ଆପଣ କହିପାରିବେ କି ଏହି ପ୍ରଶ୍ନର ଉତ୍ତର ! କେଉଁ ପକ୍ଷୀ ଅଣ୍ଡା ଦିଏ, କିନ୍ତୁ ଛୁଆ ଫୁଟାଏ ନାହିଁ ? 15+ GK question with answer

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ ।

1- କେଉଁ ଯିବର 4 ଟି ପାକସ୍ଥଳୀ ଥାଏ ?

ଉତ୍ତର;- ଗାଈର 4 ଟି ପାକସ୍ଥଳୀ ରହିଥାଏ ।

2- କେଉଁ ଜିନ 3 ବର୍ଷ ଶୋଇ ରହିଥାଏ ?

ଉତ୍ତର;- ଗେଣ୍ଡା 3 ବର୍ଷ ଶୋଇ ରହିଥାଏ ।

3- କେଉଁ ଜୀବ ଛିଡା ହୋଇ ଶୋଇଥାଏ ?

ଉତ୍ତର;- ଘୋଡା ଛିଡା ହୋଇ ମଧ୍ୟ ଶୋଇରହିଥାଏ ।

4- କେଉଁ ଜୀବ ଶୁଏ ନାହିଁ ?

ଉତ୍ତର;- ପିମ୍ପୁଡି କେବେ ଶୁଏ ନାହିଁ ।

5- କେଉଁ ଜୀବ 100 ଟି ଶବ୍ଦ କରେ ?

ଉତ୍ତର;- ବିରାଡି 100 ଟି ଶବ୍ଦ କରିପାରେ ।

6- କେଉଁ ଜୀବ ପାଟିରେ ଚାଲେ ?

ଉତ୍ତର;- ଗେଣ୍ଡା ପାଟିରେ ଚାଲେ ।

7- କେଉଁ ଯିବର ରକ୍ତ ନୀଳ ଅଟେ ?

ଉତ୍ତର;- ଝିଣ୍ଟିକାର ରକ୍ତ ନୀଳ ଅଟେ । ‘

8- ବିଶ୍ଵର କେଉଁ ଦେଶରେ 2 ମୁଣ୍ଡିଆ କଇଞ୍ଛ ଦେଖାଯାଇଥାନ୍ତି ?

ଉତ୍ତର;- ଆମେରିକାରେ 2 ମୁଣ୍ଡିଆ କଇଞ୍ଛ ଦେଖାଯାଇଥାନ୍ତି ।

9- କେଉଁ ଦେଶରେ ସ୍ତ୍ରୀ ଲୋକ ମାନଙ୍କର ନିଶା ଓ ଦାଢି ଉଠିଥାଏ ?

ଉତ୍ତର;- ଇଥୋପିଆ ଦେଶରେ ସ୍ତ୍ରୀ ଲୋକ ମାନଙ୍କର ନିଶ ଓ ଦାଢି ଉଠିଥାଏ ।

10- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?

ଉତ୍ତର;- କୋଇଲି ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ।

11- ପ୍ଲେଗ ରୋଗ କାହା ଦ୍ଵାରା ବ୍ୟାପେ ?

ଉତ୍ତର;- ପ୍ଲେଗ ରୋଗ ମୂଷା ଦ୍ଵାରା ବ୍ୟାପେ ?

12- ଗ୍ରହ ମାନଙ୍କ ମଧ୍ୟରେ କାହାକୁ ବଳୟ ଗ୍ରହ କୁହାଯାଇଥାଏ ?

ଉତ୍ତର;- ଗ୍ରହ ମାନଙ୍କ ମଧ୍ୟରେ ଶନିକୁ ବଳୟ ଗ୍ରହ ବୋଲି କୁହାଯାଇଥାଏ ।

13- ପନିପରିବାକୁ ଅଧିକ ସିଝାଇଲେ କଣ ନଷ୍ଟ ହୁଏ ?

ଉତ୍ତର;- ପନିପରିବାକୁ ଅଧିକ ସିଝାଇଲେ ଭିଟାମିନ ନଷ୍ଟ ହୋଇଥାଏ ।

14- ସିମେଣ୍ଟ କାରଖାନାର ସିମେଣ୍ଟ ଗୁଣ୍ଡ କେଉଁ ରୋଗ ସୃଷ୍ଟି କରେ ?

ଉତ୍ତର;- ସିମେଣ୍ଟ କାରଖାନାର ସିମେଣ୍ଟ ଗୁଣ୍ଡ ଯକ୍ଷ୍ମା ରୋଗ ସୃଷ୍ଟି କରିଥାଏ ।

15- ସୂର୍ଯ୍ୟଙ୍କ ଚାରିପଟେ ଥରେ ଘୁରି ଆସିବାକୁ ପୃଥିବୀକୁ କେତେ ସମୟ ଲାଗିଥାଏ ?

ଉତ୍ତର;- ସୂର୍ଯ୍ୟଙ୍କ ଚାରିପଟେ ଥରେ ଘୁରି ଆସିବାକୁ ଏ ବର୍ଷ ଲାଗିଥାଏ ।

ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *