ରେଳ ଦୁର୍ଘଟଣା ପରର ଛାତିଥରା ଦୃଶ୍ୟ ଦେଖି ଲୋକେ ସ୍ତବ୍ଧ ହୋଇଗଲେ, ଏମିତି କିଛି ଥିଲା ସାଂଘାତିକ ରେଳ ଦୁର୍ଘଟଣା !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାଲେଶ୍ଵର ବାହାନଗା ଠାରେ ଘଟି ଯାଇଥିବା କାଳ ରାତ୍ରି କଥାକୁ କେହି କେବେ ସହଜରେ ଭୁଲି ପାରିବେ ନାହିଁ । କାରଣ ଏହି ଭୟଙ୍କର ରେଳ ଦୁର୍ଘଟଣାରେ ୨୫୦ ରୁ ଅଧିକ ମୃତାହତ ହୋଇଥିବା ବେଳେ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି । ଠିକ ସମାନ ଏକ ରେଳ ଦୁର୍ଘଟଣା ମଧ୍ୟ ଗତ ୧୪ ବର୍ଷ ତଳେ ଘଟି ଥିଲା । ସେଦିନ ବି ଥିଲା ସେହି ସମାନ ଶୁକ୍ରବାର । ୨୦୦୯ ଫେବୃଆରି ୧୩ ତାରିଖ ଦିନ ମଧ୍ୟ ଏପରି ଏକ ରେଳ ଦୁର୍ଘଟଣା ଘଟିଥିଲା ।

ଟ୍ରେନଟି ଦ୍ରୁତ ଗତିରେ ହାୱୋଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଥିଲା । ତେବେ ସେତେବେଳର ସୂଚନା ଅନୁଯାଇ ଟ୍ରେନଟି ଟ୍ରାକ ପରିବର୍ତ୍ତନ କରୁଥିବା ବେଳେ ଲାଇନ ଚ୍ୟୁତ ହୋଇଯାଇଥିଲା । ସେଦିନ ମଧ୍ୟ ଏପରି ଏକ ବିଶାଳ ଧରଣର ରେଳ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ କି ମୃ-ତ୍ୟୁ ସଂଖ୍ୟା ଥିଲେ ୯ । ହେଲେ ଗତ ଜୁନ ୨ ତାରିଖରେ ଘଟିଥିବା ଏହି ଟ୍ରେନ ଦୁର୍ଘଟଣାରେ ଏହି ଲୌହ ମାନବ ଶତାଧିକ ଜୀବନ ନେଇଯାଇଛି ।

ଅନେକଙ୍କୁ ଗୁରୁତର ଭାବେ ଆଘାତ ମଧ୍ୟ କରିଦେଇଛି । ଆଉ ଅନେକ ମଧ୍ୟ ଏବେ ପର୍ଯ୍ୟନ୍ତ ଟ୍ରେନ ବଗୀ ତଳେ ଚାପି ହୋଇ ରହିଛନ୍ତି ବୋଲି ଯାହା ସୂଚନା ମିଳୁଛି । ହେଲେ ସେମାନଙ୍କର ଯଥା ଶୀଘ୍ର ଉଦ୍ଧାର ପାଇଁ ରେଶକ୍ୟୁ ଟିମ ତାହାର ସର୍ଚ ଅପରେସନ ଜାରୀ ରଖିଛି । ତେବେ ଭାରତରେ ଏପରି ରେଳ ଦୁର୍ଘଟଣା ଯଦିଓ ନୂଆ ନୁହେଁ । ହେଲେ ଗତ ବାଲେଶ୍ଵର ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣା ବହୁ ବର୍ଷ ପରେ ଏପରି ଥରେ କରାଳ ରୂପ ଲୋକଙ୍କୁ ଦେଖାଇଛି ।

ଆଗରୁ ମଧ୍ୟ ଏପରି ରେଳ ଦୁର୍ଘଟଣା ଅନେକ ଥର ହୋଇଛି । ଯେତେବେଳେ ମଧ୍ୟ ଏପରି ରେଳ ଦୁର୍ଘଟଣା କୌଣସି ନା କୌଣସି କାରଣ ବଶତଃ ଘଟିଛି । ସେତେବେଳେ ଅକାଳରେ ଅନେକ ଲୋକଙ୍କର ପ୍ରାଣ ଚାଲିଯାଇଛି । ବର୍ତ୍ତମାନର ସୂଚନା ଅନୁଯାଇ ଆଧୁନିକ କବଚ ପଦ୍ଧତିରେ ଯେପରି ଏପରି ଆଗକୁ ଯେପରି ରେଳ ଦୁର୍ଘଟଣା ନଘଟେ ।

ସେଥିପ୍ରତି ସଚେତନ ହୋଇ ରେଳ ଦୁର୍ଘଟଣାକୁ ଯେପରି ରୋକାଯାଇପାରିବ ।

Leave a Reply

Your email address will not be published. Required fields are marked *