“ମନ୍ଦିର ଟିକ ଟକରେ ଡେଇଁବା ପାଇଁ ନୁହେଁ, ତା ବାପା ମା ଙ୍କ ସହ… ” ମନ୍ଦିରରେ ପୁଣି ଆଧୁନିକ ଗୀତରେ ଯୁବତୀଙ୍କ ରୀଲ୍ସ ଭିଡିଓ, ଦେଖନ୍ତୁ ଏ ନେଇ କଣ କହିଲେ ଅଭିନେତ୍ରୀ Pratibha Panda, ଦେଖନ୍ତୁ Video

ବନ୍ଧୁଗଣ, ଏଇ କିଛିଦିନ ତଳେ ଭା-ଇ-ରା-ଲ ହୋଇଥିବା ଝିଅ ଯେ କି ଚଉଷଠି ଯୋଗିନୀ ଙ୍କ ମନ୍ଦିରରେ ଦ୍ୟାନ କରି ଟ୍ରୋଲ ହୋଇଛନ୍ତି ବର୍ତ୍ତମାନ ତାଙ୍କ ବିରୁଦ୍ଧରେ କିଛି ଏଭଳି କହିଛନ୍ତି ଅଭିନେତ୍ରୀ ପ୍ରତିଭା ପଣ୍ଡା । ସୂଚନା ଅନୁଯାୟୀ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ପ୍ରତିଭା ପଣ୍ଡା କହିଛନ୍ତି ଯେ, ଯଦି ସେ ଝିଅ ଠାକୁର ଙ୍କ ମନ୍ଦିରରେ ଏଭଳି ଟିକ ଟକ କରିଲା ତେବେ ବାପା ମା’ ଙ୍କ ସାଙ୍ଗେ ଏଭଳି ଟିକ ଟକ କରି ଛାଡୁ ତାର ପାପୁଲାର ପାଇଁ । ଝିଅଟି ବଦନାମ ର ଅର୍ଥ କ’ଣ ଜାଣିଥାନ୍ତା ତେବେ ସେ ଝିଅ ଟି କହିଥାନ୍ତା ଯେ ତାକୁ ବଦନାମ କରାଯାଉଅଛି ।

ମାତ୍ର ସେ ତ ନିଜେ ବଦନାମ କରିଛି ଗୋଟିଏ ପୀଠ ର । ଏହା ଚଉଷଠି ଯୋଗିନୀ ଗୋଟିଏ ପୀଠ ତଥା ନବମ ଶତାବ୍ଦୀ ର ଏକ ମନ୍ଦିର । ପୁରୀ ମନ୍ଦିର ହେଉ ଅଥବା କୋଣାର୍କ ମନ୍ଦିର ହେଉ ତାହାକୁ ସୁଟିଙ୍ଗ କରିବା ପାଇଁ ଦେଉଛନ୍ତି କାହିଁକି ନା ଆମ୍ଭର ଯେଉଁ ହେରିଟାଇଜ ଅଛି ତାର ଡେଭଲୋପ ହେବା ପାଇଁ ଏବଂ ତାକୁ ପାପୁଲାର କରାଇବା ପାଇଁ not ଯେ ଟିକ ଟିକ ରେ ଡେଇଁବା ପାଇଁ ।

ସେ ଯେଉଁ ନିଜକୁ କହୁଛି ଯେ ସେ ହିରୋଇନ ବୋଲି ଆଜି ପର୍ଯ୍ୟନ୍ତ କେଉଁ ହିରୋଇନ ମଧ୍ୟ ଏଭଳି କରି ନାହାଁନ୍ତି । ଯଦି ସତରେ ସେ ହିରୋଇନ ହେଇଥାନ୍ତା ବହୁତ ବଡ ବଡ ଷ୍ଟାର ଅଛନ୍ତି ଆମ୍ଭ ଓଡିଆ ଇଣ୍ଡଷ୍ଟ୍ରୀରେ ତେବେ ଆଜି ପର୍ଯ୍ୟନ୍ତ ତ କେଉଁ ହିରୋଇନ ସେଭଳି କରି ନାହାଁନ୍ତି । ସାମାନ୍ୟ ଗୋଟେ ମନ୍ଦିର ସେ ଅଜାଣତରେ କରିଛି । କାରଣ ତାଙ୍କୁ ଦେଖିଲା ଭିତରେ କେହି ଅନୁମତି ଦେଇନଥାନ୍ତେ ଏଣୁ ସେ ଲୁଚିକି କରିଛି ।

ତେବେ ଲୁଚି କି କରିକି ନିଜକୁ ହିରୋଇନ ବୋଲି କ’ଣ ଦେଖଉଛି । ଯଦି ତାଙ୍କର ଏତେ ଦମ ଥିଲା ତେବେ ଡାକିକି ଲୋକଙ୍କ ଆଗରେ ଏଭଳି କରାଇଲା ନାହିଁ ? ମାତ୍ର ଏଟା କୌଣସି ପୋପୁଲାରିଟି ହେଲାନାହିଁ । ପାପୁଲାର ହେବା ପାଇଁ ଆମ୍ଭେ କେତେ କ’ଣ କରୁଛେ ? ପପୁଲାଲ ହେବାର ଗୋଟିଏ ଷ୍ଟାଇଲ ଅଛି ଏବଂ ଗୋଟିଏ ଶୈଳୀ ଅଛି । ଆମ ଓଡିଶା, ଆମ ପରମ୍ପରା ଏବଂ ଆମ୍ଭ ସଂସ୍କୃତି କୁ ବଞ୍ଚାଇବା ପାଇଁ ଆମ୍ଭେ ଏ ସବୁ କରୁଛେ । ମାତ୍ର ଏହି ଟିକ ଟିକ ଜିନିଷ ତାହାର ସେ ନିଜେ ପପୁଲାର ହେବା ପାଇଁ କରିଛି ଅନ୍ୟ ମାନଙ୍କ ଏଥିରେ କୌଣସି ଭୂମିକା ରହିନାହିଁ ।

ନୃତ୍ୟଶିଳ୍ପୀ ପ୍ରତିଭା ପଣ୍ଡା କହିଛନ୍ତି ଯେ ବଦନାମ କରିବା ପାଇଁ ଯଦି ଗୋଟେ ମଣିଷ ନିଜେ ଚାହିଁବ ତେବେ ସେ ନିଜେ ବଦନାମ ହେବ । ଯଦି ଠାକୁର ଙ୍କ ମନ୍ଦିରରେ ସେ ଏମିତି ଟିକଟକ କଲା ତେବେ ତାର ବାପା ମା’ ଙ୍କ ସାଙ୍ଗେ ଏଭଳି ଟିକ ଟକ କରି ଛାଡୁ ତାର ପାପୁଲାରଟି ଅଧିକ ହେବ । ତେବେ ବନ୍ଧୁଗଣ ଏହିଭଳି ନିଜର ମନ୍ତବ୍ୟ ଦେଇଛନ୍ତି ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ପ୍ରତିଭା ପଣ୍ଡା । ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *