ସ୍ୱପ୍ନରେ ଶାରୀରିକ ସମ୍ପର୍କ ରଖୁଥିବାର ଅର୍ଥ କଣ ? ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ ! (Swapna Shastra)

ନମସ୍କାର ବନ୍ଧୁଗଣ ତେବେ ପ୍ରତିଦିନ ଆପଣ ଆପଣଙ୍କ ନିଦରେ ଅନେକ ପ୍ରକାରର ସ୍ବପ୍ନ ଦେଖିଥାନ୍ତି । କେତେକ ସ୍ବପ୍ନ ଆମକୁ ଭୟଭୀତ କରିବା ସହ ଆଉ କିଛି ମଜାଦାର ମଧ୍ୟ ହୋଇଥାଏ । ତେବେ କେବେ କେବେ ଆପଣ ସମ୍ଭୋଗ କରୁଥିବାର ସ୍ବପ୍ନ ମଧ୍ୟ ଦେଖିଥାନ୍ତି । ତେବେ ସ୍ୱପ୍ନର ବିଭିନ୍ନ ପ୍ରକାରର ଅର୍ଥ ରହିଛି ବୋଲି ସ୍ବପ୍ନ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଆଉ ସ୍ୱପ୍ନରେ ସମ୍ଭୋଗ କରୁ ଥିବାର ଅର୍ଥ ମଧ୍ୟ ଉଲ୍ଲେଖ ରହିଛି । ତେବେ ଚାଲନ୍ତୁ ଏ ବିଷୟରେ ଜାଣିବା ।

ତେବେ ସ୍ୱପ୍ନରେ ଆପଣ କେବେ କେବେ ପରିଚିତ ତ ଆଉ କେବେ ଅପରିଚିତ ଲୋକଙ୍କ ସହ ସମ୍ଭୋଗ କରୁ ଥିବାର ଦେଖିଥାନ୍ତି । ତେବେ ସ୍ବପ୍ନ ଶାସ୍ତ୍ର ଅନୁଯାୟୀ ପରିଚିତ ବ୍ୟକ୍ତିଙ୍କ ସହ ସମ୍ଭୋଗ କରୁ ଥିବାର ଦେଖିବା ଏକ ଶୁଭ ସଙ୍କେତ ଅଟେ । ଯଦି ଆପଣ ବିବାହ ଯୋଗ୍ୟ ଅଟନ୍ତି କିମ୍ବା ବିବାହ ନିମନ୍ତେ ଘରେ ଆଲୋଚନା ଚାଲିଛି, ତେବେ ବିବାହ ଶୀଘ୍ର ହୋଇଯିବ ବୋଲି କୁହାଯାଏ ।

ଅନ୍ୟପକ୍ଷରେ ଯଦି ଆପଣ ପୂର୍ବରୁ ବିବାହିତ ଅଟନ୍ତି କିମ୍ବା ଆପଣ ବିବାହ ଯୋଗ୍ୟ ନୁହଁନ୍ତି । ତେବେ ଏହାର ଅର୍ଥ ଆପଣଙ୍କ ଘରକୁ ଧନ ଆସିବାକୁ ଯାଉଛି ଅର୍ଥାତ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବାକୁ ଯାଉଛନ୍ତି । କିନ୍ତୁ ଯଦି ନବ ବିବାହିତ ଏଭଳି ସ୍ବପ୍ନ ଦେଖୁଛନ୍ତି ତେବେ ଏହା ନକରାତ୍ମକ ଶକ୍ତିର ସଙ୍କେତ ଦେଉଅଛି।

ତେବେ ଆଉ ଯଦି ଆପଣ ସ୍ୱପ୍ନରେ ନିଜ ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ସହ ସମ୍ବନ୍ଧ କରୁଥିବାର ଦେଖୁଛନ୍ତି । ତେବେ ଆପଣଙ୍କ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଆନନ୍ଦର ସହ ଅତିବାହିତ କରୁଛନ୍ତି କିମ୍ବା ଆପଣଙ୍କ ଜୀବନ ସାଥୀଙ୍କ ଠାରୁ ଯାହା ଆଶା ଥିଲା । ତାହା ମିଳୁନାହିଁ  ।  ଯଦି ଆପଣ ସ୍ୱପ୍ନରେ ଆପଣଙ୍କ ପୂର୍ବ ପ୍ରେମିକ କିମ୍ବା ପ୍ରେମିକା ସହ ସମ୍ଭୋଗ କରୁ ଥିବାର ଦେଖୁଛନ୍ତି ତେବେ ଏହାର ତିନୋଟି ଅର୍ଥ ହୋଇପାରେ ।

ପ୍ରଥମତଃ ପୂର୍ବ ସାଥୀଙ୍କ ସହ ଶାରୀରିକ ସମ୍ପର୍କ ଭଲ ଥିଲା ।  ଦ୍ବିତୀୟତଃ ପୂର୍ବ ସାଥି ଅପେକ୍ଷା ଆପଣ ନୂଆ ସାଥୀଙ୍କୁ ସେତେ ଭଲ ପାଇପାରୁ ନାହାଁନ୍ତି । ତୃତୀୟତଃ ବର୍ତ୍ତମାନ ସମୟରେ ଆପଣଙ୍କ ଶାରୀରିକ ଆବଶ୍ୟକତା ପୂରଣ ହୋଇ ପାରୁନାହିଁ ।

ତେବେ ଅନେକ ସମୟରେ ଏଭଳି ଦେଖା ଯାଇଛି କି କୃଷ୍ଣ ପକ୍ଷରେ ଅପରିଚିତ ବ୍ୟକ୍ତିଙ୍କ ସହ ଏବଂ ଶୁଳ୍କ ପକ୍ଷରେ ପରିଚିତ ବ୍ୟକ୍ତିଙ୍କ ସହ ଏଭଳି ସ୍ବପ୍ନ ଦେଖାଯାଏ । ତେବେ ଯଦି ଆପଣ ଏଭଳି ସ୍ୱପ୍ନର ଅଶୁଭ ପ୍ରଭାବ ଅନୁଭବ କରୁଛନ୍ତି, ତେବେ ଗୋଟିଏ ସୂତାରେ ସାତୋଟି ଗଣ୍ଠି ପକାଇ ସେଥିରେ ଅଳ୍ପ ସୋରିଷ ତେଲ ଲଗାଇ ଦିଅନ୍ତୁ ।

ଏହାକୁ ରାତିରେ ମୁଣ୍ଡ ତଳେ ଦେଇ ଶୋଇ ଯାଆନ୍ତୁ ଏବଂ ସକାଳେ ଉଠି କୌଣସି ଗଛ ତଳେ ପୋତି ଦିଅନ୍ତୁ । ତେବେ ଏହା ଆପଣଙ୍କ ସମସ୍ୟାର ସମାଧାନ କରି ପାରିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *