ଗାଁର ନାଁ କହିବାକୁ ଲାଜ କରନ୍ତି ଗ୍ରାମବାସୀ, କାରଣ ଶାରୀରିକ ସମ୍ପର୍କକୁ ନେଇ ରହିଛି ଏହି ଗାଁର ନାମ, ଦେଖନ୍ତୁ କଣ ଅଟେ ସେହି ଗାଁର ନାମ…

ବନ୍ଧୁଗଣ ଯେକୌଣସି ବ୍ୟକ୍ତି ହୁଅନ୍ତୁ ବା କୌଣସି ଜିନିଷ ବା କୌଣସି ସ୍ଥାନ ସମସ୍ତଙ୍କ ପରିଚୟ ନାମରୁ ହୋଇଥାଏ । ଏଥିରୁ ଭାବି ପାରୁଥିବେ ନାମର ଗୁରୁତ୍ଵ ଆମ ଜୀବନରେ କେତେ ଅଧିକ ରହିଛି । ହେଲେ ବନ୍ଧୁଗଣ ଯଦି ଆପଣଙ୍କୁ ନିଜ ଗାଁର ନାମ ନେବାକୁ ଲଜ୍ଜା ଅନୁଭବ ହେଉଥିବ ତା ହେଲେ ଆପଣ କଣ କରିବେ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁ ଗାଁର ନାମକକୁ ନେଇ ଗ୍ରାମବାସୀ ମାନେ ଲଜ୍ଜା ଅନୁଭବ କରନ୍ତି ।

ଏହି ଗାଁର ଲୋକ ମାନେ ନିଜ ଗାଁର ନାମ କହିବାକୁ ଲଜ୍ଜା କରନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଗାଁ ବିଷୟରେ କହିବାକୁ ଯାଉଛୁ ସେହି ଗାଁର ନାମ ହେଉଛି ଫ୍ୟୁକ(Fucke) । ଏହି ଗାଁ ନାମର ଆରମ୍ଭର ଚାରୋଟି ଅକ୍ଷର ଏକ ଇଂରାଜୀ ଗାଳି ସହ ମିଶୁଛି ।

ଯଦି ଏହାର ହିନ୍ଦୁ ଅନୁବାଦ କରିବା ତେବେ ଏହାର ଅର୍ଥ ଶାରୀରିକ ସମ୍ପର୍କ ସହ ମିଶି ଥାଏ । ତେବେ ବନ୍ଧୁଗଣ ଏହି ଗାଁର ନାମ ଇଂରାଜୀରେ ଏକ ଅଶ୍ଳୀଳ ଭାଷା ହେବା ହେତୁ ଗାଁ ଲୋକଙ୍କ ମତରେ ତାଙ୍କ ଗାଁର ନାମ ପାଇଁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବି ଗ୍ରାମବାସୀ ନିଜ ଗାଁ ନାମ ଲେଖି ପାରନ୍ତି ନାହିଁ ।

ତେବେ ଏହି ଗାଁଟି ସ୍ଵିଡେନରେ ଅଛି ସୋସିଆଲ ମିଡିଆ ଏଭଳି ଅଶ୍ଳୀଳ ଭାଷାର ପ୍ରୟୋଗକୁ ଗ୍ରହଣ କରି ନଥାଏ । ତେବେ ବର୍ତ୍ତମାନ ଏହି ଗାଁ ଲୋକ ମାନେ ନିଜ ଗାଁର ନାମ ବଦଳାଇବା ପାଇଁ ଚେଷ୍ଟା କରିଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଗ୍ରାମବାସୀ ମାନେ ନିଜ ଗାଁକୁ ଡାଲସ୍ରୋ ନାମରେ ପରିବର୍ତ୍ତନ କରିବାକୁ ଚାହୁଁ ଛନ୍ତି । ତେବେ ଗ୍ରାମର ନାମ ବଦଳାଇବା ପାଇଁ ନାସନାଲ ଲାଣ୍ଡ ସର୍ଭେ ବିଭାଗ ଏହାର ଦାୟିତ୍ଵ ନେବେ ।

ହେଲେ ପୂର୍ବରୁ ଏହି ବିଭାଗ ଗ୍ରାମର ନାମ ବଦଳାଇବା ପାଇଁ ମନା କରିଥିଲେ । ବିଭାଗ କହିଥିଲା ଏହି ଗାଁର ନାମ ଐତିହାସିକ ଅଟେ ତେଣୁ ଏହାକୁ ବଦଳାଇବା ଉଚିତ ନୁହେଁ । ଏହା ପରେ ଏହି ଗ୍ରାମବାସୀ ମାନେ ଗଣମାଧ୍ୟମ ଆଗରେ ନିଜର ଦୁଃଖ ପ୍ରକାଶ କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *