେ ଖୋଲି ଯାଇଛି ହତୟଆକାଣ୍ଡର ପ୍ରକୃତ ଖଳନାୟକ କିଏ ଏବେ ସାମ୍ନାକୁ ଆସିଛି ।

ଯେଉଁ ଉତ୍ତର ପାଇଁ ସମସ୍ତଙ୍କ ଅପେକ୍ଷା ଥିଲା ସେହି ଉତ୍ତର ଏବେ ଆସି ଯାଇଛି । କିନ୍ତୁ ଯେଉଁ ଉତ୍ତର ଏବେ ସାମନାକୁ ଆସିଛି ତାକୁ ନେଇ ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆଉ ଯାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି । ନବ ଦାସ ହତୟଆକାଣ୍ଡର ପ୍ରକୃତ ଖଳନାୟକ କୌଣସି ଓଡିଆ ଲୋକ ନୁହନ୍ତି ସେ ହେଉଛନ୍ତି ଅଣ ଓଡିଆ ।

ପୁଣି କେବଳ ଜଣେ ଲୋକ ଷ-ଡ-ଯ-ଅନ୍ତ୍ର କରି ନାହାନ୍ତି ଷ-ଡ-ଯ-ଅନ୍ତ୍ର କରିଛନ୍ତି ଦୁଇଟି ପ୍ରଭାବଶାଳୀ ବ୍ୟକ୍ତି । ପୁଣି ସେହି ଦୁଇ ଜଣ ନେତା ନୁହନ୍ତି କି ମନ୍ତ୍ରୀ ନୁହନ୍ତି ଏମିତି କି ରାଜ୍ୟର ସାଧାରଣ ଲୋକ ନୁହନ୍ତି । ସେ ଦୁଇଜଣ ଖଳନାୟକ ହେଉଛନ୍ତି ରାଜ୍ୟର ଦୁଇ ସରକାରୀ ଅଧିକାରୀ । ଜଣେ ଆଇ ଏ ଏସ ତ ଆଉ ଜଣେ ଆଇ ପି ଏସ । ଏ ଦୁଇ ଅଧିକାରୀ ହିଁ ନବ ଦାସକ ହତୟଆ କରିବାର ଷ-ଡ-ଯ-ଅନ୍ତ୍ର କରିଥିଲେ ।

ଉଭୟ ଖଳନାୟକ ସାଜି ନବ ଦାସକୁ ରାସ୍ତାରୁ ହଟେଇବା ପାଇଁ ବ୍ଲୁ ପ୍ରିନ୍ଟ ପ୍ରସ୍ତୁତ କରିଥିଲେ । ତେବେ କିଏ ସେହି ଅଣ ଓଡିଆ ଅଫିସର ଯାହାଙ୍କୁ ଦେଖିବା ପାଇଁ ସାରା ଓଡିଶା ଚାହିଁ ବସିଛି । ତେବେ ସେହି ଦୁଇ ଅଣ ଓଡିଆ କାହିଁକି ମନ୍ତ୍ରୀ ନବ ଦାସଙ୍କ ହତୟଆ ଚାହୁଁ ଥିଲେ ହତୟଆ କରି ସେମାନଙ୍କୁ ମିଳିଲା କଣ ନବ ଦାସ କି ଭୁଲ କରି ଥିଲେ ସେମାନଙ୍କର ଏମିତି କିଛି ମାଳ ମାଳ ପ୍ରଶ୍ନ ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ।

ଏହି ଦୁଇ ଅଣ ଓଡିଆ ଗୋପାଳ ଦାସକୁ ବଳି ପକାଇ ହତୟଆକାଣ୍ଡରୁ ଖସିବା ପାଇଁ ଚାହୁଁ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *