ରାସ୍ତାରେ ଯାଉଥିବା ସମୟରେ ହଟାତ ଖରାପ ହେଲା ଟ୍ରକ, ଟ୍ରକରୁ ବାହାରିଲା ପୁଳା ପୁଳା ଟଙ୍କା ! କୋଉଠୁ ଆସିଲା ଏତେ ଟଙ୍କା ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଟ୍ରକରୁ ବାହାରୁଛି ପୁଳା ପୁଳା ଟଙ୍କା ! ତେବେ ବନ୍ଧୁଗଣ ରାସ୍ତାରେ ତ ନିତ୍ୟଦିନ ଅନେକ ଟ୍ରକ ଯିବା ଆସିବା କରିଥାଏ । ଏଥିରେ କିଛି ବଡ କଥା ନାହିଁ । ତେବେ କିଛି ଟ୍ରକରେ ଟଙ୍କା ଭର୍ତ୍ତି ହୋଇଯାଇଥାଏ ବୋଲି ହୁଏତ ବହୁତ କମ୍ ଲୋକ ଜାଣିଥାନ୍ତି । ତେବେ ଖବର ମୁତାବିକ ତାମିଲନାଡୁରେ ୨ ଟି ଟ୍ରକ ଟଙ୍କା ଭର୍ତ୍ତି କରି ବାଙ୍କକୁ ନେଇକି ଯାଉଥିଲା । ତେବେ ଟ୍ରକରେ ଏତେ ପରିମାଣର ଟଙ୍କା ଭର୍ତ୍ତି ଥାଇ ମଧ୍ୟ ଟ୍ରକ ଆଗରେ କିମ୍ବା ପଛରେ ଅନ୍ୟ କୌଣସି ସୁରକ୍ଷା ଗାଡି ମଧ୍ୟ ନଥିଲା ।

ହେଲେ ୨ ଟି ଟ୍ରକ କୋଟି କୋଟି ଟଙ୍କା ଭର୍ତ୍ତି ଗାଡି ନେଇକି ଯିବା ସମୟରେ ଅଧା ରାସ୍ତାରେ ଟ୍ରକଟି ଖରାପ ହୋଇଯାଇଥିଲା । ତେବେ ଟ୍ରକ ରାସ୍ତାରେ ଖରାପ ହୋଇଗଲା ସେଇଟା ଯଦିଓ କିଛି ବଡ କଥା ନୁହେଁ । ହେଲେ ଟ୍ରକରେ କୋଟି କୋଟି ପରିମାଣର ଟଙ୍କା ଭର୍ତ୍ତି ହୋଇଥିଲା । ବୋଲି ସଙ୍ଗେ ସଙ୍ଗେ ଟ୍ରକ ଖରାପ ହେବା କ୍ଷଣୀ ପୋଲିସଙ୍କୁ ଏହି ବିଷୟରେ ସୂଚନା ଦିଆଯାଇଥିଲା ।

ତେବେ ରାସ୍ତାରେ ଟଙ୍କା ନେଇ ଯାଉଥିବା ବେଳେ ହଟାତ ଖରାପ ହୋଇଯାଇଥିବା ଟ୍ରକରେ ୫୩୫ କୋଟି ଟଙ୍କା ଭର୍ତ୍ତି ହୋଇରହିଥିଲା । ତେବେ ଏହି ଖବର ପାଇଁ ସଙ୍ଗେ ସଙ୍ଗେ ପୋଲିସ ଟିମ ଘଟଣା ସ୍ତଳକୁ ତୁରନ୍ତ ଆସି ପହଞ୍ଚିଥିଲେ । ଏହାପରେ ଟ୍ରକଟି କାହିଁକି ରାସ୍ତା ମଝିରେ ହଟାତ ଅଟକି ଯାଇଥିଲା ବୋଲି ଟ୍ରକ ଡ୍ରାଇଭରକୁ ଏହି ସମ୍ପର୍କରେ ଅଧିକ ପଚରାଉଚରା ମଧ୍ୟ କରିଥିଲେ । ଡ୍ରାଇଭର ଜଣଙ୍କ ଟ୍ରକଟିର କିଛି ଯାନ୍ତ୍ରିକ ତ୍ରୁଟି ହେବା କାରଣରୁ ଗାଡିଟି ରହିଯାଇଥିଲା ବୋଲି ପୋଲିସଙ୍କୁ ସୂଚନା ଦେଇଥିଲେ ।

ଖବର ମୁତାବିକ ୨ ଟି ଯାକ ଟ୍ରକ ଚେନ୍ନାଇରୁ ଭାରତୀୟ ରିଜର୍ଭ ବାଙ୍କ ଟଙ୍କା ନେଇକି ଯାଇଥିଲେ । ତେବେ ପୋଲିସଙ୍କ କହିବା ମୁତାବକ ମେକାନିକ ଟିମ ଆସି ଟ୍ରକଟିକୁ ସଜାଡି ଥିଲେ । ହେଲେ ଟଙ୍କା ଭର୍ତ୍ତି ଟ୍ରକଟିକୁ ସଙ୍ଗେ ସଙ୍ଗେ ଠିକ କରାଯାଇ ପାରିନଥିବାରୁ ଟ୍ରକକୁ ଟାଣି ଟାଣି RBI ବାଙ୍କରେ ପହଞ୍ଚା ଯାଇଥିଲା । ଯଦି ଠିକ ସମୟରେ ପୋଲିସ ଆସି ଉଚିତ ପଦକ୍ଷେପ ନେଇନଥାନ୍ତା ।

ତେବେ ଟଙ୍କା ଭର୍ତ୍ତି ଟ୍ରକ ପ୍ରତି ଡକାୟତଙ୍କର ନଜର ପଡିଯାଇଥାନ୍ତା । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *