ବନ୍ଧୁଗଣ, ଏହିଭଳି ଅନେକ ପ୍ରଶ୍ନ ରହିଅଛି ମାତ୍ର ସେ ସବୁର ଉତ୍ତର ଆମ୍ଭେ ଜାଣି ମଧ୍ୟ ତାହାକୁ ସଠିକ ଭାବରେ କହି ପରି ନଥାଉ । ତେବେ ଆଜି ଆମ୍ଭେ ସେହି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଆପଣ ମାନଙ୍କୁ ଅବଗତ କରିବାକୁ ଯାଉଅଛୁ । ଯାହାର ଉତ୍ତର ଆପଣ ମାନେ ଆପଣ ମାନେ ଅତି ସହଜରେ ମନେ ରଖିପାରିବେ । ଯାହା ଦ୍ଵାରା ଆପଣଙ୍କ ସାଧାରଣ ଜ୍ଞାନରେ ଉନ୍ନତି ଆସିଥାଏ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।
୧;- କାହାର ଦାନ୍ତ ଅଛି କିନ୍ତୁ କାମୁଡିପାରେ ନାହିଁ ?
ଉତ୍ତର;- ପାନିଆଁ ।
୨;- ଛୋଟ ପିଲା ମାନଙ୍କର ଏମିତି ଏକ ଖେଳଣା ଯାହାକୁ ଦୁନିଆର ସବୁଠାରୁ ବଡ ଲୋକ ମଧ୍ୟ କିଣି ପାରିବେ ନାହିଁ ତାହା କ’ଣ ?
ଉତ୍ତର;- ଜହ୍ନ ମାମୁ ।
୩;- ଆଖି ଥିଲେ ମଧ୍ୟ ଅନ୍ଧ ତାହା କଣ ?
ଉତ୍ତର;- ମୂର୍ଖ ଲୋକ ।
୪;- ପବନ ଖାଇଲେ କିଏ ମରେ ?
ଉତ୍ତର;- ଝାଳ ।
୫;- ପୋଡେ କିନ୍ତୁ ନିଆଁ ନୁହେଁ ତାହା କଣ ?
ଉତ୍ତର;- ଲଙ୍କା ।
୬;- ମୃ-ତ୍ୟୁ ପରେ ମଧ୍ୟ କିଏ ଠିଆ ହୋଇପାରେ ?
ଉତ୍ତର;- ଗଛ ।
୭;- ଚଲେଇଲେ ଚାଲେ କିନ୍ତୁ ଆଗକୁ ଯାଇପାରେ ନାହିଁ ?
ଉତ୍ତର;- ଫ୍ୟାନ ଅଥବା ପଙ୍ଖା ।
୮;- ଭଙ୍ଗା ହେଲେ ମଧ୍ୟ ସେ ଗୋଟିଏ ତାହା କଣ ?
ଉତ୍ତର;- ଖିଲି ପାନ ।
୯;- ଖାଇଲେ କିଏ ମରେ ?
ଉତ୍ତର;- ଭୋକ ।
୧୦;- ଦିନରେ ଶୁଏ ମଜୁରି ନିଏ, ସେ କିଏ ?
ଉତ୍ତର;- ରାତ୍ର ଜଗୁଆଳି ।
୧୧;- ଶାଶୁକୁ କଫି ଦରକାର ଏବଂ ସ୍ଵାମୀଙ୍କୁ ଚା’ ଦରକାର ସ୍ତ୍ରୀ ପ୍ରଥମେ କଣ କରିବେ ?
ଉତ୍ତର;- ଗ୍ୟାସ ଅନ କରିବେ ।
୧୨;- ଗୋଟିଏ ଘରେ ଜଣେ ଅନ୍ଧ, ଜଣେ ଛୋଟା ଏବଂ ଜଣେ କାଲ ରହୁଛନ୍ତି, ତେବେ ଅଟା ପେଶିବା ପାଇଁ କିଏ ଯିବ ?
ଉତ୍ତର;- କେହି ନୁହେଁ, କାରଣ ଅଟା କୁ ପେଶିବା ଦରକାର ନହିଁ ।
୧୩;- ଜଣେ ବ୍ୟକ୍ତି ଗୋଟିଏ ଆଙ୍ଗୁଳିରେ ୫ ସେକେଣ୍ଡ ରେ ୫ ଜଣଙ୍କୁ ଉପରକୁ ପଠାଇଦେଲେ, ସେ କିଏ ଥିଲା ?
ଉତ୍ତର;- ଲିଫ୍ଟ ମ୍ୟାନ ।
୧୪;- ରାମୁର ୬ ବର୍ଷ ବେଳେ ତା ଭଉଣୀର ବୟସ ତାର ଅଧା ଥିଲା, ରାମୁକୁ ୪୦ ବର୍ଷ ବେଳେ ତା ଭଉଣୀର ବୟସ କେତେ ହୋଇଥିବା ?
ଉତ୍ତର;- ୩୭ ବର୍ଷ ।
୧୫;- ଆପଣ ଗୋଟିଏ ଏଭଳି ରୁମ ରେ ଅଛନ୍ତି ଯେଉଁଠି ମାଙ୍କଡ ହାତରେ କଦଳୀ, ଠେକୁଆ ହାତରେ ଗାଜର ଏବଂ କୁକୁର ମୁହଁରେ ହାଡ ଅଛି । ସେଠାରେ ସବୁଠାରୁ ବୁଦ୍ଧିମାନ ପ୍ରାଣୀ କିଏ ?
ଉତ୍ତର;- ଆପଣ ।
୧୬;- ତାହା କଣ ଯାହାକୁ ବାନ୍ଧିବା ପରେ ମଧ୍ୟ ଚାଲିଥାଏ ?
ଉତ୍ତର;- ହାତ ଘଣ୍ଟା ।
୧୭;- ଦଶ କିଲୋ ଲୁହା ତଥା ଦଶ କିଲୋ ତୁଳା ମଧ୍ୟରେ କାହାର ଓଜନ ବେଶୀ ?
ଉତ୍ତର;- ଉଭୟ ସମାନ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
୧୮;- ଯାଏ ନୀଳ କାର ରେ ଆସେ ନାଲି କାର ରେ ସେ କିଏ ?
ଉତ୍ତର;- ପାନଛେପ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।