Varsha Priyadarshini ଭଉଣୀଙ୍କ ସହ Anubhav ଙ୍କ ଭିତିରିଆ କଥା… ଶାରୀରିକ ସମ୍ପର୍କକୁ ନେଇ ରାତିରେ କରିଥିଲେ ଆଲୋଚନା !

ବର୍ଷାଙ୍କ ବଡ ଭଉଣୀଙ୍କ ସହ ଅନୁଭବଙ୍କ ଭିତିରି କଥା ! ଶାରୀରିକ ସମ୍ପର୍କକୁ ନେଇ ହୋଇଥିଲେ କଥାବାର୍ତ୍ତା ! ହଁ ଆଜ୍ଞା ଅନୁଭବ ଓ ବର୍ଷାଙ୍କର ପାରିବାରିକ ମାମଲାରେ ଦିନକୁ ଦିନ ନୂଆ ଟ୍ଵିସ୍ତ ଆସିବାରେ ଲାଗିଛି । ଯେମିତି ଅନୁଭବ ବର୍ତ୍ତମାନ ନିଜର ସୋସିଆଲ ମିଡିଆ ସାଇଡରେ ବର୍ଷାଙ୍କ ଭଉଣୀ ସହ ହୋଇଥିବା କଥାକୁ ଶେୟାର କରିଦେଇଛନ୍ତି । ନିଜର ଦୁଃଖର କଥାକୁ ସମସ୍ତଙ୍କୁ ସୋସିଆଲ ମିଡିଆରେ ଜଣାଇ ଦେଇଛନ୍ତି । ତେବେ ବର୍ଷାଙ୍କର ବଡ ଭଉଣୀ ସହ ଅନୁଭବ ବହୁତ ସମ୍ମାନର ସହ କଥା ହୋଇଛନ୍ତି ।

ହେଲେ ଅନୁଭବ ନିଜର ସବୁ ଗୋଟି ଗୋଟି ଦୁଃଖ କଥା ବର୍ଷାଙ୍କ ଭଉଣୀ ଆଗରେ କହି ଦେଇଛନ୍ତି । ଯେଉଁଥିରେ ସ୍ପଷ୍ଠ ଭାବରେ ଅନୁଭବ ବର୍ଷାଙ୍କ ଭଉଣୀଙ୍କୁ ବୁଝାଇ କହିଛନ୍ତି । ଦିଦି ବର୍ଷା ମୋ ପାଇଁ ବହୁତ ଲକି । କାରଣ ମୋ ସଫଳତା ପଛରେ ବର୍ଷାଙ୍କର ହାତ ରହିଛି । ଯାହାକୁ ମୁଁ କେବେବି ଭୁଲି ପାରିବି ନାହିଁ । ହେଲେ ଦିଦି ମୁଁ ବର୍ଷାଙ୍କୁ ବାହା ହୋଇଛି ସତ । ହେଲେ ତାଙ୍କର ମୋର ଭାଇ, ଭଉଣୀ ଭଳି ଚଳୁଛୁ । କାରଣ ବର୍ଷା ମୋ ସହ ଶାରୀରିକ ସମ୍ପର୍କ ରଖୁ ନାହାନ୍ତି ।

ବାହାଘରର ୫ ବର୍ଷ ଜାକେ ବି ବର୍ଷା ମୋ ସହ ଶାରୀରିକ ସମ୍ପର୍କ ରଖି ନାହାନ୍ତି । ମୁଁ ଜଣେ ସ୍ଵାମୀଟିଏ ହେଇ ନିଜ ସ୍ତ୍ରୀ ଠାରୁ କ’ ଣ ଏହି ସୁଖ ଟିକେ ଆଶା କରି ପାରିବି ନାହିଁ । ଦିଦି ଆପଣଙ୍କୁ ମୁଁ ମୋ ମନର କଥା ଖୋଲିକି ସବୁ କହିଲି । ଏବେ ଆପଣ ମୋତେ ଟିକେ ଶାନ୍ତିରେ ମରିବା ପାଇଁ ସାହାଜ୍ଯ କରନ୍ତୁ । କାରଣ ଦିଦି ତୁମେ ହେଉଛ ମୋ ଭଗବାନ । ତେବେ ଅନୁଭବଙ୍କର ମୁହଁରୁ ଏହି ସମସ୍ତ କଥା ଶୁଣିଲା ପରେ ବର୍ଷାଙ୍କ ବଡ ଭଉଣୀ କୁହନ୍ତି ।

ଯେ ଅନୁଭବ ମୁଁ ତୁମ ପାଇଁ ପ୍ରାଥନା କରୁଛି । ଯେ ବର୍ଷା ଓ ତୁମ ମଧ୍ୟରେ ବୈବାହିକ ସମ୍ପର୍କ ଭଲରେ ରହୁ । ଦୁହେଁ ଦୁହିଙ୍କୁ କିଛି ସମୟ ଦିଅ ।  ମୋର ଭଲ ପାଇବା ଓ ଆଶ୍ରୀବାଦ ସବୁବେଳେ ତୁମ ସାଥିରେ ଅଛି । ହେଲେ ତୁମେ ଦୁହେଁ ରାତି ହେଲେ ସବୁବେଳେ ଏପରି ଝଗଡା କରିବା ବନ୍ଦ କର । ଖବରର ଅପଡେଟ ଲାଗି ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *