Draupadi Murmu ଙ୍କ ଜୀବନର 3 ଝଡ ସ୍ଵାମୀ ଓ ଦୁଇ ପୁଅଙ୍କ ଦେହାନ୍ତ, ଜାଣନ୍ତୁ Draupadi Murmu ଙ୍କ ଜୀବନର ଦୁଃଖ କାହାଣୀ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୌପଦୀ ମୁର୍ମୁ ରାଷ୍ଟ୍ରପତି ଙ୍କ ନାମରେ ଘୋଷଣା ହେବା ପରେ କିଛି ଏଭଳି କଥା କହିଛନ୍ତି ଯାହାକୁ ଶୁଣିଲେ ଆପଣଙ୍କ ହୃଦୟ ମର୍ମାହତ ହୋଇଯିବ । ତେବେ ଆସନ୍ତୁ ଜାଣିନେବା ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ମୁଁ ଟିଭି ରେ ପ୍ରଥମ ଥର ନିଜର ନାମ ଶୁଣିଲି । କିନ୍ତୁ ସେ କହିଛନ୍ତି ଯେ ମୋ ଜୀବନରେ ଘଟିଯାଇଥିବା ୩ ଟି ଝଡ କଥା ମନେ ପକାଇ ମୁଁ ଖୁବ ଦୁଃଖ ଅନୁଭବ କରିଲି ।

ତେବେ ଏହି କଥା କୁ ଦ୍ରୌପଦୀ ମୁର୍ମୁ କହି ନପାରିଲେ ମଧ୍ୟ ମନ ଭିତରେ ସେ ତାଙ୍କୁ ହିଁ ଖୋଜୁଥିବେ । ଯିଏ ଏହି ଖବର ଶୁଣିବା ମାତ୍ର ଖୁସିରେ ଫାଟି ପଡିଥାନ୍ତେ । ତେବେ ସେ ଅନ୍ୟ କେହି ନୁହଁନ୍ତି ସେ ତାଙ୍କର ସ୍ଵାମୀ । ଯାହାଙ୍କ ହାତ ଧରି ସେ ସାରା ଜୀବନ ବାଟ ଚାଲିବେ ବୋଲି ଆଶା ରଖିଥିଲେ । ମାତ୍ର ଅଧା ବାଟରେ ତାଙ୍କ ସ୍ଵାମୀ ତାଙ୍କ ହାତ ଛାଡି ଆରପାରି କୁ ଚାଲିଗଲେ ।

ତେବେ NDA ର ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇପାରନ୍ତି । ଆଉ ଏଥିପାଇଁ ଆମ୍ଭ ଓଡିଶା ଗର୍ବ ଅନୁଭବ ମଧ୍ୟ କରିବ । କିନ୍ତୁ ଦ୍ରୌପଦୀ ମୁର୍ମୁ ଙ୍କୁ ଜୀବନରେ ଘଟିଯାଇଥିବା ୩ ଝଡ କୁ ସେ କେବେ ମଧ୍ୟ ଭୁଲିଯାଇପାରିବେ ନାହିଁ । ଯେତେବେଳେ ସେ ଏହି ଖୁସିର ଖବର ଶୁଣିଥିବେ ସେତେବେଳେ ତାଙ୍କ ସ୍ଵାମୀ ଆଉ ଦୁଇ ପୁଅ ଙ୍କୁ ଖୁବ ମନେପକାଇଥିବେ ଦ୍ରୌପଦୀ ମୁର୍ମୁ । ଜଣେ ଆଦିବାସୀ ମହିଳା ଙ୍କୁ ପ୍ରାର୍ଥୀ କରି ବିଜେପି ତାହାର ନୀତି ସ୍ପଷ୍ଟ କରିଛି ।

ମାତ୍ର ରାଷ୍ଟ୍ରପତି ହେଉଛି ଏକ ବଡ ଦାଇତ୍ଵ । ଏଣୁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଦ୍ରୌପଦୀ ମୁର୍ମୁ । ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ରାଷ୍ଟ୍ରପତି ଏକ ସାମ୍ବିଧାନିକ ପଦ । ଆଉ ତାହାର ଗାରିମା ରକ୍ଷା କରିବେ ବୋଲି ଦ୍ରୌପଦୀ କହିଛନ୍ତି । ଆଉ ଏହି ସବୁ ଭିତରେ ନିଜ ଜୀବନରେ ଘଟିଯାଇଥିବା ୩ ଝଡ ଯେମିତିକି, ନିଜ ସ୍ଵାମୀ ଙ୍କୁ ହରାଇବା ଏବଂ ଦୁଇ ପୁଅ ଙ୍କୁ ହରାଇବା ଏହାକୁ ସେ କେବେ ମଧ୍ୟ ଭୁଲି ପାରିବେ ନାହିଁ ।

ଜଣେ ବ୍ୟାଙ୍କ ମ୍ୟାନେଜର ଶ୍ୟାମଚରଣ ମୁର୍ମୁ ଙ୍କୁ ଦ୍ରୌପଦୀ ବିବାହ କରିଥିଲେ । ମାତ୍ର ଏହି ଖୁସି ଦେଖିବା ପାଇଁ ଆଜି ଦ୍ରୌପଦୀ ମୁର୍ମୁ ଙ୍କ ସ୍ଵାମୀ ନାହାଁନ୍ତି । ବର୍ତ୍ତମାନ ତାଙ୍କର ଏକମାତ୍ର ସାହାରା ହେଉଛନ୍ତି ଝିଅ ଇତିଶ୍ରୀ ମୁର୍ମୁ । ତେବେ ଆମ୍ଭର ଶୁଭକାମନା ଦ୍ରୌପଦୀ ମୁର୍ମୁ ଙ୍କ ସହିତ ଅଛି ଯେ ଆଗକୁ ଜନକଲ୍ୟାଣ ନିମନ୍ତେ ସୁରକ୍ଷିତ କାର୍ଯ୍ୟ କରନ୍ତୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *