କେଉଁ ଜିନିଷ କପଡ଼ାରେ ବାନ୍ଧି ରଖିଲେ କଳି ଝଗଡା ହୁଏ ନାହିଁ… 10+ Ajira Anuchinta

ଜୀବନରେ ନୀତିନିୟମ ପାଳନ କରିବା ନିତାନ୍ତ ଆବଶ୍ୟକ ହୋଇଥାଏ । ଏହାଦ୍ବାରା ଅଭାବ ଅସୁବିଧା ଦୂର ହୋଇ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଏଥିସହ ଘରର ବହୁତ ଉନ୍ନତି ହୋଇଥାଏ । ତେବେ ଚାଲନ୍ତୁ କିଛି ଗୁରୁତ୍ଵପୂର୍ଣ୍ଣ ନିୟମ ତଥା ଅନୁଚିନ୍ତା ସମ୍ପର୍କରେ ଏଠାରେ ଆଲୋଚନା କରିବା ।

1- ଗୋଟିଏ ହାତରେ କେବେବି କାହାକୁ ନମସ୍କାର କରିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ତେଣୁ ସର୍ବଦା ଦୁଇ ହାତ ଯୋଡି ପ୍ରଣାମ କରନ୍ତୁ ।

2- ଠାକୁର ଘରେ ମାତା ଲକ୍ଷ୍ମୀଙ୍କ ଫୋଟ ପାଖରେ ଶ୍ରୀ ଜନ୍ତ୍ର ଏବଂ ଲାଲ କପଡାରେ ଗୁଡା ହୋଇଥିବା ନଡିଆଟିଏ ରଖିବା ଉଚିତ । ଏହା ବହୁତ ଶୁଭ ଫଳ ପ୍ରଦାନ କରିଥାଏ ।

3- ପଇସା ରଖୁଥିବା ଆଲମାରୀର ମୁହଁ କେବେବି ଦକ୍ଷିଣ ଦିଗକୁ ରଖିବା ଉଚିତ ନୁହେଁ । ଏହାଦ୍ବାରା ଘରେ ଅଯଥା ଖର୍ଚ ବୃଦ୍ଧି ହୋଇଥାଏ ।

4- ଶନିବାର ଦିନ କେବେବି ଝାଡୁ କିଣିବା ଉଚିତ ନୁହେଁ । ଏଥିସହ ଝାଡୁର ବ୍ୟବହାର ସମୟରେ ଝାଡୁରେ ଗୋଡ ବାଜିବା ମଧ୍ୟ ଉଚିତ ନୁହେଁ । ଏହା ଅମଙ୍ଗଳକାରୀ ହୋଇଥାଏ ।

5- ଘରେ ଲାଗିଥିବା ପାଣି ଟ୍ୟାପ ବନ୍ଦ କଳାପରେ ବି ଯଦି ପାଣି ବାହାରୁଥାଏ । ଏହା ଘର ପାଇଁ ଭଲ ନୁହେଁ । ଏହାଦ୍ବାରା ଘରେ ଅଭାବ ଦେଖାଦେଇଥାଏ ।

6- ସୁନା ଜିନିଷ କେବେବି ବାମ ହାତରେ ପିନ୍ଧିବା ଉଚିତ ନୁହେଁ । ଏଥିସହ ଘରେ ଲାଲ କି ହଳଦିଆ କପଡାରେ ସୁନା ଜିନିଷ ଗୁଡାଇ ରଖିବା ଦ୍ଵାରା ଶୁଭ ହୋଇଥାଏ ।

7- ଘରେ ଖାଦ୍ୟ ଖାଇସାରିବା ପରେ କେବେବି ହାତ ଚାଟିବା ଉଚିତ ନୁହେଁ । ଏହା ଭଲ ସେହି ବ୍ୟକ୍ତି ପାଇଁ ଜମାରୁ ବି ଭଲ ନୁହେଁ ।

8- ଗୋଟିଏ ଓସ୍ତ ପତ୍ରକୁ ଗଙ୍ଗା ଜଳରେ ଧୋଇ ସେଥିରେ ଶ୍ରୀ ଲେଖି ମନିପର୍ସରେ ରଖିଲେ । ଘର ପାଇଁ ଶୁଭ ହେବା ସହ ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିଥାଏ ।

9- ହରଡ ଡାଲି ସହିତ ଦହି ଖାଇବା ଉଚିତ ନୁହେଁ । ଏହା ସ୍ଵାସ୍ଥ ପାଇଁ ଜମାରୁ ଭଲ ନୁହେଁ । ଏଥିଦ୍ବାରା ଶରୀରରେ ରକ୍ତଚାପ ବୃଦ୍ଧି ହେବାର ସମ୍ଭାବନା ରହିଥାଏ ।

10- ମହୁ ଖାଇବା ଦ୍ଵାରା ଏହା ସ୍ଵାସ୍ଥ ପାଇଁ ଲାଭକାରୀ ହୋଇଥାଏ । ମହୁକୁ ଗରମ କରି କେବେବି ଖାଆନ୍ତୁ ନାହିଁ। ଏହା ସ୍ଵାସ୍ଥ ପାଇଁ କ୍ଷତିକାରକ ହୋଇଥାଏ ।

11- ଶନିବାର ଦିନ ଖଣ୍ଡେ କପଡାରେ କିଛି ଗୁଡ, ମୁଠାଏ ଗହମ, ମୁଠାଏ ଲୁଣ ସହିତ 2 ଟି ଲେଖାଏଁ ଚାନ୍ଦି ଓ ତମ୍ବା ପଇସା ବାନ୍ଧି ଘରର କୌଣସି କୋଣରେ ରଖିବା ଦ୍ଵାରା ଘରେ କଳି ଝଗଡା ଲାଗିନଥାଏ ।

ବନ୍ଧୁଗଣ ଆଶା କରୁଛି, ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *