Constable ଙ୍କ ଠାରୁ ନେଇ DGP ଙ୍କ ପର୍ଯ୍ୟନ୍ତ କାହାର ଦରମା କେତେ ? କାହା ତଳେ କିଏ କାମ କରେ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କୁ କନେଷ୍ଟବଳ ଠାରୁ ଆରମ୍ଭ କରିଡ଼ି.ଜି.ପି ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଅସଲି ଦରମା ବିଷୟରେ ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ । ୧- କନେଷ୍ଟବଳ ଙ୍କ ଦରମା ହେଉଛି ୩୦, ୮୫୩ ଟଙ୍କା । ୨- ଲାନ୍ସନାଏକ ଙ୍କ ଦରମା ହେଉଛି ୩୫,୪୭୫ ଟଙ୍କା । ୩- ହାବିଲଦାର ବା ହେଡ କନେଷ୍ଟବଳ ଙ୍କ ଦରମା ହେଉଛି ୩୫,୪୭୫ ଟଙ୍କା ।

୪- ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ଙ୍କ ମାସକୁ ଦରମା ହେଉଛି ୪୦,୧୦୦ ଟଙ୍କା ୫- ସବ ଇନ୍ସପେକ୍ଟର ଙ୍କ ଦରମା ହେଉଛି ୪୭,୮୫୦ ଟଙ୍କା । ୬- ଇନ୍ସପେକ୍ଟର ଙ୍କ ମାସକୁ ଦରମା ହେଉଛି ୫୯,୭୨୫ ଟଙ୍କା । ୭- ଡ଼ିଏସପି ଙ୍କ ମାସକୁ ଦରମା ହେଉଛି ୭୭,୩୨୫ ଟଙ୍କା ।

୮- ଏ ଏସ ପି ଙ୍କ ମାସକୁ ଦରମା ହେଉଛି୭୭,୩୨୫ ଟଙ୍କା । ୯- ଆଡ଼ିସ୍ନାଲ ସୁପରିଟେଣ୍ଡେଟ ପୋଲିସ ଙ୍କ ଦରମା ହେଉଛି ୯୧,୧୮୫ ଟଙ୍କା । ୧୦- ସୁପରିଟେଣ୍ଡେଟ ପୋଲିସ (ଏସ ପି) ତେବେ ତାଙ୍କ ମାସକୁ ଦରମା ହେଉଛି ୧,୦୫,୭୦୦ ଟଙ୍କା ।

୧୧- ସିନିୟର ସୁପରିଟେଣ୍ଡେଟ ପୋଲିସ ( ଏସ ଏସ ପି) ଙ୍କ ମାସକୁ ଦରମା ହେଉଛି ୧,୫୫,୩୨୫ ଟଙ୍କା । ୧୨- ଡ଼ିଆଇଜି ଙ୍କ ମାସକୁ ଦରମା ହେଉଛି ୧,୭୧,୦୭୫ ଟଙ୍କା । ୧୩- ଆଇ ଜି ଙ୍କ ମାସକୁ ଦରମା ହେଉଛି ୧,୮୭,୪୫୦ ଟଙ୍କା ।

୧୪- ଏଡିଜିପି ଙ୍କ ମାସକୁ ଦରମା ହେଉଛି ୨,୦୫,୪୦୦ ଟଙ୍କା । ତେବେ ବର୍ତ୍ତମାନ ଏଡିଜିପି ଅରୁଣ ବୋଥ୍ରା ଅଛନ୍ତି । ୧୫- ଏସଡ଼ିଜିପି ଙ୍କ ମାସକୁ ଦରମା ହେଉଛି ୨ଲକ୍ଷ ୨୫ ହଜାର ଟଙ୍କା । ୧୬- ଡ଼ିଜିପି ଙ୍କ ମାସକୁ ଦରମା ହେଉଛି ୨ ଲକ୍ଷ ୨୫ ହଜାର ଟଙ୍କା ।

ତେବେ ବର୍ତ୍ତମାନ ର ଡ଼ିଜିପି ହେଉଛନ୍ତି ଅଭୟ କୁମାର । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *