ନମସ୍କାର ବନ୍ଧୁଗଣ ତେବେ ଯେତେବେଳେ କୌଣସି ସମ୍ପର୍କ ଆରମ୍ଭ ହୁଏ, ଲୋକମାନେ ପ୍ରେମରେ ବୁଡି ରହି ଏହାକୁ ବହୁତ ଭଲ ରଖନ୍ତି । କିନ୍ତୁ ସମୟର ଗତି ସହିତ ଧୀରେ ଧୀରେ ରୋମାନ୍ସ କମିବାକୁ ଲାଗିଲା । ବିବାହର କିଛି ବର୍ଷ ପରେ ହିଁ ସ୍ୱାମୀ-ସ୍ତ୍ରୀ ସେମାନଙ୍କ ଭବିଷ୍ୟତ, ଶିଶୁ ଯତ୍ନ ଏବଂ ଘର ଖର୍ଚ୍ଚରେ ଜଡିତ ରହିଥା’ନ୍ତି । ସେମାନଙ୍କର ସମ୍ପର୍କ ରୋମାଞ୍ଚକୁ ଅଦୃଶ୍ୟ ହେବାକୁ ଲାଗେ ଯାହା କୌଣସି ଦୃଢ ସମ୍ପର୍କ ପାଇଁ ଆବଶ୍ୟକ ।
ତେବେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟ ରେ ସବୁ ସମୟ ରେ କଳି ଲାଗି ରହିଲେ କିମ୍ବା ଦାମ୍ପତ୍ୟ ଜିବନ ରେ ଅଶାନ୍ତି ମଧ୍ୟ ରେ ଗତି କରିଲେ ଗୃହ ରେ କଳହ ର ବାତାବରଣ ସୃଷ୍ଟି ହୋଇଥାଏ । ଆଉ ଏମିତି ହେଲେ ଆପଣ ମାନେ ଶୀଘ୍ର ହିଁ ଏହି ଉପାୟ ମାନଙ୍କୁ କରିବା ଉଚିତ୍ ଆପଣ ମାନେ ଏହାର ପରିଣାମ ଗୁଡିକୁ ଦେଖି ପାରିବେ । ତେବେ ଆପଣ ମାନଙ୍କ ଘରେ ଯଦି ଏମିତି କିଛି ସମସ୍ୟା ରହୁଛି ତେବେ ଆପଣ ମାନେ ମୈନ ବ୍ରତ୍ତ ଧାରଣ କରନ୍ତୁ ।
ସମୟ ଆପଣ ମାନେ ନିର୍ଧାରିତ କରିବେ କି ଆପଣ ମାନେ କେତେ ସମୟ ପର୍ଯ୍ୟନ୍ତ ମୈନ ବ୍ରତ୍ତ ରଖିବେ । ଏହି ପରି ଆପଣ ମାନେ ପାଞ୍ଚଟି ବୁଧବାର ପର୍ଯ୍ୟନ୍ତ କରନ୍ତୁ ଦେଖିବେ ଆପଣ ମାନଙ୍କ ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂର ହେବ । ଏହା ସହ ସେହି ପରି ଆପଣ ମାନେ ଶଶୁର ଘର ପକ୍ଷ୍ୟ ରୁ କରିବେ କି ଆପଣ ମାନଙ୍କ ଝିଅ କିମ୍ଭା ଜ୍ୱାୟିଁ ଙ୍କୁ ଆପଣ ମାନେ କୈଣସି ରୂପା କିମ୍ଭା ସୁନା ର ଦାନ କରନ୍ତୁ ଦେଖିବେ ଆପଣ ମାନଙ୍କ ମଧ୍ୟ ରେ ଲାଗି ରହି ଥିବା କଳହ ସଂମ୍ପର୍ଣ୍ଣ ଭାବେ ଦୂର ହେବ ।
ଆପଣ ମାନଙ୍କ ପରିବାର ରେ ଏମିତି ଭାବେ କଳହ ଲାଗି ରହୁ ଥିଲେ ବୁଧବାର ଦିନ ପତି ପତ୍ନୀ ଦହୀ ଲଗେଇ କରି ସ୍ନାନ କରନ୍ତୁ । ଏବଂ ଧଳା ରଙ୍ଗ ର ମିଠା କୁ ଆଣି ପରସ୍ପର କୁ ଖୁଆନ୍ତୁ ଅତର କିମ୍ଭା ସେଣ୍ଟ କିଣି କରି ଆଣି ଆପଣ ମାନେ ଘରେ ରଖନ୍ତୁ ଏମିତି କରିଲେ ବି ଆପଣ ମାନଙ୍କ ସମସ୍ୟା ଦୂର ହେବ ।
ଏହା ସହ ଯଦି ଏମିତି କରିଲେ ବି ଆପଣ ମାନଙ୍କ ସମସ୍ୟା କମ୍ ନ ହୁଏ ତେବେ ଆପଣ ମାନେ ଶନିବାର ଦିନ କୈଣସି ଏକ ଭୀକାରି କୁ ଆପଣ ମାନେ କଳା ରଙ୍ଗ ର ବସ୍ତ୍ର ଦାନ କରନ୍ତୁ କିମ୍ବା କଳା ଖୋସା ର ବି ଆପଣ ମାନେ ଦାନ କରିଲେ ଆପଣ ମାନଙ୍କ ସମସ୍ୟା ରେ ସୁଧାର ନିଶ୍ଚିତ ଭାବେ ଆସିବ ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ବିଷୟ ରେ ସଂମ୍ପର୍ଣ୍ଣ କିଛି ଜାଣି ପାରି ଥିବେ ।
ଯଦି ଜାଣି ପାରିଲେ ତେବେ ଏହି ଉପାୟ କୁ ପାଳନ କରି ଦେଖନ୍ତୁ ଆପଣ ମାନଙ୍କ ମଧ୍ୟ ରେ କେବେ ବି ଝଗଡା ଲାଗିବ ନାହି । ଏହା ଛଡା ଆପଣ ନିଜ ସ୍ତ୍ରୀ ଙ୍କ ମଥାରେ ସିନ୍ଦୁର ଭରନ୍ତୁ ଏବଂ ସ୍ୱାମୀ ଙ୍କ ମଥାରେ ତିଳକ ଲଗାନ୍ତୁ । ତେବେ ଏହା ଦ୍ୱାରା ଆପଣ ଦୁଇ ଜଣଙ୍କ ଭିତରେ ଥିବା ମନ ମାଳିନ୍ୟ ଦୁର ହୋଇଯିବ । ତେବେ ସ୍ତ୍ରୀ ନିଜ ରୁମ ରେ ଗାଧୋଇବା ପରେ ୧୦୦ ଗ୍ରାମ ଜିରା କୁ ଲାଲ କପଡ଼ାରେ ବାନ୍ଧି ରଖିବା ଉଚିତ ଏହାକୁ ପନ୍ଦର ଦିନରେ ଥରେ କରିବା ଉଚିତ ଏହା ଦ୍ୱାରା ଆପଣଙ୍କ ଜୀବନରେ ଆଉ ଦୁଃଖ କଷ୍ଟ ରହିବ ନାହିଁ ।
ତେବେ ଆପଣ ନିଜ ଘରେ ଶ୍ରୀ ଗଣେଶ ଙ୍କ ର ଏକ ଚାନ୍ଦି ମୂର୍ତ୍ତି ରଖି ପୂଜା କରନ୍ତୁ ଏହା ଦ୍ୱାରା ଆପଣଙ୍କ ଦାମ୍ପତ୍ୟ ଜୀଵନ ସୁଖମୟ ହେବ ଏହା ସହ ଆପଣ ଗୌରୀ ଶଙ୍କର କିମ୍ବା ଲକ୍ଷ୍ମୀ ନାରାୟଣ ଙ୍କ ମନ୍ଦିର କୁ ଯାଇ ପୁଷ୍ପ ଅର୍ପଣ କରି ନିଜ ସୁଖ ଜୀଵନ ର ପାର୍ଥନା କରନ୍ତୁ ।
ତେବେ ଶେଷ ରେ ରାତିରେ ଶୋଇବା ସମୟରେ ସ୍ୱାମୀ ସ୍ତ୍ରୀ ର ତକିଆ ତଳେ କର୍ପୂର ଓ ସ୍ତ୍ରୀ ସ୍ୱାମୀ ର ତକିଆ ତଳେ ସିନ୍ଦୁର ପୁଡ଼ିଆ ରଖି ଦିଅନ୍ତୁ ସକାଳ ହେଲେ ସେହି ସିନ୍ଦୁର ପୁଡ଼ିଆ କୁ ଘରୁ ବହୁ ଦୂରରେ ଫିଙ୍ଗି ଦିଅନ୍ତୁ ଏବଂ ସେହି କର୍ପୂର କୁ ଘରେ ଜଳେଇ ଦିଅନ୍ତୁ । ଏହି ଉପାୟ ଆପଣଙ୍କ ଦାମ୍ପତ୍ୟ ଜୀଵନ କୁ ସୁଖମୟ ନିଶ୍ଚିତ କରିବ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।