ବୃଦ୍ଧ ମହିଳାଙ୍କ ଘରେ ଅଚାନକ ପହଞ୍ଚିଗଲେ DM ସାହାବ, ଆଉ ତା’ ପରେ ଯାହା ହେଲା ଜାଣି ଚମକି ପଡିବେ…

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ବହୁତ ଅଧିକ ଖୁସି ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଏହି ଖବରକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ବୃଦ୍ଧ ମହିଳାଙ୍କ ଘରକୁ ଗଲେ ଡିଏମ ଅଫିସର ସେଇଠି ତାଙ୍କ ହାତରୁ ଭୋଜନ କରିଲେ ଆଉ ଯିବା ବେଳେ ଦେଇଗଲେ ଏକ ବଡ ଭେଟ । ଡିଏମଙ୍କର ଏହି କାମକୁ ନେଇ ଏବେ ସବୁ ଆଡେ ପ୍ରଶଂସାର ସୁଅ ଛୁଟୁଛି । 80 ବର୍ଷର ଜଣେ ବୃଦ୍ଧ ମହିଳା ନିଜ ଘରେ ଏକା ରହୁଥିଲେ । ବୃଦ୍ଧ ମହିଳା ଜଣକ ଅନେକ ଦିନ ହେବ ରୋଗାକ୍ରାନ୍ତ ଥିଲେ ସେ ଅନେକ ଦିନ ଧରି ଠିକ ଭାବରେ ଖାଦ୍ୟ ଖାଇ ନଥିଲେ ।

ଏଭଳି ସ୍ଥିତିରେ ବୃଦ୍ଧ ମହିଳା ଜଣକ ଇଶ୍ଵରଙ୍କୁ ପ୍ରାର୍ଥନା କରି କହୁଥିଲେ ତାଙ୍କୁ ନେଇଯିବା ପାଇଁ । ଯେତେବେଳେ ସେହି ବୃଦ୍ଧ ମହିଳାଙ୍କ ବିଷୟରେ ତାମିଲନାଡୁର କରୋଡ ଜିଲ୍ଲାର କଲେକ୍ଟର ଡି. ଅମବାଜ ଗେନଙ୍କୁ ଜଣା ପଡିଲା ସେତେବେଳେ ଅମବାଜ ନିଜ ଧର୍ମ ପତ୍ନୀଙ୍କୁ ଖାଦ୍ୟ ବନେଇବା ପାଇଁ କହିଲେ । ଏହା ପରେ ସେ ଖାଦ୍ୟ ନେଇ ସେହି ବୃଦ୍ଧ ମହିଳାଙ୍କ ଚାଳ ଘରକୁ ଗଲେ ।

ଅମବାଜ ସେହି ବୃଦ୍ଧ ମହିଳାଙ୍କ ଘରକୁ ଅତିଥି ହୋଇ ଯାଇଥିଲେ । କଲେକ୍ଟରଙ୍କୁ ବୁଦ୍ଧ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ସେ ବୁଝି ପାରିଲେ ନାହିଁ କଣ ହେଇଛି । କଲେକ୍ଟର ତାଙ୍କୁ କହିଲେ ମାଆ ମୁଁ ମୋ ଘରୁ ଆପଣଙ୍କ ପାଇଁ ଭୋଜନ ନେଇକି ଆସିଛି ଆସନ୍ତୁ ଆମେ ମିଶିକି ଖାଇବା । ଏହା ପରେ ବୃଦ୍ଧ ମହିଳା କହିଲେ ମୋ ଘରେ ଅଧିକ ବାସନ ନାହିଁ ତେଣୁ ମୁଁ ସବୁବେଳେ କଦଳୀ ପତ୍ରରେ ଭୋଜନ କରେ ।

ଏହା ଶୁଣି କଲେକ୍ଟର କହିଲେ ଆଜି ମୁଁ ବି ଆପଣଙ୍କ ସହ କଦଳୀ ପତ୍ରରେ ଭୋଜନ କରିବି । ଭୋଜନ କରିବା ପରେ କଲେକ୍ଟର କହିଲେ, ଆପଣଙ୍କୁ ବେଙ୍କ ଆସିବାର କୌଣସି ଆବଶ୍ୟକତା ନାହିଁ । ଆପଣଙ୍କ ଘରେ ଆପଣଙ୍କୁ ଟଙ୍କା ମିଳିଯିବ । ତେବେ କଲେକ୍ଟରଙ୍କ ଏହି ଦୟା ସ୍ଵଭାବ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *