ବନ୍ଧୁଗଣ ବର୍ତ୍ତମାନର ସମୟରେ ଲୋକମାନେ କେବଳ ଟଙ୍କା କମାଇବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । ଲୋକ ମାନେ ନିଜ ଜୀବନରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ଖୁସି କଣ ଜାଣି ପାରୁ ନାହାନ୍ତି । ବନ୍ଧୁଗଣ ଡାକ୍ତର ମଧ୍ୟ କହିଛନ୍ତି ଆପଣ ସବୁ କାମ ଖୁସିରେ କରନ୍ତୁ ସୁସ୍ଥ ରହିବେ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହା ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ଅନେକ ଖୁସି ଦେବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ପପୁ- ତମେ ଅପରେସନ ନ କରାଇ ହସ୍ପିଟାଲରୁ କାହିଁକି ପଳେଇ ଆସିଲ ?
ଚିଣ୍ଟୁ- ନର୍ସ ବାରମ୍ବାର କହୁଥିଲା ଡର ନାହିଁ ଭରସା ରଖ, କିଛି ହେବ ନାହିଁ, ଏଇଟା ତ ବାସ ଗୋଟେ ଛୋଟ ଅପରେସନ ।
ପପୁ-ତ ଏଥିରେ ଡରିବାର କଥା କଣ, ଠିକ ତ କହୁଥିଲା ନର୍ସ…
ଚିଣ୍ଟୁ- ଏବେ ସେ ମୋତେ ନୁହେଁ ଡାକ୍ତରକୁ କହୁଥିଲା ।
୨. ଜଣେ ଝିଅ ଛୋଟ ସ୍କର୍ଟ ପିନ୍ଧି ବୟଫ୍ରେଣ୍ଡ ସହ ଦେଖା କରିବାକୁ ଗଲା…
ବୟଫ୍ରେଣ୍ଡ- ଡାର୍ଲିଙ୍ଗ ଏତେ ଛୋଟ ସ୍କର୍ଟ ପିନ୍ଧି କାହିଁକି ଦେଖା କରିବାକୁ ଆସିଲ ଲୋକ କଣ କହିବେ । ତମ ମା କିଛି କହିଲେନି ତମକୁ ?
ଝିଅ- ମା ତ ବହୁତ ରାଗି ଯାଇଥିଲା କହିଲା ଆର ଥର ମୋ ସ୍କର୍ଟ ପିନ୍ଧିବୁ ଯଦି ବହୁତ ମାରିବି ।
୩. ଗୋଟେ ଥର ସ୍ଵାମୀ- ସ୍ତ୍ରୀ ମଧ୍ୟରେ ଝଗଡା ହେଉଥିଲା, ଯେତେବେଳେ ଝଗଡା ବହୁତ ଅଧିକ ବଢିଗଲା ସ୍ଵାମୀ ନିଜ କ୍ରୋଧକୁ କଣ୍ଟ୍ରୋଲ କରି କହିଲା- ଏବେ ତମେ ଗୋଟେ ଶବ୍ଦ ବି କହିବ ନାହିଁ ନହଲେ ମୋ ଭିତରେ ଥିବା ପଶୁ ବାହାରକୁ ଆସିଯିବ ।
ସ୍ତ୍ରୀ- ଆସିବାକୁ ଦିଅ ତମ ଭିତରେ ଥିବା ପଶୁକୁ ମୂଷା କିଏ ଡରିଛି ।
୪. ଗୋଟେ ବସରେ ବୃଦ୍ଧ ମହିଳା କମଳା ଚୋପା ବାହାର କରି ବସରେ ପକାଉ ଥିଲା…
କଣ୍ଡକ୍ଟର କହିଲା- ବସ ଭିତରେ କମଳା ଚୋପା ପକାଅ ନାହିଁ ବସ ଅପରିଷ୍କାର ହେବ ।
ବୃଦ୍ଧ ମହିଳା କହିଲା- କଣ କହୁଛୁ ତୁ, ତୁ ଚୋପା ବସ ଭିତରେ ପକାଇବାକୁ ଦେଉ ନାହୁଁ ଆଉ ମୋଦୀ ବାହାରେ ପକାଇବାକୁ ଦେଉ ନାହିଁ । ତମ ଦୁଇଜଣଙ୍କ ଉଦ୍ଦେଶ୍ୟ କଣ କମଳା ଖାଇବା ନା ନାହିଁ ଆମେ ।
୫. ବାପ ନିଜ ପୁଅକୁ କହିଲା…
ବାପ- ଦେଖ ପୁଅ ଜୁଆ ହେଉଛି ଏକ ଏପରି ନିଶା
ଯଦି ଏଥିରେ ଆଜି ଜିତିବ ତା ହେଲେ କାଲି ହାରିବ ପହଡଦିନ ଜିତିଲେ ପୁଣି ତା ପରଦିନ ହାରିବୁ ।
ପୁଅ- ହଁ ବାପା ମୁଁ ବୁଝିଗଲି ଆଗକୁ ମୁଁ ଗୋଟେ ଦିନ ଛାଡି ଜୁଆ ଖେଳିବି !!
୬. ସ୍ତ୍ରୀ ସ୍ଵାମିକୁ ଚାକରାଣୀ ସହିତ ଶୋଇ ଥିବାର ଦେଖିନେଲା
ଚାକରାଣୀ – କ୍ଷମା କରିବେ ମେମ ସାହାବ
1000 ଟଙ୍କା ଲୋଭରେ ପଡି ଯାଇଥିଲି
ସ୍ତ୍ରୀ – କିନ୍ତୁ ମୁଁ ତତେ 5000 ଟଙ୍କା ଦେବି
ପ୍ରଥମେ ମତେ କହ କି ସାହାବ ଙ୍କୁ ତୁ କେମିତି ପଟେଇଥିଲୁ
୭. ସ୍ଵାମୀ ଗୋଆ ଯାଇଥିଲା ୧୫ ଦିନ ପର୍ଯ୍ୟନ୍ତ ଫେରିଲା ନାହିଁ ସ୍ତ୍ରୀ ସ୍ଵାମୀ ମୋବାଇଲକୁ ମେସେଜ କଲା…
ଯେଉଁ ଜିନିଷ ତମେ ସେଠି ପଇସା ଦେଇ କିଣୁଛ ଏଠି ମୁଁ ଦାନ କରିପାରିବି
ଏହା ପରେ ସ୍ଵାମୀ ରାତିରେ ଘର ଭିତରେ !!
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।