ନମସ୍କାର ବନ୍ଧୁଗଣ ସ୍ୱାଗତ କରୁଛୁ ଆମ ପୋର୍ଟାଲକୁ ଆପଣ ପ୍ରତିଦିନ ଖବର କାଗଜ ପଢୁଥିବେ ଦେଶବିଦେଶ ଭଲ ମନ୍ଦ ଖବର ବୁଝିପାରୁଥିବେ। ଆପଣ ମାନେ ଜାଣିଛନ୍ତି କି କେବେ ଝିଅ ପିଲା ମାନେ ପୁଅପିଲା ଙ୍କୁ ପ୍ରେମ ଫସାଇ ଟଙ୍କା ଲୁଟିକରିନେବାରେ । ଆଜି ଆମେ ଆପଣଙ୍କୁ ଏମିତି ଗୋଟାଏ ନାରୀ ବିଷୟ ରେ କହିବାକୁ ଯାଉଛୁ ଯାହା ଲୋକମାନଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଲୁଟ କରିନେଉଛନ୍ତି । ଆପଣ ଶୁଣିଲେ ଆଶ୍ଚଯ୍ୟ ହେବେ । ଆସନ୍ତୁ ଜାଣିବା ସେ ବିଷୟ ରେ।
ବନ୍ଧୁଗଣ ବାପାମାଆ ଜନ୍ମ ଦେଇଛନ୍ତି ସତ କିନ୍ତୁ ଖରାପ କର୍ମ କରିବାକୁ କହିନାହାନ୍ତି । ଆମେ ଯେତେଦିନ ଏହି ସମାଜ ରେ ବଞ୍ଚି ରହିବା ଭଲ କର୍ମକରି ସମାଜ ରେ ବଂଚିରହିବାପାଇଁ ଚେଷ୍ଟାକରିବା । ଆଜି ଏହି ମାନବସମାଜ ଅଛି କାହାପାଇଁ କେବଳ ଆମରି ପାଇଁ ତା ବୋଲିନୁହେଁ ବଞ୍ଚିବାପାଇଁ କାହାଉପରକୁ ଧମକ ଦେଖାଈ ଟଙ୍କା ଛଡେଇ ଆଣିବା ,କାହାକୁ ପ୍ରେମ ଜାଲରେ ଫସେଇରଖିବା ।
ଆଜିଏଥିପାଇଁ କହୁଛୁ ଆମ ରାଜ୍ୟର ସବୁଠାରୁ ଅଧିକଲୋକ ଆମରାଜଧାନୀଭୁବନେଶ୍ଵର ବସବାସ କରିଥାନ୍ତି । ରାଜଧାନୀ ଲୋକ ମାନେ ବୋହୁତଜ୍ଞାନୀ ଥାନ୍ତି। କିନ୍ତୁ ଦୁଃଖର ବିଷୟ ଡିଜିଟାଲ ସୁନ୍ଦରୀ ଯୁବତୀ ଧମକ ଦିନ କୁ ଦିନ ବଢିବାର ଲାଗିଛି । ପ୍ରଥମେବନ୍ଧୁତା କରୁଛନ୍ତି ତାପରେ ପ୍ରେମରେ ପସାଇ ଟଙ୍କା ଲୁଟକରିନେଉଛନ୍ତି ।
ଆଜିକାଲି ପିଲାମାନଙ୍କ କଥା ଜାଣିଥିବେ ଯଦି କେଉଁଅଚିହ୍ନାସୁନ୍ଦରୀ ଝିଅଅଜାଣତ ଭୁଲରେ କଲ୍ଲ କରିଥାଏ ।ତେବେ ତାରକଣ୍ଠସ୍ୱର ଯଦିଭଲଲାଗେ ତବେଯୁବକମାନେ ନିଜ ପ୍ରେମରେ ଫସାଇବାକୁ କେବେଫଛାନ୍ତି ନାହି । ଏହି ଡିଜିଟାଲି ଯୁଗରେ ପିଲା ପାଠପଢୁକି ନ ପଢୁ ପିଲାମାନଙ୍କୁ ଙ୍କୁ ଫୋନଧରିବା ନିହାତି ଦରକାର କାହିଁକି ନାଁ କୋରନା ଯୋଗୁ ପିଲା ମାନେ ଅନ୍ଲାଇନପାଠ ପଢିବା ପଢିବାପାଇଁ ସରକାର ନିଷ୍ପତ୍ତି ଦେଇଛନ୍ତି।କିନ୍ତୁପିଲାମାନେ ଅନ୍ଲାଇନରେ ପାଠପଢିବା ନାଁ ର ବିଭିନ୍ନପ୍ରକାରର ଖେଳ ଏବଂ ପେସବୁକଉପରେ ଅଧିକଧ୍ୟାନ ଦିଅନ୍ତି। ଯାହାଦ୍ୱାରା କି ପିଲା ମନରଞ୍ଚନ ହେବା ସହ ସୁନ୍ଦରୀ ଯିବତୀ ପ୍ରେମପଡିଯାଉଛନ୍ତି ।
ଯାହାକି ସାରାଜୀବନ ପାଠପଢିବା ସମୟକୁ ସେ ହରାଇ ବସନ୍ତି । ଆଜି ଆମ ଭୁବନେଶ୍ୱର ରାଜଧାନୀରେ କିଛି ସୁନ୍ଦରୀ ଯୁବତୀ କୋରନା ସମୟ ନିଜରଚାକିରୀ ହରାଇବସିଛନ୍ତି । ଯାହାଫଳରେ ଯୁବକ ମାନଙ୍କୁଫସାଇ ପ୍ରଥମେବନ୍ଧୁତା ତାପରେ ପ୍ରେମ ଜାଲରେ ବାନ୍ଧି ସୁନା ଅଳଙ୍କାର ଟଙ୍କା ଲୁଟ କରିନେଉଛନ୍ତି ।ବେଳେବେଳେ କଲକରି ଅନ୍ୟ ନମ୍ବର ରୁ ବ୍ୟାଙ୍କ ମାଧ୍ୟମ ରେ ଟଙ୍କା ଲୁଟ କରିନେଉଛନ୍ତି ।
ପ୍ରଥମେ ଏଟିଏମ ତା ପରେ ମୋବାଇଲକୁ ଯାଇଥିବା ଓଟିପ ନେଇ ସବୁଟଙ୍କା ବ୍ୟାଙ୍କ ରୁ ନେଇଯାଉଛନ୍ତି ।ଯଦି କେଉଁ ଯୁବକ କିଛି ଚତୁରତା ଦେଖାଏ ତେବେ ଫୋନ ରେ ଗାଳିକରିବାସହ ଅସିଳ ଭିଡିଓ ଭାଇରାଲଏବଂ ମାରିଦେବା ପାଇଁ ଧମକ ଦେଖାଉଛନ୍ତି । ଏମିତି ଠକି ଲକ୍ଷଲକ୍ଷ ଟଙ୍କାଲୁଟ କରିନେଉଛନ୍ତି ।ଏମିତି ଝିଅଙ୍କ ପ୍ରେମ ରେ ନପଡିଠକାମିର ଶିକାର ହୁଅନ୍ତୁ ନାହି ଆମେ ସମସ୍ତ ଙ୍କୁ ବିନୀତଅନୁରୋଧ କରୁଛୁ ।