ଜରଙ୍ଗୀ ଏବେ ଆମ ଘରର ସଦସ୍ୟ…… ରୋଷେଇ ଘରେ ପଶି ଖାଏ, କନ୍ଥାରେ ଶୁଏ……

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବଜରଙ୍ଗୀ ହେଉଛି ଆମ ଘରର ସଦସ୍ୟ ! ତେବେ ବଜରଙ୍ଗୀ ନାମ ଶୁଣି ଆପଣ ମାନେ ଭାବି ଦେଉଥିବେ । କି ଆମେ କେଉଁ ଲୋକର ବିଷୟରେ ଏଠାରେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ । ତେବେ ଆପଣଙ୍କର ଧାରଣା ସଂପୂର୍ଣ୍ଣ ଭାବରେ ଭୁଲ । କାରଣ ଏଠାରେ ବଜରଙ୍ଗୀ ହେଉଛି ଜଣେ ବାଛୁରୀ । ତେବେ ବହୁ ଲୋକ ଅଛନ୍ତି । ଯେଉଁମାନେ ପଶୁପକ୍ଷୀ ପ୍ରେମୀ ହୋଇଥାନ୍ତି ।

ଗାଈ, ବାଛୁରୀ ଠାରୁ ନେଇ କୁକୁର ଓ ବିଲେଇ ପରି ଅନେକ ପାଳିତ ଜୀବଙ୍କୁ ଲୋକେ ପାଳିବାକୁ ରୁଚି ରଖିଥାନ୍ତି । ପ୍ରାୟତଃ ଯେଉଁ ମାନେ ଗାଈ କିମ୍ବା ବାଛୁରୀ ରଖିଥାନ୍ତି । ସେମାନେ ତାଙ୍କ ପାଇଁ ସ୍ଵତନ୍ତ୍ର ଗୁହାଳର ମଧ୍ୟ ବ୍ୟବସ୍ଥା କରିଥାନ୍ତି । ସୁନାକର ସ୍ଵାଇଁ ନାମକ ଜଣେ ରୀଟାର୍ଡ଼ ଏୟାରଫୋର୍ସ କର୍ମଚାରୀ ଜଣେ ବାଛୁରୀକୁ ନିଜ ଘରେ ଆଶ୍ରୟ ଦେଇଛନ୍ତି । ବାଛୁରୀର ଟି ମା’ ର ଦେହାନ୍ତ ଘଟିବା ପରେ ସେ ଟା’ ର ଛୁଆର ନାମ ବଜରଙ୍ଗୀ ରଖିଥିଲେ ।

ଏହା ସହ ନିଜ ସନ୍ତାନ ପରି ବାଛୁରୀଟିକୁ ମଧ୍ୟ ପାଳୁଛନ୍ତି । ତେବେ ସୁନାକର ସ୍ଵାଇଁଙ୍କ କହିବା ଅନୁଯାଇ ମୋର ପ୍ରଥମରୁ ହିଁ ଗୋଶାଳା କରିବାର ବ୍ୟବସ୍ଥା ରହିଥିଲା । ତେଣୁ ଗାଈଗୋରୁଙ୍କ ପ୍ରତି ମୋର ଟିକେ ଅଧିକ ସ୍ନେହ ରହିଛି । ମୁଁ ବହୁତ ଗୁଡିଏ ଗାଈଙ୍କୁ ରଖି ମଧ୍ୟ ତାଙ୍କର ସେବାଯତ୍ନ କରିଥାଏ । ହେଲେ ବଜରଙ୍ଗୀ ନାମକ ବାଛୁରୀ ସହିତ ମୋର ଟିକେ ଅଧିକ ହିଁ ଭାବ ବଢିଯାଇଛି । ମୁଁ ମୋ ପୁଅ ଓ ଝିଅଙ୍କୁ ଯେତିକି ଭଲ ପାଇଥାଏ ।

ସେହିପରି ବଜରଙ୍ଗୀଙ୍କୁ ମଧ୍ୟ ଭଲ ପାଇଥାଏ । ବଜରଙ୍ଗୀ ଆମର ଘର ଲୋକଙ୍କ ପରି ଘରେ, ରୋଷେଇ ଘରେ ବୁଲାବୁଲି କରେ । କାରଣ ଏହି ବାଛୁରୀର ସେବା କରି କରି ତା’ ସହ ସମୟ ସବୁ କଟିଯାଉଛି । ତା’ ସହିତ ସମୟ ବିତାଇକି ମଧ୍ୟ ମୋତେ ବହୁତ ଶାନ୍ତି ଓ ଆନନ୍ଦ ମିଳିଥାଏ ।

ତେବେ ବାଛୁରୀ ପ୍ରତି ଏତେ ମାତ୍ରାରେ ଭଲ ପାଇବା ସହ ଅନ୍ୟ ଗାଈଗୋରୁଙ୍କ ପ୍ରତି ଦୟାଭାବ ମନରେ ରହିବା । ଏହି କଥା ପାଇଁ ବହୁ ଲୋକଙ୍କର ଅତି ପ୍ରିୟ ଲୋକ ସୁନାକର ସ୍ଵାଇଁ ପାଲଟି ଯାଇଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *