ଭଲ ପାଉଥିବା ଝିଅକୁ ରାସ୍ତାରେ ଅଟକାଇଲା ରୋଡ ରୋମୀଓ ! ଝିଅ ଫୋନ କଲା ବାପାକୁ, ବାପା ଆସିଲା ଯୁବକଟି ମାରିଲା…

ଭଲ ପାଉଥିବା ଝିଅକୁ ରାସ୍ତାରେ ଅଟକାଇଲା ଯୁବକ ! ଝିଅ ଫୋନ କରିଲା । ଯୁବକ ଜଣଙ୍କ ବାପାକୁ ମାରିଲା । ହଁ ଆଜ୍ଞା ଖବର ମୁତାବିକ ଜଣେ ଝିଅଟି ନବମ ଶ୍ରେଣୀରେ ପାଠ ପଢେ । ସବୁଦିନ ପରି ସେଦିନ ବି ଛାତ୍ରୀ ଜଣଙ୍କ ସ୍କୁଲକୁ ଯାଉଥିଲା । ହେଲେ ସେଦିନ ଜଣେ ଯୁବକ ଆସି ସ୍କୁଲ ଛାତ୍ରୀ ଜଣଙ୍କୁ ରାସ୍ତାରେ ଅଟକାଇ ହଇରାଣ ହର୍କତ କରିବାକୁ ଲାଗିଥିଲା । ତେବେ ସେହି ଯୁବକଟି ଥିଲା । ସେହି ଜିଏକି ନବମ ଶ୍ରେଣୀ ସ୍କୁଲ ଛାତ୍ରୀଟି ଜଣଙ୍କୁ ଏକତରଫା ଭଲ ପାଏ ।

ଆଉ ଛାତ୍ରୀ ଜଣଙ୍କ ସ୍କୁଲରୁ ଫେରିବା ବେଳକୁ ସେହି ଯୁବକ ଜଣଙ୍କ ସବୁବେଳେ ତାକୁ ହଇରାଣ କରେ । ଯେଉଁ କାରଣରୁ ଛାତ୍ରୀଟି ନିଜ ପାଠ ପଢା ଉପରେ ଅଧିକ ଧ୍ୟାନ ଦେଇପାରୁନଥିଲା । କାରଣ ଛାତ୍ରୀ ଜଣଙ୍କର ଆର ବର୍ଷ ଦଶମ ଶ୍ରେଣୀ ହେବାକୁ ଯାଉଥିବା ବେଳେ ଝିଅର ପାଠ ପଢାରେ ଉକ୍ତ ଯୁବକ ଜଣଙ୍କ ସବୁବେଳେ ବ୍ୟାଘାତ ସୃଷ୍ଟି କରେ । ତେବେ ଏହିସବୁ ଘଟଣା ସମ୍ପର୍କରେ ଝିଅଟି ନିଜର ବାପାକୁ ଜଣାଇଥିଲା ।

ବାପା ଜଣଙ୍କ ମଧ୍ୟ ନିଜ ଝିଅକୁ ସାହସ ଦେଇ କହିଥିଲେ । ଯେ ତୁ ସ୍କୁଲ ଯା ଯାହା ହେବ ମୁଁ ବୁଝିବି । ତାପରେ ଉକ୍ତ ଝିଅଟି ସ୍କୁଲକୁ ଯାଉଥିବା ବାଟରେ ପୁଣି ଥରେ ସବୁଥର ଭଳି ସେହି ଏକତରଫା ଭଲ ପାଉଥିବା ରୋଡ୍ ରୋମୀୟଟି ଝିଅଟି ସାମ୍ନାକୁ ଚାଲି ଆସିଥିଲା । ଝିଅଟିକୁ ପୁଣି ଥରେ ହଇରାଣ କରିବା ସହ ତାକୁ ବାହା ହେବା ପାଇଁ ମଧ୍ୟ ବାଧ୍ୟ କରିଥିଲା । ତାପରେ ଝିଅଟି ନିଜ ବାପାଙ୍କ ପାଖକୁ ଫୋନ କରିଥିଲା ।

ଘଟଣା ସ୍ତଳରେ ଝିଅଟିର ବାପା ଆସିବା ଯେତେବେଳେ ସେହି ରୋଡ୍ ରୋମୀୟକୁ ଏହି ସବୁ କାମ କରିବା ପାଇଁ ବାରଣ କରିଥିଲେ । ସେତେବେଳେ ସେହି ଯୁବକ ଝିଅ ଓ ତା’ ର ବାପାକୁ ନିର୍ଦ୍ଧୂମ ପିଟିକି ହାଲିଆ କରି ଦେଇ ସେହି ସ୍ଥାନରୁ ପଳାଇ ଯାଇଥିଲା । ତେବେ ଏହି ଘଟଣା ସମ୍ପର୍କରେ ବାପା, ଝିଅ ସ୍ଥାନୀୟ ପୋଲିସଙ୍କୁ ଜଣାଇ ଉକ୍ତ ହଇରାଣ କରୁଥିବା ଯୁବକଙ୍କ ନାମରେ ଅଭିଯୋଗ କରିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଯୋଡି ହୋଇ ରହିଥାନ୍ତୁ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *