କେବଳ ଗୋଟିଏ 2 ଟଙ୍କା ଆପଣଙ୍କୁ କରିପାରେ ଲକ୍ଷପତି ! ଦେଖନ୍ତୁ କିପରି ?

ନମସ୍କାର ବନ୍ଧୁଗଣ ତେବେ ଆମେ ପ୍ରତିଦିନ ପଇସା ରୋଜଗାର କରିବା ପାଇଁ ପରିଶ୍ରମ କରିଥାଉ । ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ପୁରୁଣା ନୋଟ ଏବଂ କଏନ କୁ ସାଇତି କରି ରଖିଥାନ୍ତି । ବହୁତ ଲୋକ ଅନ୍ୟ ଦେଶର ମଧ୍ୟ ଟଙ୍କା ସ୍ମୃତି ସ୍ଵରୁପେ ରଖନ୍ତି । ତେବେ ଯଦି ଆପଣ ମଧ୍ୟ ଏହି ବ୍ୟକ୍ତି ମାନଙ୍କ ପରି ପୁରୁଣା ନୋଟ ଏବଂ କଏନ ସମ୍ଭାଳି ରଖିଛନ୍ତି ତେବେ ଆପଣଙ୍କ ପାଇଁ ଆସିଯାଇଛି ସବୁଠୁ ବଡ଼ ଖୁସିର ଖବର।

ତେବେ ଯଦି ଆପଣଙ୍କ ପାଖରେ ଏହିପରି ୨ ଟଙ୍କିଆ କଏନ ଅଛି ତେବେ ଆପଣ ଘରେ ବସି ବସି ଲକ୍ଷପତି ହୋଇପାରିବେ । ଯେକୌଣସି ବସ୍ତୁ ଅଧିକ ପୁରୁଣା ହୋଇଗଲେ ତାହାର ମହତ୍ତ୍ଵ ବଢ଼ିଯାଇଥାଏ । ମାନେ ତାହାର ଦାମ ବଢିଯାଏ ଏବଂ ଏହି ଜିନିଷ ଗୁଡ଼ିକ ନିଲାମ କରାଯାଏ । ଯେଉଁଥିରେ ବିକ୍ରି କରୁଥିବା ବ୍ୟକ୍ତି ରାତା ରାତି ଲକ୍ଷପତି ହୋଇଥାନ୍ତି । ଆଊ ଯଦି ବ୍ୟକ୍ତି ପାଖରେ ଏହି ପୁରୁଣା କଏନ ସହ ଟଙ୍କା ମଧ୍ୟ ଥାଏ ତେବେ ସେ କୋଟିପତି ମଧ୍ୟ ହୋଇପାରେ।

ଅନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ବହୁତ ଅଧିକ ରହିଥାଏ ଯାହା ଦ୍ଵାରା ବିକ୍ରି କରୁଥିବା ବ୍ୟକ୍ତି ଟଙ୍କା ରୋଜଗାର କରିପାରେ । ତେବେ ଯଦି ଆପଣଙ୍କ ପାଖରେ ବି ଏହି ପରି କିଛି ପୁରୁଣା ଟଙ୍କା ଜାଗା ବହୁତ ବର୍ଷର ପୁରୁଣା ତେବେ ଆପଣ ମଧ୍ୟ ଏହାକୁ ବିକ୍ରି କରି ଲକ୍ଷପତି ହୋଇପାରିବେ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦୁଇ ଟଙ୍କିଆ କଏନ ବିଷୟରେ କହିବାକୁ ଯାଉଛୁ ଯାହା ବିକ୍ରି କରି ଆପଣ ଟଙ୍କା ରୋଜଗାର କରିପାରିବେ ।


ଆମେ ଯେଉଁ କଏନ ବିଷୟରେ କହୁଛୁ ତାହା ୧୯୯୪ ମସିହାର ଦୁଇ ଟଙ୍କିଆ କଏନ ଅଟେ । ଏହା ପଛରେ ଭାରତର ମାନଚିତ୍ର ଅଛି। ତେବେ କ୍ୱିକର ୱେବସାଇଟ ରେ ଏହି କଏନ ର ମୂଲ୍ୟ ୫ ଲକ୍ଷ ଟଙ୍କା ରହିଛି । ଏହା ଛଡା ସ୍ଵାଧୀନତା ପୂର୍ବରୁ ରାଣୀ ଭିକ୍ଟୋରିଆ ଙ୍କ ସମୟର ୧ ଟଙ୍କିଆ କଏନ ର ମୂଲ୍ୟ ୨ ଲକ୍ଷ୍ୟ ଟଙ୍କା ରହିଛି । ଏହା ସହିତ ୧ ଟଙ୍କିଆ ବ୍ରିଟିଶ ଅମଳର ମୂଲ୍ୟ ୯ ଲକ୍ଷ ଟଙ୍କା ରହିଛି । ଏହି ପରି ଆହୁରି ବି ଅଲଗା ଅଲଗା ପୁରୁଣା କଏନ ଏହି ୱେବସାଇଟ ରେ ବିକ୍ରି ହେଉଛି । ଏହାର ଡିମାଣ୍ଡ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି।


ଏମିତିରେ ଯଦି ଆପଣଙ୍କ ପାଖରେ କୌଣସି ବି ପୁରୁଣା କଏନ ଅଛି ଓ ଆପଣ ଏହାକୁ ବିକ୍ରି କରିବାକୁ ଚାହୁଁଛନ୍ତି ତେବେ ସର୍ବ ପ୍ରଥମେ ଆପଣ ଇ କମର୍ସ ସାଇଟକୁ ଯାଇ ପ୍ରଥମେ ଆପଣଙ୍କୁ ରେଜିଷ୍ଟ୍ରେଶନ କରିବାକୁ ପଡିବ । ଏହା ପରେ ଆପଣ ନିଜର ପୁରୁଣା କଏନର ଫଟୋକୁ ଉଠାଇ ଏହି ୱେବସାଇଟରେ ଅପଲୋଡ କରିବା ପରେ ବିକ୍ରି କରି ପାରିବେ। ଏବଂ ଘରେ ବସି ବସି ଲକ୍ଷପତି ହୋଇପାରିବେ । ତେବେ ଯଦି ଆପଣଙ୍କ ପାଖରେ ଏହିପରି କଏନ ଅଛି ତେବେ ଶୀଘ୍ର ଏହାକୁ ବିକ୍ରି କରନ୍ତୁ ଏବଂ ନିଜର ଭାଗ୍ୟର ତାଲା ଖୋଲନ୍ତୁ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *