ଭୋଟପୂର୍ବରୁ ଭୁବନେଶ୍ୱର MP Aparajita Sarangi ଙ୍କ ବିଷୟରେ ଏମିତି କହିଲେ ସାଲିଆ ସାହି ଲୋକ…

ଅପରାଜିତାଙ୍କ ନାମ ଶୁଣି ଗର୍ଜିଲେ ସାଲିଆ ସାହି ଲୋକ ! ଆଗକୁ ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ନିର୍ବାଚନୀ ପର୍ବ ଆସୁଛି । ତେବେ ସବୁ ଦଳର ଲୋକ ଭୋଟ ପାଇଁ ଲୋକଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେବାର ମଧ୍ୟ ଏହି ସମୟରିୟା ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇଥାନ୍ତି । ତେବେ ଏହାରି ମଧ୍ୟରେ ଭୁବନେଶ୍ବରର ସାଲିଆ ସାହିର ଲୋକଙ୍କ ପ୍ରତିକ୍ରିୟା ନିର୍ବାଚନ ଓ ସେମାନେ ସବୁ କାହାକୁ ଭୋଟ ଦେବେ ଆସନ୍ତୁ ଜାଣିବା । ତେବେ ସାଲିଆ ସାହି ଲୋକଙ୍କର କହିବା ଅନୁଯାଇ ଆମର ଭୋଟ କେବଳ ଶଙ୍ଖ ଚିହ୍ନକୁ ହିଁ ଯିବ ।

କାରଣ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ପାଇଁ ସବୁକିଛି କରିଛନ୍ତି । ତେଣୁ ଭୁବନେଶ୍ବର ସାଲିଆ ସାହି ଲୋକଙ୍କର ଭୋଟ କେବଳ ମୁଖ୍ୟମନ୍ତ୍ରୀଙ୍କ ଚିହ୍ନ ଶଙ୍ଖ ଚିହ୍ନକୁ ହିଁ ଯିବ । ଗତଥର ନିର୍ବାଚନ ସମୟରେ ଅପରାଜିତା ଷଡଙ୍ଗୀ ଆମକୁ କେତେ କଣ ପ୍ରତିଶ୍ରୁତି ଦେଇଥିଲେ । ହେଲେ ନିର୍ବାଚନ ସରିଲା ପରେ ସେମାନେ ଥରେ ଏହି ଜାଗାକୁ ମଧ୍ୟ ଆସି ନାହାନ୍ତି । ତେଣୁ ଯେଉଁ ଲୋକ ଆମ ପାଇଁ କିଛି କରିନାହାନ୍ତି । ଆମ ସୁଖ ଓ ଦୁଃଖର ସାଥି ହୋଇନାହାନ୍ତି ।

ସେଭଳି ଲୋକଙ୍କୁ ଆମେ ଏଥର ନିର୍ବାଚନରେ ଭୋଟ ଦେବୁ ନାହିଁ । ଯଦି ଆମେ ଭୋଟ ଦେବୁ ତେବେ କେବଳ ଶଙ୍ଖ ଚିହ୍ନକୁ ହିଁ ଭୋଟ ଦେବୁ । କାରଣ ଗତ 25 ବର୍ଷ ଭିତରେ ଆମ ପାଇଁ ଯାହା ବି ସବୁ କରାଯାଇଛି । ତାହା ସବୁ ଆମ ମୁଖ୍ୟମନ୍ତ୍ରୀ ହିଁ କରିଛନ୍ତି । ତେଣୁ ଆମର ବିକାଶ ଯିଏ କରିନ ଆମର ଭୋଟ ସିଆଡେ ଯିବ । ମୁଖ୍ୟମନ୍ତ୍ରୀ ଆମ ପାଇଁ ଅନେକ ପ୍ରକାର ସୁବିଧା ସୁଯୋଗର ବ୍ୟବସ୍ଥା କରିଛନ୍ତି । ପିଲାଙ୍କ ପାଠ ପଢା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସ୍କିମ ଆମର ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ହିଁ କରିଛନ୍ତି ।

ତେଣୁ ଆମେ ଅନ୍ୟ କେଉଁ ଦଳକୁ ଭୋଟ ଦେବୁ ନାହିଁ । ଆମର ଭୋଟ ଭୁବନେଶ୍ବରରେ ଶଙ୍ଖ ଚିହ୍ନକୁ ହିଁ ଯିବ । ଅପରାଜିତା ମ୍ଯାଡାମ ଭୁବନେଶ୍ବରର ସାଂସଦ ହେଇଛନ୍ତି । ହେଲେ ଆମ ଭଳି ସାଧାରଣ ଲୋକ ତାଙ୍କୁ ଥରେ ଆମ ଏରିଆରେ ଦେଖିବାକୁ ମଧ୍ୟ ପାଇନାହାନ୍ତି । ତେଣୁ ଆମେ ତାଙ୍କୁ ଭୋଟ ଦେବୁ ନାହିଁ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *