ଯମ ହାବୁଡରେ ପଡିଲା 2022, ଘଟିବ କଳିଯୁଗର ଶେଷ ଲକ୍ଷଣ ! ଦେଖନ୍ତୁ 2022 କୁ ନେଇ କଣ କୁହେ ମାଳିକା (Malika Bachan)

ନମସ୍କାର ବନ୍ଧୁଗଣ ତେବେ ଆପଣ ଙ୍କୁ ଅନେକ ସମୟରେ ଅନେକ ଏମିତି ମାଳିକା ବର୍ଣ୍ଣିତ କଥା କହିଥାଉ ଫଳରେ ଆପଣ କିଛି ମାଳିକା ବର୍ଣ୍ଣିତ ସ୍ଥାନ ଏବଂ ମାଳିକା ର ଭକ୍ତ ମାନଙ୍କ ବିଷୟରେ ଜାଣିବାର ସୁଯୋଗ ପାଉଛନ୍ତି ଏବଂ ଅନେକ ନୂଆ ନୂଆ କଥା ମଧ୍ୟ ସେମାନଙ୍କ ଠାରୁ ଜାଣୁ ଛନ୍ତି । ତେବେ ଅନେକ ଥର ଭଳି ପୁଣିଥରେ ମାଳିକାର ଏକ ବିଶେଷ କଥା ଉପରେ ଗୁରୁତ୍ବ ଆରୋପ କରି ଜନସାଧାରଣ ଙ୍କ ସଚେତନତା ନିମନ୍ତେ ମାଳିକା ବର୍ଣ୍ଣିତ ତଥ୍ୟ କୁ ଆଲୋଚନା କରିବା ।


ଯାହା ବାସ୍ତବରେ ଏକ ଗୁରୁତ୍ବପୂର୍ଣ୍ଣ ଏବଂ ମହତ୍ କଥା । ତେବେ ମାଳିକା ବର୍ଣ୍ଣିତ ଯେଉଁ ଗୁପ୍ତ ଭକ୍ତ ମାନେ ରହିଛନ୍ତି ସେମାନଂକୁ କ୍ୟାମେରା ସାମ୍ନାକୁ ଆଣିବାକୁ ଏ ପ୍ରୟାସ ଜାରି ରହିଛି । ଏହାକୁ ଜାରି ରଖିଛି ସତ୍ୟଭଂଜ ୟୁ ଟ୍ୟୁବ୍ ଚ୍ୟାନେଲ ଏବଂ ତାର ଟିମ୍ । ଏହା ସତ ଯେ ମାଳିକା ରେ ରେ ଦୀର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ ।

ଯଦିଓ ଏହାକୁ ଅନେକ ମାନିବାକୁ ରାଜି ନାହାଁନ୍ତି ତଥାପି ବି ଏହି ଘଟଣା ସବୁ ସତ । ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ । ତେବେ ଆସନ୍ତୁ ସେହିପରି ଆଜି ଏକ ବିଶେଷ କଥା ବିଷୟରେ ଜାଣିବା ଯାହା ମାଳିକା ରେ ବର୍ଣ୍ଣିତ ରହିଛି । ଆଉ ଏହାକୁ କହିଛନ୍ତି ସବୁରି ପ୍ରିୟ ଦିବାକର ବାବା ।

ତେବେ ମହାପୁରୁଷ କହିଲେ ଏମିତି ଏକ ସମୟ ଆସିବ , ଫଳ ନଫଳିବ ବୃକ୍ଷରେ ବୃକ୍ଷ ଥୁଣ୍ଟା ହୋଇବ , ନାନାଜାତି ହୋଇଣ ବୃକ୍ଷ ଉପୁଢୁଥିବ । ନୀଳଚକ୍ର ଉପରେ ଚିଲ ଉଡିବାର ଥିଲା ତାହା ମଧ୍ୟ ସତ୍ୟ ହୋଇ ସାରିଛି । ଅନେକ ଭକ୍ତ ମାନଙ୍କର ଠାବ ଏହି ୨୦୨୨ ମସିହାରେ ହୋଇବ ବୋଲି ମହାପୁରୁଷ କହିଛନ୍ତି । ମାଳିକା ଅନୁସାରେ କଣ ସତରେ କଣ ବାଇଶି ପାହେଚେ ମୀନ ଖେଳିବ,ମାଳିକା ଅନୁସାରେ ସତରେ କଣ ଜଳସ୍ତର ନୀଳଚକ୍ର ଛୁଇଁବ ।

ସବୁଦିନ ପାଇଁ ଦେଉଳରେ କବାଟ ପଡିଯିବ । ଚଣ୍ଡି ଚାମୁଣ୍ଡା ଯେ ମାତିବେ ଏସବୁ କାଳ୍ପନିକ ନାଁ ବାସ୍ତବିକ । ରତ୍ନ ସିଂହାସନରେ ମହାପ୍ରଭଉ ଶୋଭା ପାଇବେ ନାହିଁ । ପବିତ୍ର ଘୋଷ ଯାତ୍ରା ସତରେ କଣ ବନ୍ଦ ହୋଇଯିବ । ସତରେ କଣ ଜଳିଯିବ କଳ୍ପବଟ । ବନ୍ଦ ହୋଇଯିବ ଇଣ୍ଟରନେଟ ଅଚଳ ହୋଇଯିବହ ବ୍ୟାଙ୍କ ସେକ୍ଟର ଏବଂ ମୋବାଇଲ ହାତର ଖେଳନା ପାଲଟିଯିବ ।
ତେବେ ୨୦୩୦ ସୁଦ୍ଧା ଭାରତର ୧୩ ଟି ସହର ଜଳମଗ୍ନ ହୋଇଯିବ ।

ଫାଟିଯିବ ହୀରାକୁଦ ବନ୍ଧ ଏବଂ ୬୦ ଭାଗ ଓଡିଶା ଜଳମଗ୍ନ ହୋଇଯିବ । ବଦଳିଯିବ ରତୁଚକ୍ର, ସାରା ବିଶ୍ବକୁ ଅଜଣା ବ୍ୟାଧି ଗ୍ରାସିବ । ଘଗେ ଘରେ ତାଟି କବାଟ ପଡିଯିବ ଗ୍ରାମେ ଗ୍ରାମେ ଶ୍ବାନ ଶୃଗାଳ ବୁଲିବେ । ଡାକ୍ତର ଓ ବିଶେଷଜ୍ଞ ମାନେ ବ୍ୟାଧି ଚିହ୍ନି ପାରିବେ ନାହିଁ । ଆଗକୁ ଧର୍ମଗ୍ରନ୍ଥମାନ ସବୁ ଫୋପଡା ଯିବ । ୧୩ ଦିନିଆ ପକ୍ଷ ପଡିବ , ଶ୍ରୀମନ୍ଦିର ରୁ ବାରମ୍ବାର ପଥର ଖସିବ ।

ମହାପ୍ରଭଉଙ୍କୁ ରୁଷିଆ ଚୋରି କରିନେବ । ଆଉ ଏସବୁ ଘଟଣା ଭିତରୁ ବହୁତ ସତ ହେଲାଣି ଏବଂ ଆଗକୁ ଏହା ମଧ୍ୟ ଗୋଟି ଗୋଟି କରି ସବୁ ସତ ହେବ ବୋଲି ମହାପୁରୁଷ ମାନେ ଉଲ୍ଲେଖ କରି ଯାଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *