Ollywood ଅଭିନେତା ବାବୁଶାନ, ସନ୍ଦିପ ଓ ସାତ୍ତ୍ଵିଙ୍କ ମଧ୍ୟରେ ଦେଖା ଦେଇଛି ଯୁଦ୍ଧ ,ତମ୍ବାଖୁ ସେବନକୁ ନେଇ କିଏ ଠିକ କହୁଛି ଆଉ କିଏ ଭୁଲ ?

ନମସ୍କାର ବନ୍ଧୁଗଣ । ଓଲିଉଡ ଜଗତର 3 ଅଭିନେତା ଯଥା ବାବୁସାନ, ସମ୍ବିତ ଓ ସାତ୍ଵିକ ମିଶ୍ର ଙ୍କ ମଧ୍ୟରେ କଥା କଥାରେ ହୋଇ ଯାଇଛି ବଡ ଏକ ଯୁଦ୍ଧ । ଜଣେ କୁଆ କୁ ନେଇ ପ୍ରମୋଶନ କରୁଥିବା ବେଳେ ଆଉ ଜଣେ ଏହାର ବିପକ୍ଷରେ କଥା କହିଛନ୍ତି । କାରଣ ସେ ଭୋଗିଛନ୍ତି । ଦୁଇ ଜଣ ତମ୍ବାଖୁ କୁ ନେଇ ଭଲ କହିବା ବେଳେ ଆଉ ଜଣେ ଅଭିନେତା ତମ୍ବାଖୁ ବିପକ୍ଷରେ କହିଛନ୍ତି । ଏହି 3 ଜଣ ହେଉଛନ୍ତି ଜଣେ ଜଣେ କଳାକାର ।

ଆଗ ଧାଡିର କଳାକାର । ସମସ୍ତେ ପୁର ରୁ ପଲ୍ଲି ଏହି 3 ଅଭିନେତାଙ୍କୁ ଜାଣିଛନ୍ତି । ଏବେ ଚର୍ଚ୍ଚା ହେଉକି ଯେବେ ବାବୁସାନ ଓ ସମ୍ବିତ ଗୁଆ ର ବିଜ୍ଞାପନ କରୁଛନ୍ତି ତମ୍ବାଖୁ ର ବିଜ୍ଞାପନ କରୁଛନ୍ତି ଠିକ ସେତିକି ବେଳେ ତମ୍ବାଖୁ ନ ଖାଇବା ପାଇଁ, ଖାଇଲେ କଣ କଷ୍ଟ ହୁଏ ଜୟ ଜଗନ୍ନାଥ ଙ୍କ ନାମ ନେଇ ଏମିତି କିଛି କହିଛନ୍ତି ସାତ୍ତ୍ଵିକ ମିଶ୍ର । ସାତ୍ତ୍ଵିକ ମିଶ୍ର କହିଛନ୍ତି ଏହାର ଉଦାହରଣ ଆଉ କାହାକୁ ଦେଖାଇବାର ଜରୁରତ ନାହିଁ ।

କାରଣ ମୁଁ ନିଜେ ହେଉଛି ଉଦାହରଣ । ମୁଁ ନିଜେ ତମ୍ବାଖୁ ସେବନ କରି କଣ ପାଇଛି ନିଜେ ଅନୁଭବ କରିଛି । ଯେବେ ସାତ୍ତ୍ଵିକ ମିଶ୍ର ଗୁତଖା ସେବନ ୱାରା କଣ ଅସୁବିଧା ହୁଏ ଏହାର ପରିଣାମ କଣ ହୋଇପାରେ କହିଛନ୍ତି ଠିକ ସେତିକି ବେଳେ ଲୋକେ କହୁଛନ୍ତି ଦୁଇ ଜଣ ଅଭିନେତା ଏହାକୁ ଖାଇବାକୁ କହୁଛନ୍ତି । ଆଉ ଜଣେ ଅଭିନେତା ଏହାକୁ ନ ଖାଇବାକୁ ବାରଣ କରୁଛନ୍ତି ।

ଦୁଇ ଜଣ ଅଭିନେତା ଗୁଟଖା କୁ ପ୍ରୋଶ୍ଚାହନ ଦେଉଛନ୍ତି ଆଉ ଜଣେ ଅଭିନେତା ଏହାକୁ ବିଫଳ ବୋଲି କହୁଛନ୍ତି । ଓଡିଆ ସିନେମାର ଜଣାଶୁଣା ଅଭିନେତା ସାତ୍ତ୍ଵିକ ମିଶ୍ର ଦୁଇ ଦଶନ୍ଧି ଧରି ନିଜର ଅଭିନୟ ଯାଦୁରେ ଓଡିଶାର ପୁରପଲ୍ଲି ରେ ନିଜର ସ୍ଵତନ୍ତ୍ର ଛାପ ଛାଡିଛନ୍ତି । ହେଲେ 2 ବର୍ଷ ହେବ ସେ ଅଭିନୟ ଦୁନିଆରୁ ଦୂରେଇ ରହିଛନ୍ତି । ସେ ମୁଖ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଅଛନ୍ତି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଏବେ ପୁଣି ଥରେ ଚର୍ଚ୍ଚା କୁ ଆସିଛି । ଏହି ଭିଡିଓରେ ସାତ୍ତ୍ଵିକ ମିଶ୍ର କହିଛନ୍ତି ଗୁଟଖା ମାରାତ୍ମକ ଏହାକୁ ଖାଆନ୍ତୁ ନାହିଁ । ଏହାକୁ ଖାଇଲେ ଏମିତି ହେବ ଯେମିତି ମୋର ହୋଇଛି । ଆଉ ଏହି ସମୟରେ ବାବୁସାନ ଓ ସମ୍ବିତ ଙ୍କ ବିଜ୍ଞାପନ ପ୍ରକାଶ ପାଇଥିଲା ଯେଉଁଥିରେ ଦୁଇ କଳାକାର ତମ୍ବାଖୁ ର ବିଜ୍ଞାପନ କରିଛନ୍ତି । ଏବେ ସନ୍ଦେହ ଆସୁଛି କି ଏହି 3 କଳାକାରଙ୍କ ମଧ୍ୟରୁ କିଏ ଠିକ କିଏ ଭୁଲ । ଲୋକେ କହୁଛନ୍ତି କଳାକାର ଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *