ଟାଇଟାନିକର ଭଗ୍ନାବଶେଷ ଅନୁସନ୍ଧାନରେ ଯାଇଥିବା ୫ ଜଣ କୋଟିପତିଙ୍କର ମୃ-ତ୍ୟୁ ହୋଇଯାଇଛି ।

ଟାଇଟାନିକର ଭଗ୍ନାବଶେଷ ଅନୁସନ୍ଧାନରେ ଯାଇଥିବା ୫ ଜଣ କୋଟିପତିଙ୍କର ମୃ-ତ୍ୟୁ ହୋଇଯାଇଛି । ଟାଇଟାନିକ ଜାହାଜ ପାଖରେ ହିଁ ଏହି ଅନୁସନ୍ଧାନକାରୀ ବୁଡାଜାହାଜଟିର କିଛି ଅଂଶ ଦେଖିବାକୁ ମିଳିଛି ବୋଲି ଆମେରିକା କୋଷ୍ଟଗାର୍ଡ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ସବୁ ଘଟଣା ଜାଣିବା ପରେ ଅନେକଙ୍କ ମନରେ ସବୁବେଳେ ଏକ ପ୍ରଶ୍ନ ଉଙ୍କି ମାରୁଥାଏ ? ଯେ ଏହି ସମୁଦ୍ର ଯାତ୍ରାରେ ଜୀବନ ପ୍ରତି ବିପଦ ରହିଥାଏ ।

ଏହାକୁ ଜାଣି ମଧ୍ୟ ଲୋକମାନେ କାହିଁକି ଏହି ଯାତ୍ରା ପାଇଁ ସବୁବେଳେ ଆଗ୍ରହୀ ରହିଥାନ୍ତି । ରିପୋର୍ଟ ଅନୁଯାଇ ଆମେରିକାର ତାରା ନାମକ ଏକ କମ୍ପାନୀର ମାଲିକ କହିଛନ୍ତି । ବଡ ବଡ ଧନୀବର୍ଗର ଲୋକ ମାନେ ଜୀବନରେ ଟଙ୍କାକୁ ଏତେ ମାତ୍ରାରେ ଗୁରୁତ୍ଵ ଦେଇନଥାନ୍ତି । ସେମାନେ ନିଜର ସୌକୀ ଓ ଖୁସିକୁ ସବୁବେଳେ ପ୍ରଥମେ ପ୍ରାଧାନ୍ୟ ଦେଇଥାନ୍ତି । ତେବେ ଅନେକ ପ୍ରକାର ଆଡଭେଞ୍ଚରକୁ ଧନୀ ଲୋକମାନେ ଜୀବନରେ ନିହାତି ଭାବେ କରିବାକୁ ଚାହିଁଥାନ୍ତି ।

ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ-

 

Leave a Reply

Your email address will not be published. Required fields are marked *