ଘରେ ଚେମେଣିଆ ପଶିଲେ କେଉଁ ସମସ୍ୟା ଦେଖା ଦେଇଥାଏ… 10+ Sadhu Vani

ମନୁଷ୍ୟ ଏହି ସଂସାରରେ ସୁଖମୟ ଜୀବନଜାପନ କରିବାକୁ ହେଲେ । ମନୁଷ୍ୟକୁ କେତେ ଗୁଡିଏ ନିୟମ ଓ ଅନୁଶାସନ ପାଳନ କରିବାକୁ ପଡିଥାଏ । ଯେଉଁ ସବୁ ନୀତିନିୟମ ମାନି ଆଗକୁ ବଢିବା ଦ୍ଵାରା ଜୀବନ ସୁଖମୟ ହୋଇଥାଏ । ତେବେ ଚାଲନ୍ତୁ ସେହି ସବୁ ଭଲ ଭଲ ଅନୁଚିନ୍ତା ବିଷୟରେ ଆଜି ଏଠାରେ ଜାଣିବା ।

1- ସୂର୍ଯ୍ୟ ଉଦୟ ହେଲାପରେ ଶୋଇ ରହିବା ଉଚିତ ନୁହେଁ । କିମ୍ବା ପରିବାରରେ କାହାକୁ ଶୋଇ ରହିବାକୁ ଦେବା ଉଚିତ ନୁହେଁ । ଏହା ଘର ପାଇଁ ଭଲ ନୁହେଁ ।

2- ଘରକୁ ଆସିଥିବା ଅତିଥିଙ୍କୁ ଯଦି ଯେଉଁ ଘରେ ଆଦର ସତ୍କାର କରାଯାଏ ନାହିଁ । ସେହି ଘରକୁ ମାତା ଲକ୍ଷ୍ମୀଙ୍କର କୃପା ମିଳିପାରିନଥାଏ ।

3- ପ୍ରତ୍ଯେକ କଥାରେ ମିଛ କହିବା ଅଥବା ମିଛର ସାହାରା ନେବା ବହୁତ ବଡ ପାପ ହୋଇଥାଏ । ଏହାଦ୍ବାରା ବ୍ୟକ୍ତିର ଉନ୍ନତି ହୋଇପାରିନଥାଏ ।

4- ଯେଉଁ ଘରେ ସ୍ଵାମୀ ଓ ସ୍ତ୍ରୀ ପରସ୍ପରକୁ ସମ୍ମାନ କରିନଥାନ୍ତି । ବା ପରସ୍ପରକୁ ଅପଶବ୍ଦ ବ୍ୟବହାର କରି କଥାବାର୍ତ୍ତା ହୋଇଥାନ୍ତି । ସେହି ଘର ଉପରେ ମାତା ଲକ୍ଷ୍ମୀ କେବେବି ପ୍ରସନ୍ନ ହୋଇନଥାନ୍ତି ।

5- ଯଦି ରହୁଥିବା ଘର ଉତ୍ତମ ରୂପେ ସଫା କରାଯାଇନଥାଏ । ସେହି ଘରେ ଆର୍ଥିକ ଅଭାବ ଅନାଟନ ଲାଗି ରହିଥାଏ ।

6- ଘରେ ଝାଡୁକୁ ଖୋଲା ସ୍ଥାନରେ ରଖିବା ଦ୍ଵାରା ସମସ୍ତଙ୍କ ଦ୍ରୁଷ୍ଟି ଝାଡୁ ଉପରେ ପଡିଥାଏ । ଯାହା ଦ୍ଵାରା ଅଶୁଭ ହେବା ସହିତ ଧନହାନୀ ମଧ୍ୟ ହେବାର ସମ୍ଭାବନା ରହିଥାଏ । ତେଣୁ ଘରର ଝାଡୁକୁ ସର୍ବଦା ଲୁଚାଇ ରଖିବା ଘର ପାଇଁ ଅତ୍ୟନ୍ତ ମଙ୍ଗଲ ହୋଇଥାଏ ।

7- ଘରେ କିମ୍ବା ବ୍ୟବସାୟ ସ୍ତଳର ଦକ୍ଷିଣ ଦିଗରେ କ୍ଯାଲେଣ୍ଡର ଟାଙ୍ଗିବା ଦ୍ଵାରା ଘର ପାଇଁ ଅଶୁଭ ହୋଇଥାଏ । ଏହା ଘର ହେଉ ଅବା କାର୍ଯ୍ୟକ୍ଷେତ୍ର ସେଠାରେ ଉନ୍ନତିରେ ବହୁ ବାଧା ଦେଖାଦେଇଥାଏ ।

8- ଘରେ କେବେବି କୌଣସି ପ୍ରକାର ବଡ ପଥର ରଖିବା ଉଚିତ ନୁହେଁ । ଏହା ଘର ପାଇଁ କ୍ଷତିକାରକ ହେବା ସହ ଘରର ଉନ୍ନତିରେ ବାଧା ଆଣିଥାଏ ।

9- ଘରର ମୁଖ୍ୟଦ୍ଵାର ସଡକ ଠାରୁ ନୀଚା ହେବା ଦ୍ଵାରା ଘର ପାଇଁ ବାରମ୍ବାର ସମସ୍ଯା ଆସିଥାଏ । ଏଥିସହ ଘରେ ଏଥିପାଇଁ ସମସ୍ଯା ଆସିବା ଘର ପାଇଁ ଏହା ଅଶୁଭ ହୋଇଥାଏ ।

10- ଘରେ ଯଦି ଚେମେଣୀ ଚଢେଇ ପ୍ରବେଶ କରିଥାନ୍ତି । ତେବେ ଏହା ଘର ପାଇଁ ଦୁର୍ଭାଗ୍ୟ ଆସିବାର ସଂକେତ ହୋଇଥାଏ । ଏହାଛଡା ଘରେ ଏଥିପାଇଁ ସ୍ଵାସ୍ଥ ସମସ୍ଯା ଓ ଆର୍ଥିକ ସମସ୍ଯା ଆସିଥାଏ ।

ଆଶା କରୁଛି । ବନ୍ଧୁଗଣ ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ପେଜକୁ ଗୋଟିଏ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *