ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଲିଜାଙ୍କୁ ନିଶ୍ଚୟ ଜାଣିଥିବେ । ନିଜର ବୟାନ ପାଇଁ ଲିଜା ଅନେକ ଥର ବିବାଦରେ ଫସି ଛନ୍ତି ଶେଷ ଥର ସେ ପୁରୁଷ ମାନଙ୍କୁ ନେଇ ଏକ ବାଇଟ ଦେଇଥିଲେ ଆଉ ସେଇଟା ତାଙ୍କ ପାଇଁ ମହଙ୍ଗା ପଡି ଯାଇଥିଲା । ସମାଜରେ ସେ ନିନ୍ଦା ଆଉ ଅପବାଦ ସହିଲେ ଆଉ ଶେଷରେ ଭୁଲ ମାଗିଲେ । ହେଲେ ଦୀର୍ଘ ଦିନ ପରେ ସେ ପୁଣି ଜୋସ ଦେଖାଇ ବାଇଟ ଦେଇଛନ୍ତି ।
ଆଉ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଲିଜା ଗଣମାଧ୍ୟମ ଆଗରେ କହିଛନ୍ତି- ‘ବର୍ତ୍ତମାନ ଆଜିର ସମୟରେ ନ-ଗ-ନ-ତା ଯେଉଁ ରହିଛି ଯାହା ସବୁ କରା ଯାଉଛି ତାଙ୍କୁ କଣ ଜବରଦସ୍ତି କରା ଯାଉଛି ନା ସେ ନିଜେ କରୁଛନ୍ତି ।
ସେ ନିଜେ କରୁଛନ୍ତି ବୋଲି ତାଙ୍କୁ କରା ଯାଉଛି ନା ନାହିଁ । ଯଦି ମୋର ଇଛା ନାହିଁ ମୋର ଶରୀର ଦେଖେଇବାକୁ ତେବେ ମୋ ସହ କେହି ଜବରଦସ୍ତି କରିପାରିବେନି ସୋ ଅପ୍ କରିବା ପାଇଁ । ତେଣୁ ଏବେ ଯେଉଁ ମାନେ ସବୁ ନ-ଗ-ନ-ତା ଦେଖାଉ ଛନ୍ତି ସେମାନେ ବହୁତ ଆଗରୁ କନ୍ଫଟେବୁଲ ଅଛନ୍ତି ଏ ଜିନିଷକୁ ନେଇ ।
ତେଣୁ ଏବେ ଓଟିଟି ପ୍ଲାଟଫର୍ମରେ ବି ନ-ଗ-ନ-ତା ପଦର୍ଶନ କରା ଯାଉଛି ଏବଂ ବହୁତ ଅ-ଭ-ଦ୍ର ଭା-ଷା ବି ବ୍ୟବହାର କରା ଯାଉଛି । ସମସ୍ତ ଲୋକଙ୍କ ହାତରେ ମୋବାଇଲ ଫୋନ ରହିଛି ଆଉ ସେମାନେ ଏସବୁ ଦେଖୁଛନ୍ତି । ତେଣୁ ଏ ସବୁ ଜିନିଷକୁ ନେଇ ବର୍ତ୍ତମାନ ଯଦି ପଇସା କମେଇବାର ଜରିଆ କେବଳ ଏ ଗୋଟାଏ ବୋଲି ସମସ୍ତେ ଭାବୁ ଛନ୍ତି । ଟାଲେଣ୍ଟ ବହୁତ ରହିବା ଦରକାର ଆଉ ପିଲା ମାନଙ୍କ ପାଖରେ ବି ଟାଲେଣ୍ଟ ଅଛି ।
ହେଲେ ଟାଲେଣ୍ଟ ଦେଖେଇବା ପାଇଁ ମୁଣ୍ଡ ଖର୍ଚ୍ଚ କରିବା ଦରକାର । କମ ସମୟରେ କମ କଷ୍ଟରେ ଲକ୍ଷ ଲକ୍ଷ ଟଙ୍କା କମେଇବାର ଏକ ମାତ୍ର ଜରିଆ ରହିଛି ତାହା ହେଉଛି ନ-ଗ-ନ-ତା । ତେଣୁ ଯେଉଁ ମାନଙ୍କର ଇଛା ଅଛି ସେମାନେ ନ-ଗ-ନ-ତା ପଦର୍ଶନ କରି ଟଙ୍କା କମା ଉଛନ୍ତି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।