Brahmapur ହସ୍ପିଟାଲରେ ଭୁତ, ସିସିଟିଭିରେ ହେଲା କଏଦ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ରହିଛି । ଦେଶରେ କରୋନା ମହାମାରୀର ସଂକ୍ରମଣ ଦିନକୁ ଦିନ ବଢିବାରୁ ଲୋକ ମାନଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଯାଇଛି । ଅନ୍ୟ ପକ୍ଷରେ ଦେଶରେ ଏପରି ସବୁ ଘଟଣା ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁତ ମାତ୍ରାରେ ଭାଇରାଲ ହେଉଛି । ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ବ୍ରହ୍ମପୁର ଜିଲ୍ଲାରେ ଥିବା ଏକ ହସ୍ପିଟାଲରେ ଭୁତ ରହିଛି ।


ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।  ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ତେବେ ମିଡିଆ ରିପୋର୍ଟସ ଅନୁସାରେ ଏହା ଖବର ମିଳିଛି ଯେ, ବ୍ରହ୍ମପୁରର ଏମକେ ସିଜି ମେଡିକାଲରେ ଭୁତ ଅଛି । ଏମକେ ସିଜି ମେଡିକାଲର କାଜୁଆଲଟି ନିକଟ ପଞ୍ଚମ ମହଲାର୍ତେ ପ୍ରତ୍ୟକ ଦିନ ରାତିରେ କିଛି ଅଜବ ଶବ୍ଦ ଶୁଣିବାକୁ ମିଳୁଛି ।

ଏହି ଘଟଣାଟିକୁ ସେଠାକରେ ରହୁଥିବା କିଛି କର୍ମଚାରୀ ମାନେ ପ୍ରତ୍ୟକ ଦିନ ସାମ୍ନାରେ କରୁଥିଲେ । ଏହା ପରେ ସେମାନେ ଜାଣିବାକୁ ପାଇଥିଲେ ଯେ ସେହି ସ୍ଥାନରେ କୌଣସି ପ୍ରେତ ଆତ୍ମା ରହୁଛି । ହେଲେ ମେଡିକାଲର ସୁପରିଡେଣ୍ଡେଣ୍ଟ ଏହି କଥାକୁ ଏକ ଗୁଜବ ବୋଲି କହିଛନ୍ତି । ବନ୍ଧୁଗଣ ଏହି ଘଟଣାର ତଦନ୍ତ ହେବା ଉଚିତ ବୋଲି କିଛି ଲୋକ କହୁଛନ୍ତି । କାରଣ ବର୍ତ୍ତମାନର ଆଧୁନିକ ଦୁନିଆରେ ଭୁତ ପ୍ରେତ ଅଛନ୍ତି ନା ନାହିଁ ତାହା ବିଷୟରେ ଅଧିକାଂଶ ଲୋକ ଜାଣି ନାହାନ୍ତି ।

କିଛି ଦିନ କର୍ମଚାରୀ ମାନେ ଏହି ଅଜବ ଘଟଣାର ସମ୍ମୁଖୀନ ହେବା ପରେ ମେଡିକାଲ କର୍ତ୍ତୁରପକ୍ଷଙ୍କୁ ଏହା ବିଷୟରେ ସୂଚନା ଦେଇଥିଲେ । ଘଟଣାର କିଛି ଦିନ ପରେ ମେଡିକାଲର ସିସି ଟିଭି କ୍ୟାମେରାକୁ ଚେକ କରଯାଇଥିଲା । ମେଡିକାଲର ସିସି ଟିଭି କ୍ୟାମେରାକୁ ଚେକ୍ କରିବା ଦ୍ଵାରା ଦେଖିବାକୁ ମିଳିଥିଲା କିଛି ଅଜବ ଗଜବ ଦୃଶ୍ୟ । ସିସି ଟିଭି କ୍ୟାମେରାରେ କିଛି ଲାଇଟ ପାସ୍ କରୁଥିବା ନଜର ଆସିଛି ।


ଆପଣ ମାନେ ଏହି ଫଟୋ ଦ୍ଵାରା ସେହି ଦୃଶ୍ୟକୁ ଦେଖିପାରୁଥିବେ । ଏହି ସିସି ଟିଭି ଫୁଟେଜକୁ ଦେଖି ଅଧିକାଂଶ ଲୋକ ଏହାକୁ ଭୁତର ଆଖ୍ୟା ଦେଉଛନ୍ତି । ହସ୍ପିଟାଲ ମଧ୍ୟରେ ଏହି ପରି ଲାଇଟ ଯିବା କୌଣସି ଗୁଜବ ନୁହେଁ । ସିସି ଟିଭି କ୍ୟାମେରାକୁ ଦେଖି ସ୍ପର୍ଷ୍ଟ ହୋଇଯାଉଛି ଯେ ସେହି ହସ୍ପିଟାଲରେ କୌଣସି ଭୁତ ପ୍ରେତ ରହିଛି  । ଏହି ଘଟଣା ଘଟିବା ପରେ ସେହି ସ୍ଥାନରେ ଥିବା ଲୋକ ମାନଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଯାଇଛି ।

Leave a Reply

Your email address will not be published. Required fields are marked *