ପୁଅ ହବ ତ ଏମିତି ! ନିଜେ ବାସନ ମାଜିଲେ Anubhav Mohanty, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ତେବେ ବନ୍ଧୁଗଣଏହି ଅଭିନେତା ଜଣକ ଆଉ କେହି ନୁହେଁ ହେଉଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନୁଭବଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଅନୁଭବ ଜଣେ ଅଭିନେତା ହେବା ସହ ଜଣେ ସାଂସଦ ବି ଅଟନ୍ତି । ସେ ବିଜେଡି ଦଳରେ ସାଂସଦ ରୂପେ ନିର୍ବାଚିତ ହୋଇ କାର୍ଯ୍ୟ କରୁଛନ୍ତି ।

ଆସିବା ଦିନରୁ ଅନୁଭବ ନିଜ ଫିଲ୍ମ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଗତ କିଛି ଦିନ ହେବ ନିଜ ବିବାହ ବିଚ୍ଛେଦ ମାମଲା ପାଇଁ ଅନୁଭବ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ତ ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ବର୍ଷ ତଳେ ଅନୁଭବ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ପ୍ରେମ ବିବାହ କରିଥିଲେ ।

ହେଲେ ଉଭୟଙ୍କ ସମ୍ପର୍କ ଅଧିକ ବର୍ଷ ରହି ନଥିଲା ଯାହାଫଳରେ ଉଭୟ ଅଲଗା ହୋଇ ଯାଇଥିଲେ । ଏବେ ଉଭୟଙ୍କ ମାମଲା କୋର୍ଟରେ ବିଚାରଧିନ ଅବସ୍ଥାରେ ଅଛି । ଆଉ ଏହାରି ମଧ୍ୟରେ ଗତ କିଛି ସମୟ ହେବ ଅନୁଭବ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଅନୁଭବଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଅନୁଭବ ଲଞ୍ଚ କରୁଛନ୍ତି । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଅନୁଭବ ଲଞ୍ଚ କରି ସାରିବା ପରେ ନିଜ ଅଇଁଠା ବାସନକୁ ନିଜେ ଧୋଉଛନ୍ତି । ଅନୁଭବ ଏନେଇ କହିଛନ୍ତି ସେ ସବୁବେଳେ ନିଜ ଅଇଁଠା ବାସନ ନିଜେ ଧୁଅନ୍ତି । ଏହା ଦ୍ଵାରା ସେ କାହାକୁ କଷ୍ଟ ଦିଅନ୍ତି ନାହିଁ । ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ଖୁସି ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *