Biju Patnaik କଲେଜ ର ଛାତ୍ରୀଙ୍କ ଭିଡିଓକୁ ନେଇ ଭାଇରାଲ ହେଲା Papu Pom Pom ଙ୍କ ନୂଆ ଗୀତ ‘ତୁ କିଏ ବେ’ ଶୁଣିଲେ ହସି ହସି ଗଡିଯିବେ, ଦେଖନ୍ତୁ Video

ବନ୍ଧୁଗଣ, କିଛି ଦିନ ତଳେ ବିଜୁ ପଟ୍ଟନାୟକ ଛାତ୍ରୀ ମାନେ ନିଜ ଶିକ୍ଷକଙ୍କୁ ନେଇ କିଛି ଏଭଳି କଥା କହିଥିଲେ, ଯାହା ଏକ ଲଜ୍ୟା ଜନକ କଥା ଅଟେ । ବର୍ତ୍ତମାନ ହାସ୍ୟ ଅଭିନେତା ପପୁ ପମ ପମ ବିଜୁ ପଟ୍ଟନାୟକ ଛାତ୍ରୀ ଙ୍କ କଥା କୁ ନେଇ ଏକ ସଙ୍ଗୀତ ପରିବେଷଣ କରିଛନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ତାହା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଦେବାକୁ ଯାଉଅଛୁ । ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

ପପୁ ପମ ପମ ଏକ ଗୀତ ଗାଇଛନ୍ତି ତାହା ହେଉଛି “କ’ଣ ଥିଲା ଚେହେରା ତୁମ କ’ଣ ତୁମେ ହେଲାଣି, ଆପେଲ ପରି ଥିଲ ଏବେ କଳା କାଠ ପଡି ଗଲାଣି” । ଆପଣ ମାନେ ବର୍ତ୍ତମାନ ସୋସିଆଲ ମିଡିଆ ରେ ଏହି ଅଣ୍ଡା କଦଳୀ ଗୀତ କୁ ତ ନିଶ୍ଚିତ ଭାବରେ ଶୁଣିଥିବେ, ଫେସବୁକ, ୟୁ ଟୁବ, ଇଂଷ୍ଟା ହେଉ ସବୁଠାରେ ଏହି ଓଡିଆ ଗୀତ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଗୀତ କୁ ବର୍ତ୍ତମାନ ୭ ଲକ୍ଷ ରୁ ଅଧିକ ଲୋକେ ଦେଖି ସାରିଲେଣି । ଓଡିଆ ଅଭିନେତା ପପୁ ପମ ପମ ଏହି ଗୀତ କୁ ଗାଇଥିବାର ନିଶ୍ଚିତ ଦେଖିଥିବେ ।

ଗତ କିଛି ଦିନ ପୂର୍ବ ରୁ ଆପଣ ମାନଙ୍କର ମନେ ଥିବ ଯେ ବିଜୁ ପଟ୍ଟନାୟକ କଲେଜ ର ଛାତ୍ରୀ ମାନେ ରାଗିଜାଇ କଲେଜ ଅଧ୍ୟାପକ ଏବଂ ଶୁଭେନ୍ଦୁ ସାର ଙ୍କ ନାମରେ ଗଣ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଥିଲେ, ଏବଂ ଏହି ସମୟରେ ଜଣେ ଛାତ୍ରୀ ରାଗିଜାଇ କହିଥିଲେ ଯେ ସାର କହିଥିଲେ ଯେ ତୁମେ ଝଡିଗଲାଣି, ତଥା ବହୁତ କିଛି କହିଥିଲେ । ଆଉ ଏହାକୁ ନେଇ ବର୍ତ୍ତମାନ ଓଡିଆ ଗୀତ ହୋଇଛି ।

ଏଥିରେ ପପୁ ପମ ପମ ନିଜର କଣ୍ଠଦାନ କରିଛନ୍ତି । ଏଥିରେ ଛାତ୍ରୀ ଜଣକ କହୁଛନ୍ତି ଯେ ତୁ କିଏ …? ଏହାକୁ ବହୁଳ ଭବାରେ ବର୍ତ୍ତମାନ ଲୋକେ ପସନ୍ଦ କରିବାରେ ଲାଗିଛନ୍ତି । ପପୁ ମଧ୍ୟ ଏହାକୁ ଭଲ ଭାବରେ ଗାଇଛନ୍ତି । ପିଲାଠାରୁ ବୁଢା ପର୍ଯ୍ୟନ୍ତ ଏହି ଗୀତର ତାଳେ ତାଳେ ସମସ୍ତେ ନାଚୁଛନ୍ତି । କିଛିଦିନ ତଳେ ଭୁବନେଶ୍ବର ର ଏକ କଲେଜ ର ଛାତ୍ରୀ ମାନଙ୍କ ମଧ୍ୟରେ ଆନ୍ଦୋଳନ ଦେଖିବାକୁ ମିଳିଥିଲା ।

ସେହି ସମୟରେ ସମସ୍ତ ଗଣ ମାଧ୍ୟମ ମଧ୍ୟ ଉପସ୍ଥିତ ଥିଲେ । ଏବଂ ସେଠାରେ ସାର ଙ୍କ କଥା କହୁ କହୁ କିଛି ଏହିଭଳି ଭାବରେ କହିଦେଇଥିଲେ ଛାତ୍ରୀ ଜଣକ । ମାତ୍ର ହୁଏତ ସେ ଜାଣି ନଥିଲେ ପରବର୍ତ୍ତୀ ସମୟରେ ତାଙ୍କର ଏହି ଡାଇଲୋଗ ରୁ ଗୀତ ତିଆରି ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *