Tutu Nayak ଗୋଟେ ଅସଭ୍ୟ, Jyoti o Pritam ଏଗୁଡ଼ାଙ୍କ ନାଁ ନେବାକୁ ମୁଁ ଚାହୁଁନି … Sanlisa Patel

ଟୁଟୁ ନାୟକ ଗୋଟେ ଅସଭ୍ୟ ! ଓଡିଆ ସିନେ ଇଣ୍ଡଷ୍ଟ୍ରିରେ ଗୋଟେ ପରେ ଗୋଟେ ବିବାଦ ସାମ୍ନାକୁ ଆସିବାରେ ଲାଗିଛି । ବର୍ତ୍ତମାନର ଚର୍ଚିତ ଖବର ଅନୁଯାଇ ଓଡିଆ ଚଳଚିତ୍ର ପ୍ରଯୋଜିକା ସନଲିସା ପଟେଲ ଗଣ ମାଧ୍ୟମ ସାମ୍ନାରେ ଟୁଟୁ ନାୟକଙ୍କୁ ନେଇ କିଛି ଏଭଳି ମତ ରଖିଛନ୍ତି । ତେବେ ସନଲିସାଙ୍କ କହିବା ଆଧାରରେ ଟୁଟୁ ନାୟକ, ପ୍ରୀତମ, ଜ୍ଯୋତି ଏହିଭଳି କିଛି ଲୋକଙ୍କ ନାଁ ବି ମୋ ମୁହଁରେ ନେବା ପାଇଁ ଚାହୁଁନି । ଏମାନଙ୍କର ଆତ୍ମଗର୍ବ ହୋଇଯାଇଛି ।

ସେମାନଙ୍କ ପାଖରେ ଗର୍ବ ଓ ଅହଂକାର ମଧ୍ୟ ବହୁତ ହୋଇଯାଇଛି । ତେଣୁ କରି ଏମାନେ ବହୁତ ବଡ ବଡ କଥା କହିବାରେ ଲାଗିଛନ୍ତି । ଗୋଟେ ଗୋଟେ କଣ ଫିଲ୍ମ କରି ଦେଇଛନ୍ତି । ନିଜକୁ ସେମାନେ ସିନେମା ଇଣ୍ଡଷ୍ଟ୍ରିର ସବୁ କିଛି ବୋଲି ଭାବୁଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିର ଯେଉଁ ମାନେ ସବୁ ଲିଜେଣ୍ଟ ମାନେ ଅଛନ୍ତି । ସେମାନେ ତାଙ୍କୁ ମଧ୍ୟ ଛାଡୁନାହାନ୍ତି । ମହେଶ୍ଵତା ମ୍ୟାଡାମ, ଅପରାଜିତା ମ୍ୟାଡାମ, ଉତ୍ତମ ମହାନ୍ତି ସାର ଭଳି ବଡ ବଡ ବରିଷ୍ଠ କଳାକାର ମାନଙ୍କୁ ମଧ୍ୟ ଅପମାନିତ କରାଯାଇଛି ।

ଟୁଟୁ ନାୟକ, ପ୍ରୀତମ ଓ ଜ୍ଯୋତି ଏମାନଙ୍କର ଯଦି ଇତିହାସର ପଛର ପରଦା ଖୋଲାଯିବ । ତେବେ ସେମାନଙ୍କ ନାଁରେକେତେ ଯେ କଳା କରନାମା ବାହାରିବ । ତାହାର ହିସାବ ମଧ୍ୟ କରିହେବ ନାହିଁ । ତେବେ ସନଲିସାଙ୍କ କହିବା ଅନୁଯାଇ ସେମାନେ ଯଦି ମୋତେ କୌଣସି କଥା କହି ଅପମାନ କରିଥାନ୍ତେ । ତେବେ ହୁଏତ ମୁଁ ସହିଯାଇଥାନ୍ତି । ହେଲେ ସେମାନେ ଯେଉଁ ମୋ ମା’ ଙ୍କୁ ଅପମାନ କରି କହିଛନ୍ତି । ମୁଁ ଏହି କଥାର କଦାପି ସହ୍ୟ କରିପାରିବି ନାହିଁ ।

ଏହିଭଳି କିଛି ଖରାପ ଲୋକ ଓଡିଆ ଇଣ୍ଡଷ୍ଟ୍ରିରେ ଅଛନ୍ତି । ଯେଉଁ ମାନେ ଓଡିଆ ଇଣ୍ଡଷ୍ଟ୍ରିର ଉନ୍ନତି କି ଓଡିଆ ଇଣ୍ଡଷ୍ଟ୍ରିକୁ ବଞ୍ଚାଇବାକୁ ଚାହୁଁନାହାନ୍ତି । କାରଣ ସେମାନଙ୍କର ବହୁତ ଆତ୍ମଗର୍ବ ବଢିଗଲାଣି । ତେଣୁ ଯଦି ଓଡିଆ ଇଣ୍ଡଷ୍ଟ୍ରିର ଉନ୍ନତି ପାଇଁ ଆଗଉଥିବା ଲୋକଙ୍କୁ କିଏ କିଛି କହିଦେବ । ତାହେଲେ ମୁଁ ତାଙ୍କୁ ଜମାରୁ ବି ଛାଡିବି ନାହିଁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *