ଦୁନିଆରେ ସବୁଠୁ ବଡ ପାପ କଣ ? ଦେଖନ୍ତୁ ଗୀତାରେ କଣ କହିଛନ୍ତି ଭଗବାନ ଶ୍ରୀ କୃଷ୍ଣ ?

ବନ୍ଧୁଗଣ ଦୁନିଆର ସବୁଠାରୁ ବଡ ପାପ କଣ ଅଟେ ଯଦି ଏହି ପ୍ରଶ୍ନ ଆପଣଙ୍କୁ କେହି ବ୍ୟକ୍ତି ପଚାରିବେ ତ ଆପଣ ତାହାର ଉତ୍ତର କଣ ଦେବେ । ସାଧାରଣତଃ ବ୍ୟକ୍ତିଙ୍କ ସାମ୍ନାରେ ଯଦି ପାପ ଆଉ ପୂଣ୍ୟ ଆସିଥାଏ ତା ହେଲେ ବ୍ୟକ୍ତି ସବୁବେଳେ ପୂଣ୍ୟକୁ ବାଛି ଥାଏ । ଆଉ ଏହା ମଧ୍ୟ ସତ ଯେ ଅନେକ ବ୍ୟକ୍ତି ପାପ କରିବାକୁ ଭଲ ପାଇଥାନ୍ତି । କିଛି ଲୋକ ବହୁତ ପୂଣ୍ୟ କରିବା ପରେ ଏମିତି ଏକ ବଡ ପାପ କରିଥାନ୍ତି ଯାହାଫଳରେ ତାଙ୍କର ସମସ୍ତ ପୂଣ୍ୟର ଫଳ ନଷ୍ଟ ହୋଇଯାଇଥାଏ ।

ଏମିତି କି ସେହି ବ୍ୟକ୍ତିକୁ ନିଜ ପାପର ଦଣ୍ଡ ଏହି ଜନ୍ମ ଓ ଆଗାମୀ ଜନ୍ମରେ ଭୋଗିବାକୁ ପଡିଥାଏ । ବନ୍ଧ୍ୟଗଣ ଅନ୍ୟ ପକ୍ଷରେ କିଛି ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁ ମାନେ ବହୁତ ଭଲ ଅଟନ୍ତି ଆଉ ପାପ କରିବା ବିଷୟରେ କେବେ ଭାବି ବି ନଥାନ୍ତି । ଏହି ବ୍ୟକ୍ତି ମାନେ ସବୁବେଳେ ଭଲ କର୍ମ କରିଥାନ୍ତି । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି, ଏହି ଦୁନିଆର ସବୁଠାରୁ ବଡ ପାପ ହେଉଛି ଏକ ମହିଳାର ଇଜ୍ଜତ ସହ ଖେଳିବା ।

ଯେଉଁ ବ୍ୟକ୍ତି ଏକ ମହିଳାର ଇଜ୍ଜତ ସହ ଖେଳିଥାଏ ବା ତାକୁ ଶାଆରୀରିକ ଶୋଓଷଅଣ କରିଥାଏ ସେ ଦୁନିଆର ବହୁତ ବଡ ପାପ କରିଥାଏ । ବନ୍ଧୁଗଣ ଏହି ସଂସାରରେ ନାରୀକୁ ସବୁଠାରୁ ଅଧିକ ପୂଜନୀୟ ମାନା ଯାଏ । ନାରୀର ଅପମାନ ପୁରା ବ୍ରମ୍ହାଣ୍ଡର ବରବାଦ କରିଦେବା ସହ ସମାନ ଅଟେ । ସଂସାରରେ ନାରୀ ସମସ୍ତ ରୂପରେ ନିଜ ଛୁଆର ପାଳନ ପୋଷଣ କରିଥାଏ । ଏହି ନାରୀ ପୁରୁଷକୁ ସମସ୍ତ ରୂପରେ ଦର୍ଶନ ଦେଇଥାଏ ।

କେତେବେଳେ ନାରୀ ମା ରୂପରେ ଦର୍ଶନ ଦେଇଥାଏ ତ କେତେବେଳେ ଭଉଣୀ ରୂପରେ ତ କେତେବେଳେ ସ୍ତ୍ରୀ ରୂପରେ । ଏହି ଦୁନିଆରେ ଯେଉଁ ବ୍ୟକ୍ତି ନାରୀକୁ କଷ୍ଟ ଦେବ ସେ ସବୁଠାରୁ ବଡ ପାପର ଭାଗୀଦାର ହୋଇଥାଏ । ଯେଉଁ ବ୍ୟକ୍ତି ନାରୀର ସମ୍ମାନ କରିଥାନ୍ତି ସେହି ବ୍ୟକ୍ତିକୁ ଏହି ଜନ୍ମରେ ଓ ଆଗାମୀ ଜନ୍ମରେ ବହୁତ ପୂଣ୍ୟ ଫଳ ମିଳିଥାଏ ।

ଅନ୍ୟ ପଟେ ଯେଉଁ ବ୍ୟକ୍ତି ନାରୀର ଇଜ୍ଜତ ସହ ଖେଳି ଥାନ୍ତି ଆଉ ତାଙ୍କ ସହ ଖରାପ କାମ କରିଥାନ୍ତି ସେହି ବ୍ୟକ୍ତିକୁ ବହୁତ ଖରାପ ପରିଣାମ ଭୋଗିବାକୁ ପଡିଥାଏ । ସେହି ବ୍ୟକ୍ତି ପାଇଁ ସାରା ସମାଜ କଳଙ୍କିତ ହୋଇଥାଏ । ସେଥିପାଇଁ ସଂସାରର ସବୁଠାରୁ ବଡ ପାପ ନାରୀର ଅପମାନ ବୋଲି କୁହାଯାଇଛି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସୁନ୍ଦର କଥାଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *