ହଠାତ ହାତୀକୁ ଲାଗିଲା କରେଣ୍ଟ ଆଉ ତା’ପରେ ଯାହା ହେଲା ଦେଖି ସମସ୍ତଙ୍କ ହୋସ ଉଡିଗଲା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜି କାଲି ହେଉଛି ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ବିଭିନ୍ନ ସୋସିଆଲ ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ଏହାକୁ ଭିଡିଓ ର ଗନ୍ତାଘର ମଧ୍ୟ କୁହାଯାଏ । ତେବେ ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।

ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ ।

ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ । ତେବେ ସେହି ଭଳି ଏକ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳୁଛି ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ । ତେବେ ଆମ ଦେଶ ଓ ରାଜ୍ୟରେ ଅନେକ ସ୍ଥାନରେ ବଣ ଜଙ୍ଗଲ ରହିଛି । ବିଭିନ୍ନ ପ୍ରକାରର ପଶୁ ପକ୍ଷୀ ଇତ୍ୟାଦି ଦେଖାଯାଆନ୍ତି ।

ତେବେ ବେଳେ ବନ୍ୟ ଜୀବ ଜନ୍ତୁ ମାନେ ଗାଁ ଗହଳି ଆଡ଼କୁ ପଶି ଆସନ୍ତି । ଫଳରେ ଲୋକ ମାନେ ଅନେକ ହଇରାଣ ହରକତ ହେଇଥାନ୍ତି । ଯଦି କୌଣସି ଜୀବ ଜନ୍ତୁ ପଶି ଆସନ୍ତି ତେବେ ସେମାନଙ୍କ ନିକଟକୁ ଯିବା ପାଇଁ କୌଣସି ଲୋକ ସାହସ କରନ୍ତି ନାହିଁ । ଯଦି କେହି ପାଖକୁ ଯାଆନ୍ତି ତେବେ ନିଜ ବିପଦ ନିଜେ ଡାକି ଆଣିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।

ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ଖବର କାଗଜ ଇତ୍ୟାଦି ରେ ଆପଣ ମାନେ ଅନେକ ସମୟରେ ଦେଖିବା ପାଇଁ ପାଇଥିବେ କି ଗାଁକୁ କିଭଳି ଭାବରେ ପଶି ଆସନ୍ତି । ଆଉ ଯଦି କେହି ସେମାନଙ୍କୁ ଚିଡ଼େଇବା ପାଇଁ ଚେଷ୍ଟା କରନ୍ତି ତାହାଲେ ବିପଦରେ ପଡ଼ିଥାନ୍ତି । ତେବେ ବର୍ତ୍ତମାନ ଗୁଜୁରାଟ, ମେହସଣ ରେ ଏକ ଶୋଭାଯାତ୍ରା ବାହାରିଥିଲା ସେଥିରେ କିଛି ଲୋକ ହାତୀ ଉପରେ ବସି ଯାଉଥିଲେ । ତେବେ ହାତୀ ଉପରେ ଲାଗିଥିଲା ଛତା ।

ତେବେ ଛତା ଟି ଉପରେ ଵାୟାର ଦେହ ରେ ଲାଗି ଯାଇଥିଲା । ତେବେ ହଠାତ ସେଠୁ କରେଣ୍ଟ ଲାଗିଥିଲା ତେବେ ସେହି କରେଣ୍ଟ ହାତୀ କୁ ଲାଗିବା କ୍ଷଣି ହାତୀ ଦୌଡ଼ିବାକୁ ଲାଗିଲା ତେବେ ଏତେ କ୍ଷୀବ୍ର ରେ ଦୌଡ଼ିଲା ଯେ ତା ଉପରେ ବସିଥିବା ଲୋକ ଏବଂ ମହନ୍ତ ମଧ୍ୟ ତଳେ ପଡି ଯାଇଥିଲେ । ତେବେ ଲୋକମାନେ ସବୁ ଦୌଡ଼ି ଆସି ହାତୀ କୁ କାବୁ କରିଥିଲେ ତେବେ ପରେ ସେମାନଙ୍କୁ ଉଠାଇ ତାଙ୍କର ଚିକିତ୍ସା କରିଲେ । ତେବେ ଏହି ଭିଡିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *