ଭଗବାନଙ୍କୁ ପ୍ରାଥନା କରି ନିଜ ପାଇଁ କୌଣସି ନମ୍ବର ବାଛିନିଅନ୍ତୁ… ଦେଖିବା କେଉଁ ଖୁସି ଆପଣଙ୍କୁ ମିଳିବ ? Tarot card

ବନ୍ଧୁଗଣ ଆପଣଙ୍କ ଜୀବନର ଆଗାମୀ ସମୟ କିଭଳି ଭାବେ ରହିବାକୁ ଯାଉଛି । ଆପଣ ଜାଣିବା ପାଇଁ 1, 2, 3 ଓ 4 କୌଣସି ମଧ୍ୟ ଏକ ନମ୍ବର ନିଜ ପାଇଁ ବାଛିନିଅନ୍ତୁ । ଯାହା ଦ୍ଵାରା ଆପଣଙ୍କ ଆଗାମୀ 1 ରୁ 2 ମାସ ମଧ୍ୟରେ କେଉଁ ପ୍ରକାର ଖୁସି ଖବର ଶୁଣିବାକୁ ଯାଉଛନ୍ତି ସେ ସମ୍ପର୍କରେ ୟୁନିଭର୍ସ ଆପଣଙ୍କୁ କି ପ୍ରକାର ସୂଚନା ଦେବାକୁ ଚାହୁଁଛନ୍ତି ସେ ବିଷୟରେ ଜାଣିପାରିବେ । ତେବେ ଇଶ୍ଵରଙ୍କୁ ପ୍ରାଥନା କରି ନିଜ ପାଇଁ କୌଣସି ଏକ ନମ୍ବରକୁ ବାଛି ନିଅନ୍ତୁ ।

1- ଆପଣ ଯାହାଙ୍କର ଅପେକ୍ଷାରେ ବହୁ ଦିନ ଧରି ଅଛନ୍ତି । ସେହି ବ୍ୟକ୍ତିଙ୍କ ସହ ଆପଣଙ୍କ ଦେଖା ହେବାକୁ ଯାଉଛି । ସେ ଆପଣଙ୍କର କୌଣସି ଭଲ ବନ୍ଧୁ ବା ଆପଣଙ୍କ ଲଭ ପାର୍ଟନର ମଧ୍ୟ ହୋଇପାରନ୍ତି । ବା ଆପଣ କୌଣସି ସମସ୍ଯାରେ ଅଛନ୍ତି । ଆପଣଙ୍କ ଜୀବନକୁ ଆଗାମୀ କିଛି ଦିନ ମଧ୍ୟରେ ଏଭଳି କେହି ଜଣେ ଆସିବାକୁ ଯାଉଛନ୍ତି । ଯାହାଙ୍କ ଆସିବା ପରେ ଜୀବନରେ ଆପଣଙ୍କ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ୟୁନିଭର୍ସ ଏଠାରେ ସୂଚନା ଦେଉଛନ୍ତି ।

2- ଆପଣଙ୍କ ପାଇଁ ବହୁତ ପଜିଟିଭ ଏନର୍ଜି ଅଛି । ଯେଉଁ ଲୋକମାନେ ସନ୍ତାନ ପ୍ରାପ୍ତିର ଖୁସି ଖବରର ଅପେକ୍ଷାରେ ରହିଥିଲେ । ସେମାନେ ଏଭଳି କିଛି ଖୁସି ଖବର ବହୁତ ଜଲ୍ଦି ଶୁଣିବାକୁ ଯାଉଛନ୍ତି । ଯଦି କୌଣସି ପ୍ରକାର ସ୍ଵାସ୍ଥଗତ ସମସ୍ଯାରେ ପୀଡିତ ଥାନ୍ତି । ତେବେ କିଛି ସପ୍ତାହ ମଧ୍ୟରେ ତାହା ଦୂର ହୋଇଯିବ । ଆପଣ ନିଜ ମନରେ ସବୁବେଳେ ପଜିଟିଭ ଚିନ୍ତାଧାରା ନେଇ ଆଗକୁ ବଢିଚାଲନ୍ତୁ । ଆପଣଙ୍କ ପାଇଁ ଭଗବାନଙ୍କ ତରଫରୁ ଖୁସି ଖବର  ନିହାତି ମିଳିବାକୁ ଯାଉଛି ।

 

3- ଯେଉଁ କଥା ପାଇଁ ଆପଣ କିଛି ଦିନ ତଳେ ବହୁତ ଚିନ୍ତିତ ରହୁଥିଲେ । ସେହି କାମଟି ଆପଣଙ୍କ ଦ୍ଵାରା ହୋଇପାରୁନଥିଲା ବୋଲି ଲାଗୁଥିଲା । ଆପଣଙ୍କ ପାଇଁ ସେଭଳି କିଛି ଅସମ୍ଭବ କାର୍ଯ୍ୟ ଆପଣଙ୍କ ସାମ୍ନାରେ ସମ୍ଭବ ହେବାକୁ ଯାଉଛି । ଯାହା ଆପଣଙ୍କ ଜୀବନରେ ଏକ ଖୁସିର ସମୟ ନିହାତି ଭାବେ ନେଇକି ଆସିଛୁ । ଯାହା କେବେ ପୁରା ହେଇପାରିବ ବୋଲି ଆପଣ ଆଶା ଛାଡିଦେଇଥିଲେ ।

4- ଯେଉଁ ମାନେ ନମ୍ବର 4 କୁ ବାଛିଛନ୍ତି । ସେମାନଙ୍କ ଜୀବନରେ ବହୁତ ସାରା ଖୁସି ଆସିବାକୁ ଯାଉଛି । ଆପଣ କରିଥିବା ଭଲ କର୍ମର ଫଳ ୟୁନିଭର୍ସ ତରଫରୁ ଆପଣଙ୍କୁ ବହୁତ ଶୀଘ୍ର ମିଳିବାକୁ ଯାଉଛି । ଆପଣ ଯେମିତି କିଛି ଭାବିଥିଲେ ସେହିଭଳି ଆପଣଙ୍କ ସହ ଘଟିବାକୁ ଯାଉଛି । ଆପଣଙ୍କ ହାତରେ ଏକ କଣ୍ଟ୍ରୋଲ ପାୱାର ରହିବ ଯାହା ଦ୍ଵାରା ଆପଣ ନିଜ ହିସାବରେ ସବୁ କରିବାର ଶକ୍ତି ପାଇପାରିବେ । ତେଣୁ ନିଜର ଭଲ କର୍ମ କରି ଚାଲନ୍ତୁ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *