ମୋତେ ପରୀକ୍ଷାରେ ପାସ୍ କରେଇ ଦିଅ ନହେଲେ… ବାପା ମୋତେ ବାହା କରେଇ ଦେବେ…

ପରୀକ୍ଷାରେ ମୋତେ ପାସ୍ କରେଇ ଦିଅ, ନହେଲେ ବାପା ମୋତେ ବାହା କରେଇ ଦେବେ । ହଁ ଆଜ୍ଞା ମୁଁ ବାହା ହେବାକୁ ଚାହୁଁନି । ହେଲେ ମୋ ବାପା ମୋତେ ବାଧ୍ୟ କରି ବାହା କରେଇ ଦେବାକୁ ଚାହୁଁଛନ୍ତି । ତେଣୁ ବାପା କହିଛନ୍ତି । ଯଦି ଏଥର ପରୀକ୍ଷାରେ ପାସ୍ କରିବିନି । ତେବେ ବାପା ମୋତେ କେଉଁଠାରେ ବାହା କରେଇ ଦେବେ । ତେଣୁ ସାର ମୋତେ ଦୟା କରି ଆପଣ ମର୍କ ଦେଇକି ପାସ୍ କରେଇ ଦିଅନ୍ତୁ । ହଁ ଆଜ୍ଞା ଏ କୌଣସି ମନଗଢା କାହାଣୀ ନୁହେଁ ।

ବଂର ଜଣେ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀ ପରୀକ୍ଷା ଖାତାରେ ଏପରି କିଛି ନିଜ ମନର କଥା ଲେଖି ସାରଙ୍କୁ ଜଣାଇଛି । ଛାତ୍ରୀ ଜଣଙ୍କ ପରୀକ୍ଷା ଖାତାରେ ପାଠ ଲେଖିବା ବଦଳରେ ପାସ୍ କରାଇ ଦେବାର କାହାଣୀ ଛାତ୍ରୀ ଜଣଙ୍କ ଲେଖିଛନ୍ତି । ବିହାର ବୋର୍ଡ ପରୀକ୍ଷା 2024 ର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କର ପରୀକ୍ଷା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଯାତ୍ରୀ ଜଣଙ୍କ ପରୀକ୍ଷା ହଲକୁ ଆସି ପରୀକ୍ଷା ଦେଉଥିଲେ ।

ତେବେ ଉତ୍ତର ଖାତାରେ କିଛି ଏପରି ଲେଖି ଦେଇ ଯାଇଛନ୍ତି । ଯାହାକୁ ପଢିକି ଶିକ୍ଷକ ମଧ୍ୟ ମୁଣ୍ଡରେ ହାତ ଦେଇଛନ୍ତି । ତେବେ ଛାତ୍ରୀ ଜଣଙ୍କ ସାରଙ୍କୁ ଅନୁରୋଧ କରି ଲେଖିଛନ୍ତି । ଯେ ସାର ଦୟା କରି ମୋଏ ପାସ୍ କରେଇ ଦିଅନ୍ତୁ । ନଚେତ ବାପାର ମୋର ବାହାଘର କରେଇ ଦେବେ । ତେବେ ଆରଆର ସ୍ଥିତ ଏକ ମଡେଲ ସ୍କୁଲର ଜଣେ ଛାତ୍ରୀ ଏପରି କିଛି ପରୀକ୍ଷା ଖାତାରେ ଲେଖି ଦେଇଛନ୍ତି । ତେବେ ଶିକ୍ଷକ ଯେତେବେଳେ ଉତ୍ତର ଖାତା ଚେକ କରୁଥିଲେ ।

ତାଙ୍କ ଆଖି ସାମ୍ନାକୁ ଏପରି କିଛି ଲେଖାଥିବା ପେପର ସାମ୍ନାକୁ ଆସିଥିଲା । ଯେଉଁ ପରୀକ୍ଷା ପେପରରେ ଛାତ୍ରୀ ଜଣଙ୍କ ପାଠ ବଦଳରେ ନିଜର ସବୁ ଇମୋଶନକୁ ପରୀକ୍ଷା ଖାତାରେ ବର୍ଣ୍ଣନା କରି ଲେଖିବା ସହ ପରୀକ୍ଷାରେ ନିହାତି ଭାବେ ପାସ୍ କରେଇ ଦେବାକୁ ଶିକ୍ଷକକୁ ବହୁତ ଅନୁରୋଧ କରୁଛନ୍ତି । ହେଲେ ଶିକ୍ଷକଙ୍କ କହିବା ଅନୁଯାଇ ଯେଉଁ ପିଲା ଯେମିତି ପାଠ ଲେଖିଥିବ । ସେହି ଅନୁସାରେ ହିଁ ତାଙ୍କୁ ମାର୍କ ମିଳିବ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *