‘ବୋଉ ଲୋ ମୁଁ ଝିଅ ବୋଲି ତୁ ମନ ଦୁଃଖ କରୁଛୁ କି ମୁଁ ପୁଅମାନଙ୍କ ଠାରୁ କିଛି କମ ନୁହେଁ…’ ଥରେ ଦେଖନ୍ତୁ ଏହି ଭିଡିଓ ଆପଣଙ୍କ ଆଖି ବି ଓଦା ହେଇଯିବ

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଭିଡିଓରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ  । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭଲ ଭାବରେ ଦେଖନ୍ତୁ ଏ ହୃଦୟ ସ୍ପର୍ଶୀ ଭିଡିଓକୁ ।

କେମିତି ଏ କୁନି ଝିଅଟି ତା ମାଆଙ୍କ ପାଇଁ ପାଣି ବୋହି ଆଣୁଛି । ଏହି କୁନି ଝିଅଟିର ବୟସ ମାତ୍ର 4 ବର୍ଷ ହେଲେ ତାର କାମ ଦେଖିଲେ ବୟସ୍କ ଲୋକ ବି ହାର ମାନି ଯିବେ । ଟିକେ ଭଲ କରି ନଜର କରନ୍ତୁ ଏ ଭାଇରାଲ ଭିଡିଓଟିକୁ । ଭିଡିଓରେ ଏକ କୁନି ଝିଅଟି ଅତି ସୁନ୍ଦର ଭାବରେ କାଖରେ ଢାଳ ସହ ହାତରେ ବାଲଟି ଧରି ହଲି ହଲି ପାଦ ପକେଇ ଆସୁଛି  । ସତରେ ଦର୍ଶକ ବନ୍ଧୁ ଏ ଦୃଶ୍ୟଟି ହୃଦୟକୁ ଛୁଇଁ ଯାଉଛି ।

ତେଣୁ ବନ୍ଧୁଗଣ କେବେ ବି ଘରକୁ ଝିଅଟିଏ ଆସିଲେ ମନ ଦୁଃଖ କରନ୍ତୁ ନାହିଁ । କାରଣ ଆଜିର ଦୁନିଆରେ ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ହିଁ ବାପା-ମାଆଙ୍କ ପାଖରେ ଅଧିକ ସମର୍ପିତ ରହୁଛନ୍ତି ଏବଂ ଅଧିକ ଭଲ ବି ପାଉଛନ୍ତି । ସମାଜରେ ପ୍ରତ୍ୟକ କ୍ଷେତ୍ରରେ ଝିଅ ମାନେ ଏବେ ଆଗୁଆ ରହୁଛନ୍ତି । ଝିଅ ମାନଙ୍କର କାର୍ଯ୍ୟ କେବଳ ରୋଷେଇ କରିବା ନୁହଁ । ସବୁ ଅସମ୍ଭବକୁ ଝିଅ ମାନେ ଏବେ ସମ୍ଭବ କରି ଦେଖାଉ ଛନ୍ତି ।

ତେଣୁ ଘରେ ଝିଅ ଜନ୍ମ ହେଲେ ସେମାନଙ୍କୁ ଲକ୍ଷ୍ମୀ ଭାବି ଯତ୍ନ ନିଅନ୍ତୁ ଏବଂ ପାଳନ କରନ୍ତୁ । ଆଗ କାଳରେ ଝିଅ ମାନଙ୍କୁ ସେତିକି ମାନ ମର୍ଯ୍ୟାଦା ଦିଆ ଯାଉ ନଥିଲା । ବାପା ସମ୍ପତ୍ତିରେ କେବଳ ପୁଅର ହକ୍ ଥିଲା ଝିଅ ମାନଙ୍କୁ ପାଠ ପଢିବା ପାଇଁ ସୁଯୋଗ ମିଳୁ ନଥିଲା । ହେଲେ ଦର୍ଶକ ବନ୍ଧୁ ନାରୀ ମାନଙ୍କୁ ଆମ ହିନ୍ଦୁ ଧର୍ମରେ ଦେବୀ ବୋଲି ମାନି ଥାଉ । ଗୋଟେ ନାରୀ ଚାହିଁଲେ ଘରକୁ ସ୍ଵର୍ଗ କରିପାରେ ।

ଆଉ ବର୍ତ୍ତମାନର ସମୟରେ ସମସ୍ତ କ୍ଷେତ୍ରରେ ଝିଅ ମାନେ ପୁଅ ମାନଙ୍କ ସହ କାନ୍ଧ ମିଶାଇ ଆଗକୁ ବଢୁ ଛନ୍ତି । ଆଉ ଆମର ଏହି ଭାଇରାଲ ହେଉଥିବା ଭିଡିଓ ଏହାର ଏକ ଉଦାହରଣ ପାଲଟିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *