Bhuban ଙ୍କ କଚ୍ଚା ବାଦାମ ପରି ନିଆଁ ଭଳି ଭାଇରଲ ହେଉଛି ଏହି ଆଇସକ୍ରିମ ବେପାରୀଙ୍କ ଗୀତ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହ ଲୋକମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।

ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଲୋକ ନିଜ ଟ୍ୟାଳେନ୍ଟ ଦେଖାଇ ଅତି ସହଜରେ ଫେମସ ହୋଇ ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ଆପଣ ମାନେ ସମସ୍ତେ କାଚ୍ଚା ବାଦାମ ଗୀତଟି ନିଶ୍ଚୟ ଶୁଣିଥିବେ । ଏହି ଗୀତଟି ଗାଇଥିଲେ ପଶ୍ଚିମ ବଙ୍ଗଳାର ଜଣେ ବାଦାମ ବିକାଳି ଯାହାଙ୍କର ନାମ ଥିଲା ଭୁବନ ବାଦ୍ୟକର । ଭୁବନ ଗାଁ ଗାଁ ବୁଲି ବାଦାମ ବିକୁ ଥିଲେ ଆଉ ଲୋକ ମାନଙ୍କୁ ବାଦାମ ପ୍ରତି ଆକର୍ଷିତ କରେଇବା ପାଇଁ ସେ ଏହି ଗୀତ ଗାଉଥିଲେ ।

ହେଲେ ଗୀତ ଗାଇବା ସମୟରେ ଜଣେ ଯୁବକ ତାଙ୍କର ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲା ଯାହା ଦେଖି ସମସ୍ତ ଲୋକ ତାଙ୍କ ଗୀତକୁ ବେସ ପସନ୍ଦ କରିଥିଲେ । ଏହି କାଚା ବାଦାମ ଗୀତଟି ପାଇଁ ଭୁବନ ବାଦ୍ୟକର ବହୁତ କମ ସମୟରେ ଫେମସ ହୋଇଗଲେ । ତେବେ ବନ୍ଧୁଗଣ ଭୁବନ ବାଦ୍ୟକରଙ୍କ ପରେ ଏବେ ଜଣେ ଆଇସକ୍ରିମ ବିକାଳିଙ୍କ ଟ୍ୟାଲେନ୍ଟ ସାମ୍ନାକୁ ଆସିଛି ।

ଗତ କିଛି ସମୟ ହେବ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ଆଇସକ୍ରିମ ବିକାଳି ଗୀତ ଗାଉଥିବାର ନଜର ଆସୁଛନ୍ତି । ବ୍ୟକ୍ତିଙ୍କ ଏହି ଗୀତଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଉ ଅନେକ ଲୋକ ବ୍ୟକ୍ତିଙ୍କ ଗୀତକୁ ପସନ୍ଦ ମଧ୍ୟ କରୁଛନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବ୍ୟକ୍ତିଙ୍କ ଗୀତ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *