4 ଟି ବାଘଙ୍କୁ ନାକେଦମ କରି ଦେଲା ବତକ, ଚଖେଇଲା ଏମିତି ମଜା…ଦେଖିଲେ ହସି ହସି ବେଦମ ହେଇଯିବେ, ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଥିବା ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଜ ହସ ରୋକିପାରିବେ ନାହିଁ ।

ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଭାଇରାଲ ହେଉଥିବା ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ଏହି ଭିଡିଓରେ ଗୋଟେ ବତକକୁ ଶିକାର କରିବା ପାଇଁ ୪ଟି ମହାବଳ ବାଘକୁ ନାକେଦମ ହେବାକୁ ପଡିଛି ।

ଏବେ ସୋସିଆଲ ମିଡିଆରେ ବାଘ ଆଉ ବତକର ଏହି ଭିଡିଓ ବହୁତ ମାତ୍ରା ରେ ଭାଇରାଲ ହେଉଛି । ଭିଡିଓରେ ଆପଣ ଦେଖୁଥିବେ ୪ଟି ବାଘ ପୋଖରୀ ଭିତରେ ଏକ ବତକକୁ ଦେଖିଛନ୍ତି । ଏହା ପରେ ସେମାନେ ତାକୁ ଖାଇବେ ବୋଲି ଭାବି ବହୁତ ଖୁସି ହୋଇଯାଇଛନ୍ତି । କିନ୍ତୁ ଯେତେବେଳେ ବାଘ ମାନେ ବତକର ଶିକାର କରିବା ପାଇଁ ପାଣିରେ ପଶି ଛନ୍ତି ସେତେବେଳେ ବତକ ଏହି ବାଘ ମାନଙ୍କୁ ମଜା ଚଖେଇଛି ।

ଆପଣ ହୁଏତ ଏହି ଭିଡିଓ ଦେଖିଲେ ଲୁଚକାଳି ଖେଳ କହି ପାରନ୍ତି । ଭିଡିଓରେ ଆପଣ ଦେଖିପାରୁଥିବେ ଯେତେବେଳେ ବାଘ ବତକକୁ ଆକ୍ରମଣ କରୁଛନ୍ତି ସେତେବେଳେ ବତକଟି ପାଣି ଭିତରେ ଲୁଚି ଯାଉଛି । ଏହା ପରେ ବତକଟି ଅନ୍ୟ ଏକ ଜାଗାରେ ଯାଇ ବାହାରୁଛି । ଗୋଟିଏ ପଟେ ବାଘ ଶିକାର କରିବାକୁ ଥିବା ବେଳେ ଅନ୍ୟ ପଟେ ବତକ ବାଘ ମାନଙ୍କ ସହ ଲୁଚକାଳି ଖେଳ ଖେଳୁଥିବାର ନଜର ଆସୁଛି ।

କାରଣ ବତକ ପାଖକୁ ବାଘ ପହଞ୍ଚି ଗଲା ପରେ ଠିକ ସେତିକି ବେଳକୁ ବତକଟି ପାଣି ଭିତରେ ଲୁଚି ଯାଉଛି । ଏହା ପରେ ସବୁ ବାଘ ବୋକା ହେଇଯାଉଛନ୍ତି । ବାରମ୍ବାର ଚେଷ୍ଟା କରିବା ସତ୍ବେ ମଧ୍ୟ ବାଘ ବତକକୁ ଶିକାର କରିପାରୁ ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *