ଦୀପାଳିଙ୍କ ବିଜୟ ମୁକୁଟ ଦେଖି ଜେଲରେ ଗୋପାଳର ମୁଣ୍ଡ ଗୋଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଝାରସୁଗୁଡାର ମଙ୍ଗ ଧରିଲେ ଦୀପାଳି ! ଗୋପାଳ ଦାସ ଜେଲ୍ ରେ ରହି ହୋଇଲା ଆଶ୍ଚର୍ଯ୍ୟ ! ତେବେ ସୂଚନା ମୁତାବିକ ପୂର୍ବତନ ସ୍ଵାସ୍ଥମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ କରାଯାଇ ହତ୍ୟା କରାଯିବା ପରେ ବିଧାନସଭା ମନ୍ତ୍ରୀ ପଦ ଖାଲି ପଡିଥିଲା । ସେଥିପାଇଁ ଝାରଶୁଗୁଡାରେ ଉପନିର୍ବାଚନର ଡାକରା ଦିଆଯାଇଥିଲା । ତେବେ ଏହି ଆସନକୁ ହାତେଇବା ପାଇଁ ବିଭିନ୍ନ ଦଳର ପ୍ରାଥୀ ମାନେ ଆଗକୁ ଆସିଥିଲେ ।

ଏହା ସହିତ ନବ ଦାସ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କର ପୂର୍ବରୁ ମଧ୍ୟ ରାଜନୀତିରେ ଆଗ୍ରହ ରଖିଥିଲେ । ତେବେ ତାଙ୍କ ବାପା ନବ କିଶୋର ଦାସଙ୍କ ଦେହାନ୍ତ ପରେ ସେ ମଧ୍ୟ ଉପନିର୍ବାଚନରେ ବିଜେଡି ପ୍ରାଥୀ ହୋଇ ଠିଆ ହୋଇଥିଲେ । ତେବେ ଖବର ମୁତାବିକ ଝାରଶୁଗୁଡାର ଉପନିର୍ବାଚନୀ ଗଣତି ଗତ କାଲି କରଯାଇଥିଲା । ତେବେ ଏଥିରେ ବିପୁଳ ମାତ୍ରାରେ ଭୋଟ ହାସଲ କରି ଦୀପାଳି ଦାସ ବିଜୟ ହାସଲ କରିଛନ୍ତି ।

ତେବେ ଝାରସୁଗୁଡାରେ ଦୀପାଳି ଦାସଙ୍କ ବିଜୟକୁ ନେଇ ସାରା ଝାରସୁଗୁଡାବାସୀ ଏହି ଅବସରରେ ଖୁସି ମନାଉଛନ୍ତି । ତେବେ ଜେଲ୍ ରେ ରହି ଅପରାଧୀ ଗୋପାଳ ଦାସ ଶୁଣିବାକୁ ପାଇଛି । ଯେ ନବ କିଶୋର ଦାସର ଝିଅ ଦୀପାଳି ଦାସ ନିର୍ବାଚନୀରେ ବିଜୟୀ ହୋଇଛି । ଏହା ଶୁଣି ଗୋପାଳ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । କାରଣ ସେ ଚକ୍ରାନ୍ତ କରି ଦୀପାଳି ଦାସର ବାପା ତଥା ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ ସେ ହିଁ ହ-ତ୍ୟା କରିଥିଲା ।

ଏବେ ସେହି ନବ କିଶୋର ଦାସର ବିୟୋଗରେ ବିଧାନସଭାରେ ସୃଷ୍ଟି ହୋଇଥିବା କ୍ଷତିକୁ ତାଙ୍କ ଝିଅ ଦୀପାଳି ଦାସ ପୂରଣ କରିଛି । ତେବେ ସବୁରି ମଧ୍ୟରେ ଗୋପାଳ ଦାସ କିନ୍ତୁ କିଛି ମାତ୍ରାରେ ଦୀପାଳି ଦାସର ବିଜୟକୁ ଦେଖି ଖୁସି ମଧ୍ୟ ହୋଇଯାଇଛି । କାରଣ ସେ ଚଳିତ ବର୍ଷ ନବ ଦାସଙ୍କୁ ଗୁଳିମାଡ କରିଥିଲା । ପୁଅ ଓ ଝିଅଙ୍କ ଠାରୁ ତା’ ର ବାପାଙ୍କୁ ଛଡାଇ ପୁଅ, ଝିଅଙ୍କୁ ବାପା ଛେଉଣ୍ଡ କରିଦେଇଥିଲା ।

ତେବେ ବର୍ତ୍ତମାନ କିନ୍ତୁ ଦୀପାଳି ଦାସର ନିର୍ବାଚନରେ ବିଜୟୀ ପରେ କେତେକାଂଶରେ ନବ ଦାସଙ୍କ ପରିବାର ସେହି ପୁରୁଣା ଦୁଃଖକୁ ଭୁଲି ବର୍ତ୍ତମାନ ଖୁସି ମନାଉଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସମୟରେ ଖାଲି ଝାରସୁଗୁଡାବାସୀ କାହିଁକି ଓଡିଶାବାସୀ ମଧ୍ୟ ଚର୍ଚା କରୁଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *